ବ୍ୟୁରୋ ରିପୋର୍ଟ: ମଂନ୍ଦି ଆଉଟ ମଧ୍ୟରେ କ୍ରୁଡ଼ ଅଏଲ ଦାମ କମ ହେଉଥିବା ଦେଖିବାକୁ ମିଳୁଛି। କ୍ରୁଡ଼ରେ ଦାମ କମ ହେବାପରେ ମଧ୍ୟ ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲ ଦାମ ପୂର୍ଵ ଅବସ୍ଥାରେ ରହିଛି। ଗୋଟେ ଦିନ ପୂର୍ବରୁ ବୁଧବାରକୁ ତେଲ କମ୍ପାନୀ ଘରୋଇ ଗ୍ୟାସ ସିଲିଣ୍ଡରର ଦାମରେ ବୃଦ୍ଧି କରିଥିଲେ। ଏବେ ୧୪.୨ ଲିଟର ୱାଲା ଗ୍ୟାସ ସିଲିଣ୍ଡର ୫୦ ଟଙ୍କା ଅଧିକ ହୋଇଯାଇଛି।

୨୧ ମଇକୁ ହୋଇଥିଲା ଏକ୍ସସାଇଜ ଡ୍ୟୁଟିରେ କାଟ:
ପୂର୍ଵ ଦେଢ଼ ମାସ ହେବ ପେଟ୍ରୋଲ ଓ ଡିଜେଲ ଦାମ ସ୍ଥିର ଅଛି। ସରକାରଙ୍କ ତରଫରୁ ୨୧ ମଇକୁ ଏକ୍ସସାଇଜ ଡ୍ୟୁଟିରେ କାଟ କରାଯାଇଥିଲା। ଏହା ପରେ ଦାମରେ କୌଣସି ପ୍ରକାର ପରିବର୍ତ୍ତନ ହୋଇନଥିଲା। କିନ୍ତୁ ମିଡ଼ିଆ ରିପୋର୍ଟରେ ତେଲ ଦାମ କମିବାର ସମ୍ଭାବନା କୁହାଯାଉଥିଲା।
କ୍ରୁଡ଼ ଅଏଲର ତାଜା ଦାମ:
୧୦୦ ଡ଼ଲାର ପ୍ରତି ବ୍ୟାରେଲ ତଳକୁ ଖସିଥିବା କ୍ରୁଡ଼ ଦାମରେ ଗୁରୁବାରକୁ ଅଳ୍ପ ବୃଦ୍ଧି ଦେଖିବାକୁ ମିଳିଥିଲା। ଡବ୍ଲୁଟିଆଇ କ୍ରୁଡ଼ର ଦାମ ୧୦୨.୫ ଡ଼ଲାର ପ୍ରତି ବ୍ୟରେଲ ପହଁଚିଯାଇଥିଲା। ସରକାରଙ୍କ ତରଫରୁ ଏକ୍ସସାଇଜ ଡ୍ୟୁଟିରେ କଟ କରାଯିବା ପରେ କିଛି ରାଜ୍ୟରେ ମଧ୍ୟ କମ କରାଯାଇଥିଲା। ସରକାରଙ୍କ ପଦକ୍ଷେପ ଦ୍ଵାରା ପଟ୍ରୋଲ ଦାମ ୮ ଓ ଡିଜେଲ ଦାମ ୬ ଟଙ୍କା କମ କରାଯାଇଥିଲା।

କଣ ଅଟେ ୮ ଜୁଲାଇକୁ ପେଟ୍ରୋଲ-ଡିଜେଲ ଦାମ?:
-ପୋର୍ଟବ୍ଲେୟରରେ ପେଟ୍ରୋଲ ୮୪.୧୦ ଟଙ୍କା ଓ ଡିଜେଲ ୭୯.୭୪ ଟଙ୍କା
-ଦିଲ୍ଲୀରେ ପେଟ୍ରୋଲ ୯୬.୭୨ ଟଙ୍କା ଓ ଡିଜେଲ ୮୯.୬୨ ଟଙ୍କା
-ମୁମ୍ବାଇରେ ପେଟ୍ରୋଲ ୧୧୧.୩୫ ଟଙ୍କା ଓ ଡିଲେଜ ୯୭.୨୮ ଟଙ୍କା
-ଚେନ୍ନାଇରେ ପେଟ୍ରୋଲ ଦାମ ୧୦୨.୬୩ ଟଙ୍କା ଓ ଡିଜେଲ ୯୪.୨୪ ଟଙ୍କା
-କୋଲକତାରେ ପେଟ୍ରୋଲ ଦାମ ୧୦୬.୦୩ ଟଙ୍କା ଓ ଡିଜେଲ ୯୨.୭୬ ଟଙ୍କା
-ନୋଏଡାରେ ପେଟ୍ରୋଲ ଦାମ ୯୬.୫୭ ଟଙ୍କା ଓ ଡିଜେଲ ୮୯.୯୬ ଟଙ୍କା
-ଲକ୍ଷନୌରେ ପେଟ୍ରୋଲ ଦାମ ୯୬.୫୭ ଟଙ୍କା ଓ ଡିଜେଲ ଦାମ ୮୯.୭୬ ଟଙ୍କା
-ଜୟପୁରରେ ପେଟ୍ରୋଲ ୧୦୮.୪୮ ଟଙ୍କା ଓ ପେଟ୍ରୋଲ ଦାମ ଓ ଡିଜେଲ ୯୩.୭୨ ଅଟେ
-ତିରୁବନ୍ତପୁରମରେ ପେଟ୍ରୋଲ ୧୦୭.୭୧ ଟଙ୍କା ଓ ଡିଜେଲ ୯୬.୫୨ ଟଙ୍କା

-ପାଟନାରେ ପେଟ୍ରୋଲ ୧୦୭.୨୪ ଟଙ୍କା ଓ ଡିଜେଲ ୯୪.୦୪ ଟଙ୍କା
-ଗୁରୁଗ୍ରାମରେ ପେଟ୍ରୋଲ ୯୭.୧୮ ଟଙ୍କା ଓ ଡିଜେଲ ୯୦.୦୫ ଟଙ୍କା
-ବାଙ୍ଗାଲୋରରେ ପେଟ୍ରୋଲ ୧୦୧.୯୪ ଟଙ୍କା ଓ ଡିଜେଲ ୮୭.୯୭ ଟଙ୍କା
-ଭୁବନେଶ୍ୱରରେ ପେଟ୍ରୋଲ ଦାମ ୧୦୩.୧୯ ଟଙ୍କା ଓ ଡିଜେଲ ୯୪.୭୬ ଟଙ୍କା
-ଚଣ୍ଡୀଗଡ଼ରେ ପେଟ୍ରୋଲ ୯ ୬.୨୦ ଟଙ୍କା ଓ ଡିଜେଲ ୮୪.୨୬ ଟଙ୍କା
-ହାଇଦ୍ରାବାଦରେ ପେଟ୍ରୋଲ ୧୦୯.୬୬ ଟଙ୍କା ଓ ଡିଜେଲ ୯୭.୮୨ ଟଙ୍କା
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।