ବେକାବୁ ଓମିକ୍ରନ! ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ସ୍ଥିତି ଗମ୍ଭୀର ପରେ ଓଡ଼ିଶାରେ ଚିହ୍ନଟ ହେଲା ଓମିକ୍ରନ! ରୁହନ୍ତୁ ସତର୍କ, ପଢନ୍ତୁ ପୁରା ଖବର

ଗୋଟିଏ ପରେ ଗୋଟିଏ ରାଜ୍ୟରେ ଦେଖାଯାଉଛି ଓମିକ୍ରନ ଭାରିଏଣ୍ଟ। ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ଓମିକ୍ରର ପ୍ରଭାବ ଦେଖାଯାଇଛି। ଓଡ଼ିଶାରେ ଆଜି ଦୁଇ ଜଣ ଚିହ୍ନଟ ହୋଇଥିବା ଜଣା ଯାଇଛି। ତେବେ ଆପଣଂକୁ କହିରଖୁଛୁ ସତର୍କ ରୁହନ୍ତୁ। ମାସ୍କ ପିନ୍ଧନ୍ତୁ ଏବଂ ସାନିଟାଇଜରର ବ୍ୟବହାର ନିଶ୍ଚିତ କରନ୍ତୁ। ମାନ୍ୟବର ଓଡିଶା ସରକାରଙ୍କ କଥା ମାନନ୍ତୁ।

Google

ଦେଶରେ ୨୦୦ ଟପିଲା ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା। ମହାରାଷ୍ଟ୍ର ଏବଂ ଦିଲ୍ଲୀରୁ ୫୪ ଲେଖାଏଁ କେସ। ତେଲେଙ୍ଗାନାରୁ ୨୦, କର୍ଣ୍ଣାଟକରୁ ୧୯, ରାଜସ୍ଥାନରୁ ୧୮ କେସ୍ ବାହାରିଥିବା ବେଳେ ୮୦ ପ୍ରତିଶତ ଓମିକ୍ରନ କେସ୍ ଲକ୍ଷଣ ବିହୀନ ଅଟେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

ସଂକ୍ରମଣ ବୃଦ୍ଧି ଦେଖି କେତେକ ରାଜ୍ୟ କଟକଣାରେ ବୃଦ୍ଧି କରିଛନ୍ତି। ଡିସେମ୍ବର ୩୧ ପର୍ଯ୍ୟନ୍ତ ଗୁଜୁରାଟ ସରକାର ରାତ୍ରି କାଳୀନ କର୍ଫ୍ୟୁ ଲଗାଇଛନ୍ତି। ଦେଶରେ ୩ୟ ଲହରର ଭୟ ଦେଖା ଯାଉଛି। ସେଥିପାଇଁ ଆପଣଂକୁ କହିରଖୁଛୁ ଆପଣ ଘରେ ରୁହନ୍ତୁ ଆବଶ୍ୟକ ସ୍ଥଳେ ମାସ୍କ ଏବଂ ସାନିଟାଇଜରର ବ୍ୟବହାର କରି ବାହାରକୁ ଯାଆନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *