ଅନ୍ତ ବସ୍ତ୍ରରେ ଲୁଚାଇ ଡ୍ରଗ୍ସ ସପ୍ଲାଏ କରୁଥିଲା ୧୯ ବର୍ଷୀୟ ଯୁବତୀ, ବଏଫ୍ରେଣ୍ଡକୁ ବି ଦେଲା ଫସେଇ

ଆଜିର ଯୁବ ସମାଜ ନିଶାରେ ନଷ୍ଟ ହୋଇହୋଇ ଚାଲିଛି। କେବଳ ପୁରୁଷ ନୁହେଁ ମହିଳା ମାନେ ମଧ୍ୟ ଡ୍ରଗ୍ସ ଭଳି ବିଷାକ୍ତ ନିଶାର ସେବନ କରୁଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବୟସ ମାତ୍ର ୧୯ କିନ୍ତୁ ଅଟନ୍ତି ବଡ଼ ଡ୍ରଗ୍ସ ବେପାରୀ ସେ ପୁଣି ଜଣେ ଝିଅ। ସେହି ଯୁବତୀଙ୍କୁ ଦେଖି ଆପଣ ଜାଣିପାରିବେନି ସେ ଏଭଳି କାମ କରୁଥିବେ ବୋଲି କାରଣ ସୋସିଆଲ ମିଡ଼ିଆରେ ତାଙ୍କର ହଜାର ହଜାର ଫଲୋଅର୍ସ ଅଛନ୍ତି।ସେ ଅତି ଚାଲାଖର ସହ ନିଜର ଭିତରେ ପିନ୍ଧିଥିବା ଡ୍ରେସରେ ଡ୍ରଗ୍ସ ରଖୁଥିଲେ। ମିଳିଥିବା ସୂଚନା ଅନୁସାରେ ପୋଲିସ ତାଙ୍କ ପାଖକୁ କୋକିନ ଓ ଗଞ୍ଜେଇ ମଧ୍ୟ ଜବତ କରିଛି ଓ ଏହା ସହ ତାଙ୍କ ବୟଫ୍ରେଣ୍ଡ ମଧ୍ୟ ଗିରଫ ହୋଇଛନ୍ତି।

Google

ଆପଣଙ୍କୁ କହିରଖିବୁ ବ୍ରାଜିଲରେ ରହୁଥିବା ୧୯ ବର୍ଷୀୟ ଯୁବତୀ ଲରେନ ଏଭଳି ଏକ କାର୍ଯ୍ୟ କରୁଥିଲେ। ସେ ବହୁତ ଚତୁରତା ସହ ନିଜ ବ୍ରା ଓ ଅଣ୍ଡାରୱେରରେ ଗୁପ୍ତ ପକେଟ କରି ଡ୍ରଗ୍ସ ରଖୁଥିଲେ କିନ୍ତୁ ଅଧିକ ଦିନ ପର୍ଯ୍ୟନ୍ତ ନିଜ କାରନାମ ଲୁଚାଇ ପାରିଲେନି। ସୂଚନା ଅନୁସାରେ ସେ ଏକ ସ୍ଥାନରେ ଡ୍ରଗ୍ସ ଦେବା ସମୟରେ ରେଡ ହ୍ୟାଣ୍ଡେଲରେ ପୋଲିସ ତାଙ୍କୁ ଗିରଫ କରିଥିଲା।

ସେ ଧରା ପଡିବା ପରେ ପୋଲିସ ତଲାସୀ ଆରମ୍ଭ କରି ଆଶ୍ଚର୍ଯ୍ୟ ହୋଇଥିଲା କାରଣ ଡ୍ରେସରେ ଅନେକ ଗୁପ୍ତ ପକେଟ କରି ଅନେକ ପରିମାଣର ଡ୍ରଗ୍ସ ସେ ରଖିଥିଲେ। ଏହା ସହ ସେ ରହୁଥିବା ହୋଟେଲର ମଧ୍ୟ ଯାଞ୍ଚ ହୋଇଥିଲା ଓ ସେଠୁ ମଧ୍ୟ ଅନେକ ପରିମାଣର ଡ୍ରଗ୍ସ ଜବତ ହୋଇଛି କିନ୍ତୁ ପରିବାର ଲୋକଙ୍କ କହିବା କଥାକି ଝିଅ ଆଗରୁ ଏମିତି ନଥିଲା ବରଂ ଅନେକ ଖରାପ ଲୋକ ତାଙ୍କୁ ଏପରି କରିଛନ୍ତି ଯାହାବି ହଉ ଝିଅ ଦୋଷ ଏଭଳି କରିଥିବାରୁ ତାଙ୍କୁ ଦଣ୍ଡ ମିଳିବା ଉଚିତ ବୋଲି ପରିବାର ଲୋକ କହିଛନ୍ତି। ତାଙ୍କ ସହ ତାଙ୍କ ବୟଫ୍ରେଣ୍ଡ ମଧ୍ୟ ଏଥିରେ ଥିବାରୁସେ ମଧ୍ୟ ଜେଲ ଯାଇଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *