ବଡ଼ ଖବର: ହ୍ରାସ ପାଇବ ପେଟ୍ରୋଲ ଏବଂ ଡିଜେଲର ଦର, ଉତ୍ପାଦକ ଦେଶ ସହ କଥା ହେଲେ ପେଟ୍ରୋଲିୟମ ମନ୍ତ୍ରୀ

ଦେଶରେ ତେଲ ଦର କିଛି ଦିନ ହେବ ବଢ଼ିବାରେ ଲାଗିଛି। ଏହାକୁ ନେଇ ଏବେ ସାଧାରଣଜନତା ଚିନ୍ତାରେ। ଏହି ବିଷୟ ବସ୍ତୁକୁ ନେଇ ଏବେ ଆସ୍ୱସ୍ତିଦାୟକ ଖବର ଆସି ପଂହଁଚିଛି। ହରଦିପ ସିଂ ପୁରୀ ଯିଏ କି ଦେଶର ନୂଆ ପେଟ୍ରୋଲିୟମ ମନ୍ତ୍ରୀ ସେ ତେଲ ଦର କମେଇବା ଉପରେ ଜୋର ଧରିବାର ଜଣା ଯାଇଛି। ପେଟ୍ରୋଲିୟମ ମନ୍ତ୍ରୀ ଏହାକୁ ନେଇ ଉତ୍ପାଦନ କରୁଥିବା ଦେଶ ସହ କଥାବାର୍ତ୍ତା ଆରମ୍ଭ କରିଦେଇଛନ୍ତି ବୋଲି ଜଣା ଯାଇଛି।

Google

ହରଦୀପ ସିଂ ପୁରୀ ପୂର୍ବ ସପ୍ତାହରେ କାତାରର ଉର୍ଜା ମନ୍ତ୍ରୀଙ୍କ ସହ କଥା ହୋଇଥିଲେ। ଏହାର ପରେ କେନ୍ଦ୍ର ମନ୍ତ୍ରୀ ଟ୍ୱିଟ କରି ଜଣାଇଥିଲେ କି “ବ୍ୟବହାରକାରୀଙ୍କ ପାଇଁ ତେଲ ଦର କମ କରିବା ଉପରେ ବ୍ୟବସ୍ଥା ଚାଲିଅଛି। ଉର୍ଜା ବିଭାଗରେ ସ୍ଥିରତା ସହିତ ନିଶ୍ଚିତତା ଓ ବ୍ୟବହାରକାରୀତା ଉପରେ ଧ୍ୟାନ ଦେବା ନିମନ୍ତେ UAE ସମେତ ଅନେକ ବନ୍ଧୁ ଦେଶମାନଙ୍କର ସହ ବାର୍ତ୍ତାଳପ ଆରମ୍ଭ ହୋଇସାରିଛି। ସବୁ ମିଶି କାର୍ଯ୍ୟ କରିବା ନିମନ୍ତେ ସେ ଇଚ୍ଛା ପ୍ରକାଶ କରିଛନ୍ତି ବୋଲି ଜଣା ଯାଇଛି।

ତେଲ ଦର ବୃଦ୍ଧି ହେବାର ମୁଖ୍ୟ କାରଣ ଏହାକି ଏହା ଆନ୍ତର୍ଜାତିକ ବଜାରରେ ଏହାର ଦାମ ବଢ଼ୁଅଛି। ମଇ ମାସ କଥା କହିବା ତ ଏହି ମାସରେ ତେଲ ଦର ବଢିଥିଲା ମାତ୍ର ଆନ୍ତର୍ଜାତୀୟ ସ୍ତରରେ ଏହା କମିଥିଲା। ୧୦୦ ଟଙ୍କା ବି କେତେକ ରାଜ୍ୟରେ ଟପି ଥିଲା। ପ୍ରଥମ ଥର ଓଡିଶା ଏବଂ ରାଜସ୍ଥାନରେ ତେଲ ଦର ୧୦୦ ଟପିଛି। ସୁଲତାନ ଅହମ୍ମଦ ଅଲ ଜାବେରଙ୍କ ସହ ଫୋନ ଜରିଆରେ ଆଲୋଚନା ହୋଉଥିଲା ଯିଏକି UAE ଉଦ୍ୟୋଗ ଓ ଉନ୍ନତ ପ୍ରଦ୍ୟୋଗିକ ମନ୍ତ୍ରୀ ଅଟନ୍ତି। କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ କହିଲେ କି ଇଣ୍ଡିଆ ଏବଂ ୟୁଏଇ ଭିତରେ ତେଲ ଉତ୍ପାଦନ ନିମନ୍ତେ ଦ୍ୱିପାକ୍ଷିକ ସହଯୋଗ ଯୋଗାଇବା କ୍ଷେତ୍ରରେ ଚର୍ଚ୍ଚା ହୋଇଅଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *