ବଡ଼ ଖବର: ତାତିରୁ ମିଳିବ ଆଶ୍ୱସ୍ତି! ୨ ଦିନ ଯାଏ ପ୍ରବଳ କାଚିବ ବର୍ଷା!

ବ୍ୟୁରୋ ରିପୋର୍ଟ: ପାଣିପାଗ ବିଭାଗର ବଡ଼ ସୂଚନା। ଆସନ୍ତା ୨ ଦିନ ଭିତରେ କାଚିବ ବର୍ଷା। ତେବେ ବର୍ଷା ଦକ୍ଷିଣ ବଙ୍ଗଳାଦେଶ, ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ହୋଇପାରେ। ପାଣିପାଗ ବିଭାଗର ଅନୁମାନ କି ଆଗାମୀ ୨ ଦିନ ପର୍ଯ୍ୟନ୍ତ ଉପକୂଳବର୍ତୀ ଜିଲ୍ଲା ଏବଂ ଓଡ଼ିଶାରେ ବର୍ଷାର ଚାନ୍ସ ଅଛି।

ତେବେ ଏହାକୁ ନେଇ ଜାରିହୋଇଛି ୟେଲୋ ୱାନିଂ। ତେବେ ଜିଲ୍ଲା ଗୁଡିକ ହେଉଛି ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡା,ଯାଜପୁର, ଗଜପତି,କଟକ, ଜଗତସିଂହପୁର, ଖୋର୍ଦ୍ଧା,ପୁରୀ, ଗଂଜାମ, ସୁନ୍ଦରଗଡ,ନୟାଗଡ଼, ମୟୁରଭଞ୍ଜ,ଦେବଗଡ଼, ଅନୁଗୁଳ,କେନ୍ଦୁଝର, ମାଲକାନଗିରି,ନବରଙ୍ଗପୁର, ରାୟଗଡା, କୋରାପୁଟ, ଢେଙ୍କାନାଳ ଓ କନ୍ଧମାଳ।

Google

ତେବେ ଅପରପକ୍ଷରେ ଚାଷୀମାନଙ୍କ ପାଇଁ ଖୁସି ଖବର। ଅନୁମାନ କି ଏହି ବର୍ଷ ଭଲ ବର୍ଷା ହେବ। ବୃଷ୍ଟିପାତ ହାରାହାରି ୧୦୩ ପ୍ରତିଶତ ରହିବାର ଚାନ୍ସ ଅଛି। ତେବେ କହିରଖୁଚୁ ବର୍ଷା ସମୟରେ ଘଡଘଡି ବି ହେବାର ଚାନ୍ସ ଅଛି। ଆପଣ ଘରୁ ବାହରନ୍ତୁ ନାହିଁ। ଜରୁରୀ ଜିନିଷ ଆଣି ଘରେ ରଖନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *