ବର୍ଷାକୁ ନେଇ ଏହି ୮ ଜିଲ୍ଲାକୁ ଜାରି ହେଲା ଅରେଞ୍ଜ ୱାର୍ନିଂ! କଣ ଆପଣଙ୍କ ଜିଲ୍ଲା ଅଛି? ପଢନ୍ତୁ ରିପୋର୍ଟ

ବ୍ୟୁରୋ ରିପୋର୍ଟ: ତେବେ ରାଜ୍ୟରେ ସକ୍ରିୟ ମୌସୁମୀ ପ୍ରଭାବରେ ଜାରି ରହିଛି ବର୍ଷା। ତେବେ ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ବର୍ଷା ଚାନ୍ସକୁ ଆଗରେ ରଖି ଏହି ୮ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ନିଂ। ତେବେ ୟେଲୋ ୱାର୍ନିଂ ବି ୭ ଟି ଜିଲ୍ଲାକୁ ଜାରି ହୋଇଛି।

Google

ଅରେଞ୍ଜ ୱାର୍ନିଂ ଥିବା ଜିଲ୍ଲା ଗୁଡିକ ମଧ୍ୟରେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଗଂଜାମ, ଗଜପତି, କଟକ, କଳାହାଣ୍ଡି ଓ ରାୟଗଡା ଅଛି। ଏହି ୮ଟି ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଅଛି ବୋଲି ବିଶେଷ ରିପୋର୍ଟ ରୁ ଜଣା ଯାଇଛି।

ସେହିପରି କହିରଖିବୁ କି ୟେଲୋ ୱାର୍ନିଂ ଥିବା ଜିଲ୍ଲା ଗୁଡିକ ମଧ୍ୟରେ ନୟାଗଡ଼ ,କନ୍ଧମାଳ,ସମ୍ବଲପୁର,ଅନୁଗୁଳ, ଢେଙ୍କାନାଳ,କେନ୍ଦୁଝଡ଼, ଦେବଗଡ଼ ଅଟେ ସାମିଲ।

Google

ତେବେ ବର୍ଷା ସମୟରେ ଘରୁ ବାହରନ୍ତୁ ନାହିଁ। ନିଜର ତାହା ଅନ୍ୟ ଲୋକଙ୍କର ଯତ୍ନ ନିଅନ୍ତୁ। ଗୃହପାଳିତ ପଶୁଙ୍କୁ ଆଣି ସୁରକ୍ଷିତ ତଥା ଶୁଖିଲା ସ୍ଥାନରେ ରଖନ୍ତୁ। ତାଙ୍କର ଯତ୍ନ ନିଅନ୍ତୁ। ଆବଶ୍ୟକ ଦ୍ରବ୍ୟ ବର୍ଷା ପୂର୍ବରୁ ଆଣି ଘରେ ରଖନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *