ତେବେ ଯେପରିକି ଆପଣ ଜାଣନ୍ତି କି ଭାରତ ନିଜର ଇତିହାସର ସବୁଠୁ ବଡ଼ ଡିଫେନ୍ସ ଏକ୍ସପୋର୍ଟ ଡିଲର ବହୁତ ପାଖରେ ଅଛି ଆଉ ଆପଣ ଜାଣନ୍ତି କି ଏହା ଆଗରୁ ଭାରତ ଫିଲିପାଇନ୍ସ ସହ ଏକ ୩୭୫ ନିୟୁତ ଡଲାରର ଡିଲ କରି ସାରିଥିଲା। ଏହା ଅଣ୍ଡରରେ ଭାରତ ଏମାନଙ୍କୁ ବ୍ରହ୍ମସ ମିସାଇଲ ଏକ୍ସପୋର୍ଟ କରିବାକୁ ଯାଉଥିଲୁ।ତେବେ ଭାରତୀୟ ଏରୋନେଟିକ୍ସ ଲିମିଟେଡ଼ର ଚିଫ ନିଜେ କହିଛନ୍ତି କି ଭାରତର ତେଜସ ମିସାଇଲ ମ୍ୟାଲେସିଆର ସବୁଠୁ ବଡ ଚଏସ ଅଛି।ଏହା ରୁଷିଆର ମିଗ ୨୯ର ରିପ୍ଲେସମେଣ୍ଟ ପାଇଁ ସବୁଠୁ ବଡ଼ ଚଏସ ଅଟେ ଯାହା କି ମାଲେସିଆ ଚଏସ କରିବାକୁ ଯାଉଛି ଆଉ ଏହାକୁ ଭାରତ ଏକ୍ସପୋର୍ଟ କରିବାକୁ ଯାଉଛି। ଋଷିଆର ସେହି ବିମାନ ଗୁଡିକ ବହୁତ ପୁରୁଣା ହେଇସାରିଛି ଆଉ ଏହାକୁ ସବୁ ରିପ୍ଲେସ କରି ସେମାନେ ଏହି ତେଯାସ ବିମାନ କିଣିବାକୁ ଯାଉଛନ୍ତି।

ଏଚଏଏଲର ଚିଫ ଏହା ମଧ୍ୟ କହିଛନ୍ତି କି ଡିଲ ଫାଇନାଲ୍ ଷ୍ଟେଜରେ ଅଛି ଆଉ ମାଲେସିଆ ଏହାକୁ କିଣିବାକୁ ସମ୍ପୂର୍ଣ ରୂପେ ପ୍ରସ୍ତୁତ ଅଛି।ଗୋଟେ ହିଁ ଜିନିଷ ଏହି ଡିଲକୁ ଏବେ ଅଟକାଇ ପାରିବ ଯାହା କି ରାଜନୈତିକ ପରିସ୍ଥିତି ଅଟେ। କାରଣ ମ୍ୟାଲେସିଆରେ ଏପରି କିଛି ରାଜନୀତିଜ୍ଞ ମଧ୍ୟ ଅଛନ୍ତି ଯିଏ କି ସମ୍ପୂର୍ଣ ରୂପେ ଭାରତ ବିପକ୍ଷରେ ଅଟନ୍ତି। ମାତ୍ର ଏବେ ଯାଏ ମାଲେସିଆ ପାଖରେ ଭାରତର ତେଯସ ଜେଟ ଠାରୁ ଭଲ ପରଚେଜ ଆଉ କିଛି ବି ନାହିଁ କାରଣ ଚାଇନାର ଫାଇଟର ଜେଟ ଏମାନେ ପରଚେଜ କରିବେ ନାହିଁ ଆଉ ଯେ ଆର ୧୭ ଜେଟ ଏମାନେ ପରଚେଜ କରିବେ ନାହିଁ ଆଉ ଆମେରିକାର ଜେଟ ସବୁ ବହୁତ ଅଧିକ ଦାମୀ ଅଟେ ଯାହା ତାଙ୍କ ପକ୍ଷେ ପରଚେଜ କରିବା ବହୁତ ମୁସ୍କିଲ ଅଟେ।
ତେବେ ଅନେକ ରାଜନୀତିଜ୍ଞ ମାନଙ୍କର କହିବା କଥା କି ଭାରତ ଯାହା ଅଫର କରୁଛି ତାହା ଆଉ କେଉଁ ବି ଦେଶ କରୁନାହାନ୍ତି। ମାତ୍ର ତଥାପି କିଛି ଲୋକଙ୍କର କହିବା କଥା କି ଯେ ଆର ୧୭ ଜେଟ ହି ଜିତିବାକୁ ଯାଉଛି ଏହି କଣ୍ଟ୍ରାକ୍ଟ। କାରଣ ଭାରତ ଯେଉଁ ଅଫର ଦେଉଛି ତାହା ଭିତରେ ସେମାନେ ଏହା ମଧ୍ୟ କହୁଛନ୍ତି କି ଭାରତ ମାଲେସିଆ ଏୟାରଫୋର୍ସର ମିଗ ୨୯ର ପାର୍ଟ ମଧ୍ୟ ସବୁ ମରାମତି କରି ଦେବାକୁ ଯାଉଛି। ଏହା ମାଲେସିଆ ପାଇଁ ଏକ ବହୁତ ବଡ଼ ଅଫର ଅଟେ।
#Malaysia is looking to replace its ageing fighter jet fleet, and India's #Tejas light combat aircraft has emerged as the top contender. The two parties are currently in negotiations to finalise the procurement.https://t.co/9MjP6VgD7c
— Military Cognizance (@M_Cognizance) July 3, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।