ତେବେ ପାକିସ୍ତାନୀ ସେନା ଆତଙ୍ଗବାଦୀ ସଂଗଠନ ସହିତ ମିଶିବାକୁ ଯାଉଛନ୍ତି ଯାହାକୁ ନେଇ ୧୦୦ରୁ ଅଧିକ ଆତଙ୍ଗବାଦୀଙ୍କୁ ବାହାର କରି ଦିଆଯିବ। ସବୁଠାରୁ ବଡ଼ କଥା ହେଉଛି ଏହା ଲାଗୁ ହେବା ପରେ ପାକିସ୍ତାନର ବଣ୍ଟନ ହୋଇପାରେ। ଏହାର ଅର୍ଥ ପାକିସ୍ତାନ ମଧ୍ୟରେ ଅଲଗା ଏକ ଇସଲାମିକ ଦେଶ ହୋଇଯିବ ଏହି ବୁଝାମଣାକୁ ନେଇ ପ୍ରଶ୍ନ ଉଠିଛି ଯେ କଣ ପାକିସ୍ତାନ ସତରେ ଦୁଇ ଭାଗରେ ବିଭକ୍ତ ହେବାକୁ ଯେଉଛି? କଣ ପାକିସ୍ତାନ ମଧ୍ୟରେ ଅନ୍ୟ ଏକ ଇସ୍ଲାମିକ ଦେଶ ବନିବାକୁ ଯାଉଛି? କଣ ପାକିସ୍ତାନୀ ସେନାର ସବୁଠାରୁ ବଡ଼ ହାର ହୋଇଛି?

କଣ ଆର୍ମି ଚିଫ ହାର ମାନି ନେଇଛନ୍ତି। ତେବେ ଏହାକୁ ନେଇ ବର୍ତ୍ତମାନ ସମୟରେ ଉଠିଛି ବଡ଼ ପ୍ରଶ୍ନ। ଏହାର ଉତ୍ତର ହେଉଛି ହଁ ପାକିସ୍ତାନର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଆତଙ୍ଗବାଦୀଙ୍କ ଆଗରେ ହାର ମାନିନେଇଛନ୍ତି। ତୈହରିକ ଇ ତାଲିବାନୀଙ୍କ ଆଗରେ ହାର ମାନି ନେଇଛନ୍ତି। ଓ ସେ ଏହାକୁ ନେଇ ଏକ ବୁଝାମଣା କରିବାକୁ ଯାଉଛନ୍ତି।ଏହାପରେ ପାକିସ୍ତାନ ମଧ୍ୟରେ ଅନ୍ୟ ଏକ ଇସ୍ଲାମିକ ଦେଶର ରାସ୍ତା ଖୋଲିବାକୁ ଯାଉଛି। ଏହାପରେ ପାକିସ୍ତାନର ସରକାର ୧୦୦ରୁ ଉର୍ଦ୍ଧ୍ବ ଆତଙ୍ଗବାଦୀଙ୍କୁ ଛାଡିବାକୁ ରାଜି ହୋଇଛନ୍ତି। ଟି ଟି ପିର କିଛି ନେତା ଏବଂ କମାଣ୍ଡରଙ୍କୁ ଜେଲରୁ ବାହାର କରିବା ପାଇଁ ରାଜି ହୋଇଛନ୍ତି।ଏହା ସହିତ ସେ ତାଙ୍କ ଉପରେ କୋର୍ଟରେ ଚାଲୁଥିବା କେସ ମଧ୍ୟ ଫେରାଇ ନେଇଛନ୍ତି। ତେବେ ପାକିସ୍ତାନ ଏବେ ହାର ମାନିବାର ନଜର ଆସିଛି।
ରିପୋର୍ଟ ଅନୁସାରେ ପାକିସ୍ତାନ ସରକାର ଏକ ବୁଝାମଣା କରିବାକୁ ଯାଉଛନ୍ତି। ଏହା ସେହି ତାଲିବାନ ଅଟେ ଯିଏକି କିଛି ବର୍ଷ ମଧ୍ୟରେ ୧୧୪ରୁ ଅଧିକ ପାକିସ୍ତାନି ସୈନ୍ୟ ମାନଙ୍କ ହତ୍ୟା କରିସାରିଲେନି। ଏହାପରେ ଏହି ବୁଝାମଣା ଦେଖିବାକୁ ମିଳିଛି। ଏହି ବୁଝାମଣାକୁ ଆତଙ୍କବାଦି ମାନଙ୍କ ଏକ ବଡ଼ ଜିତ ଭାବରେ ଦେଖାଯାଉଛି। ପାକିସ୍ତାନ ସହିତ ସେ ଯେଉଁ ବୁଝାମଣା କରୁଛନ୍ତି ସେ ତାହାକୁ ବିଜୟ ଭାବରେ ଦେଖିପାରନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।