ସଲମାନ ଖାନଙ୍କ ସହ ଅଭିନୟ କରିଥିବା ମୁନିଙ୍କୁ ମିଳିଲା ଭାରତ ରତ୍ନ ଡକ୍ଟର ଆମ୍ବେଦକର ପୁରସ୍କାର, ଦେଖନ୍ତୁ ଫଟୋ

କହିରଖିବୁ ସଲମାନ ଖାନଙ୍କ ସହ ଫିଲ୍ମ କରିଥିବା ମୁନି ଫିଲ୍ମ ଦ୍ଵାରା ଲୋକପ୍ରିୟତା ଅର୍ଜନ କରିଥିଲେ। ସେ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି। କହିରଖିବୁ ତାଙ୍କର ନାମ ହର୍ଷଆଲି ମାଲହୋତ୍ରା ଅଟେ। ତାଙ୍କୁ ନେଇ ଏକ ଖବର ଭାଇରଲ ହେଉଛି।

ଏହି ଅଭିନେତ୍ରୀ ଏକ ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଏକ ପୁରସ୍କାର ସହ ନଜର ଆସିଛନ୍ତି। ହର୍ଷଆଲିଙ୍କୁ ପୁରସ୍କାର ବାବଦରେ ଭାରତ ରତ୍ନ ଡକ୍ଟର ଆମ୍ବେଦକର ପୁରସ୍କାରରେ ପୁରସ୍କୃତ କରାଯାଇଛି। ସେ ନିଜର ଏହି ଫଟୋ ଇଂସ୍ଟଗ୍ରାମ ଛାଡିଛନ୍ତି। ଏବଂ କ୍ୟାପସନରେ ଲେଖିଛନ୍ତି କି ଶ୍ରୀ ଭଗତ ସିଂ କୋଶ୍ୟାରିଙ୍କ ଠୁ ଡକ୍ଟର ଆମ୍ବେଦକର ପୁରସ୍କାର ପାଇଥିବାରୁ ନିଜକୁ ଧନ୍ୟମନେ କରୁଅଛି।

ଫଟୋକୁ ପୁରସ୍କାର ସହ ସେୟାର କରି ସେ ଲେଖିଛନ୍ତି କବିର ଖାନ, ସଲମାନ ଖାନ ଓ ମୁକେଶ ଚାଵଡ଼ା ଅଙ୍କଲ ମୋ ଉପରେ ବିଶ୍ୱାସ ଜତାଇଥିବାରୁ ଧନ୍ୟବାଦ। କେତେ ଲୋକ ତାଙ୍କୁ ଏହି ସମ୍ମାନ ପାଇଁ ଧନ୍ୟବାଦ ଜଣାଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *