ବାଇଡେନ ଏବଂ ଜନସନଙ୍କୁ ପଛରେ ପକାଇ ପିଏମ ମୋଦି ନମ୍ବର ୱାନ, ଟପ ନେତାରେ ଶୀର୍ଷରେ ପିଏମ ମୋଦି

ପୁଣି ଥରେ ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପିଏମ ନରେନ୍ଦ୍ର ମୋଦି ୭୦ ପ୍ରତିଶତ ଆପରୁଭାଲ ରେଟିଂ ସହିତ ବିଶ୍ୱର ଅନ୍ୟ ବଡ଼ ବଡ଼ ନେତାଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନରେ ପଂହଁଚିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅନ୍ୟ ବଡ଼ ବଡ଼ ମୁଖ୍ୟ ନେତାଙ୍କୁ ପଛରେ ପକାଇ ପିଏମ ମୋଦି ରଚିଲେ ଇତିହାସ, ଆପରୁଭାଲ ରେଟିଂ ପିଏମ ନରେନ୍ଦ୍ର ମୋଦିଙ୍କର ଅଲଗା ନେତାଙ୍କ ଠୁ ଆଗରେ। ଶୀର୍ଷରେ ସ୍ଥାନ ପାଇଛନ୍ତି ପିଏମ ମୋଦି, ତାଙ୍କ ପଛରେ ଅଛନ୍ତି ଜୋ ବାଇଡେନ ଯିଏକି ଆମେରିକାର ୪୬ ତମ ରାଷ୍ଟ୍ରପତି , ତାପରେ ବୋରିସ ଜନସନ ଯିଏ କି ୟୁକେର ରାଷ୍ଟ୍ରପତି ଅଟନ୍ତି, ତାହା ପରେ ସ୍ଥାନ ପାଇଲେ ଆଞ୍ଜଲୋ ମାର୍କେଲ, ତାପରେ ଜଷ୍ଟିନ ଟ୍ରଡେୟୁ ଏବଂ ତାପରେ ଅଲଗା ନେତା ମାନେ ସ୍ଥାନ ପାଇଛନ୍ତି।

Google

“ଦ ମର୍ଣ୍ଣି କନସଲଟ” ଯିଏକି ଆମେରିକାର ଡାଟା ଇଣ୍ଟେଲିଜେନ୍ସ ତାଙ୍କର ଆପରୁଭାଲ ଅନୁସାରେ ୭୦% ରେଟିଂ ରହିଅଛି। କହିରଖିବୁ ମେକ୍ସିକୋର ରାଷ୍ଟ୍ରପତି ଲୋପେଜ ଓବ୍ରାଡ ୬୪ % ଅନୁସାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।

ମେରିଓ ଡ୍ରାଘି ଯିଏକି ଇଟାଲୀର ରାଷ୍ଟ୍ରପତି ଅଟନ୍ତି ସେ ଏହି ତାଲିକାରେ ୩ୟ ସ୍ଥାନ ଅଧିକାର କରିଛନ୍ତି। ପଞ୍ଚମ ସ୍ଥାନରେ ଅଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ। କିଛି ଦିନ ହେବ ଆମେରିକାର ରାଷ୍ଟ୍ରପତିଙ୍କ ଆପରୁଭାଲ କମିଛି। ୪୪% ହେଉଛି ବାଇଡେନଙ୍କ ଡିସଆପରୁଭାଲ ରେଟିଂ।

Google

ଏହି ଖବର ଏବେ ଭାଇରଲ ହେବାରେ ଲାଗିଛି। ଅନେକ ପ୍ରତ୍ର ପ୍ରତ୍ରିକା ଏହି ଖବର ଜୋରସୋରରେ ଭାଇରଲ ହେବାରେ ଲାଗିଛି । କହିରଖିବୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସକ ଇଂସ୍ତାଗ୍ରାମ ସହିତ ଫେସବୁକ ଏବଂ ଟ୍ୱିଟରରେ ବି ଅନେକ ରହିଛନ୍ତି। ତାଙ୍କର ଫ୍ୟାନ ଫୋଲିଇଙ୍ଗ ସାରା ଦେଶରେ ଲୋକପ୍ରିୟାତା ପାଇଛି। କହିରଖିବୁ ସେ ୨୦୧୪ ରୁ ଭାରତର ପ୍ରଧାନମନ୍ତ୍ରୀ ରହି ଆସୁଛନ୍ତି। ସେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ୨୦୦୧ ରୁ ୨୦୧୪ ଯାଏ ରହିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *