ବଡ଼ ଖବର: ରାଜ୍ୟ ସରକାରଙ୍କୁ ଓବିସି ଚିହ୍ନଟ କରିବାର ମିଳିଲା କ୍ଷମତା, ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର

ଏବେ ଏକ ବଡ଼ ଖବର ଆସି ପହଁଚିଛି ଯାହା ହେଉଛି ରାଜ୍ୟ ସରକାରଙ୍କୁ ଏକ ବଡ଼ କ୍ଷମତା ମିଳିଛି ଯାହା ହେଉଛି ଏବେ ରାଜ୍ୟ ସରକାର ଓବିସି ଚିହ୍ନଟ କରିବେ। ଆଗରୁ ଏହି କ୍ଷମତା ରାଜ୍ୟ ସରକାରଙ୍କ ପାଖରେ ନଥିଲା କିନ୍ତୁ ଏବେ କେନ୍ଦ୍ର ଏହି ପାୱାର ରାଜ୍ୟ ସରକାରଙ୍କୁ ଦେଇଛି। ଏହା ପାଇଁ କେନ୍ଦ୍ର ସରକାର ଲୋକସଭାରେ ଏକ ବିଲ ମଧ୍ୟ ପାସ କରିଦେଇଛନ୍ତି। ଏବେ ରାଜ୍ୟ ସରକାର ନିଜ ଲିଷ୍ଟରେ ଓବିସି ବର୍ଗଙ୍କୁ ଚିହ୍ନଟ କରି ରିପୋର୍ଟ ଦେବେ।

Google

ଏହା ପୂର୍ବରୁ ୨୦୧୮ର ୧୦୨ ତମ ସମ୍ବିଧାନ ସଂସୋଦ ଆଇନରେ ଏହା କରିବାର କ୍ଷମତା କେବଳ କେନ୍ଦ୍ର ପାଖରେ ଥିଲା। କିନ୍ତୁ ଏବେ ଶାସକ ଦଳ ଓ ବିରୋଧୀ ଦଳ ୧୨୭ ତମ ସମ୍ବିଧାନ ସଂସୋଧନ ଆଇନ ଦ୍ୱାରା ଏକ ବିଲ ପାସ କରି ଏହି କ୍ଷମତା ରାଜ୍ୟ ସରକାରଙ୍କୁ ଦେଇଛନ୍ତି। ଅନେକ ରାଜ୍ୟ ଏହାକୁ ନେଇ ଖୁସି ନଥିବାରୁ ସୁପ୍ରିମକୋର୍ଟ ଯାଇଥିଲେ କୀନ୍ତୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ହିଁ ଏହି କ୍ଷମତା ଦେଇଥିଲା କିନ୍ତୁ ଅନେକ ରାଜ୍ୟରେ ଏହାକୁ ବିରୋଧ କରିବାରୁ ଏବେ କେନ୍ଦ୍ର ସରକାର ଏପରି ନିସ୍ପତି ନେଇଛନ୍ତି।

କିନ୍ତୁ ଵିରୋଧୀ ନେତାଙ୍କ କାର୍ଯ୍ୟକଳାପରେ ବହୁତ ଦୁଃଖୀଅଛନ୍ତି ରାଜ୍ୟସଭା ଅଧକ୍ଷ ଭେଙ୍କୟା ନାଇଡୁ ଓ ସ୍ୱ ଏହାକୁ ନେଇ ବହୁତ ମର୍ମାହତ ଥିବା ରାଜ୍ୟସଭାରେ ଦେଖାଯାଇଛି। ଭେଙ୍କୟା ଙ୍କ ଦୁଃଖର କାରଣ ଏହାକି ଗତକାଲି କୃଷି ଆଇନୁ ନେଇ ବିରୋଧୀ ନେତା ବହୁତ ଖରାପ ଆଚରଣ କରିଥିଲେ ଯାହା ଦ୍ୱାରା ଭେଙ୍କୟା କହିଛନ୍ତି ଏହା କରିବା ଦ୍ଵାରା ପରିବେଶରେ ଆସନ୍ତି ଭରିଯାଇଛି ଯାହା ଏକ ଭଲ କଥା ନୁହେଁ।

Google

କହିରଖିବୁ ଗତକାଲି ସୌମୁମି ଅଧିବେଶନରେ ବିରୋଧୀମାନେ ଚେୟାର ଉପରେ ଚଢ଼ି ବହୁତ ଅସାନ୍ତି ପରିବେଶ ସୃଷ୍ଟି କରିଥିଲେ ଯାହା ଦ୍ୱାରା ଅଧିବେସନ ଦୁଇ ଦିନ ପୂର୍ବରୁ ସରିବା ସହ ଠିକ ସେ ହୋଇପାରିନଥିଲା। ଭେଙ୍କୟା କହିଛନ୍ତିକି ଏପରି କାର୍ଯ୍ୟ ଯେଉଁମାନେ କରିଛନ୍ତି ଏହାର ପରିଣାମ ମଧ୍ୟ ଭୋଗିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *