ଗୋଟିଏ ସେକେଣ୍ଡ ବିଳମ୍ବ ହେଇଥିଲେ ଚାଲି ଚାଲିଯାଇଥାନ୍ତା ଜୀଵନ! ଦେଖନ୍ତୁ ଭାଇରଲ ଭିଡିଓ

ବ୍ୟୁରୋ ରିପୋର୍ଟ: ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ବହୁତ ଭାଇରାଲ ହେଉଛି। ଏଥିରେ ଜଣେ ବାଇକ ୱାଲା ଭୟାନକ ଆସ୍କିଡେଣ୍ଟରୁ ଅଳ୍ପରେ ବଞ୍ଚିଗଲା। ଏହି ପୁରା ଘରଣା ରାସ୍ତାରେ ଠିଆ ହୋଇଥିବା ଏକ କାରରେ ଲାଗିଥିବା ସିସିରିଭି କ୍ୟାମେରାରେ ରେକର୍ଡ ହୋଇଥିଲା। ଭିଡ଼ିଓରେ ଦେଖାଯାଉଛି ରାସ୍ତା ମଝିରେ ଜଣେ ବାଇକ ଵାଲା ପଡିଯାଇଥାଏ ଓ ସେହି ସମୟରେ ପଛରୁ ଏକ ବଡ଼ ଟ୍ରକ ଆସୁଛି। କିନ୍ତୁ ସେହି ବାଇକ ୱାଲା ଭଗବାନଙ୍କ ଦୟା ଓ ଭଗବାନଙ୍କ ଦୟାରୁ ଥିବା ସାହସ ଓ ବୁଦ୍ଧି ଦ୍ଵାରା ତାର ଜୀବନ ବଞ୍ଚିଗଲା।

ଭାଇରାଲ ଭିଡ଼ିଓରେ ବ୍ୟସ୍ତ ସଡ଼କ ଦେଖାଯାଉଛି ଯେଉଁଥିରେ ଅନେକ ଗାଡି ଯାଉଛି। ଭିଡ଼ିଓରେ ଏହା ମଧ୍ୟ ଦେଖାଯାଉଛି ବର୍ଷା କାରଣରୁ ରାସ୍ତା ପୁରା ଓଦା ହୋଇଯାଇଛି। ଏହି ସମୟରେ ଏକ ବାଇକ ଆସୁଛି ଓ ରାସ୍ତା ମଧ୍ୟରେ ଖସିକି ପଡିଯାଉଛି। ବାଇକ ୱାଲା ମଧ୍ୟ ବାଇକରୁ ଗଳିପଡିଥାଏ। ଏହା ପରେ ଯାହା ଘଟିଲା ତାହା ଦେଖି ଆପଣ ହୋସ ଉଡିଯିବ।

ବାଇକ ୱାଲା ପଛରେ ଆସିଗଲା ଟ୍ରକ:

ଭିଡ଼ିଓରେ ଆଗକୁ ଦେଖାଯାଉଛି ଯେମିତି ବାଇକ ବାଲା ପଡିଗଲା ଠିକ ସେହି ସମୟରେ ପଛରୁ ଏକ ଡିସିଏମ ଟ୍ରକ ଆସୁଛି। କିନ୍ତୁ ବ୍ୟକ୍ତି ଜଣକର ଭାଗ୍ୟ ଭଲ ଥିଲା କାରଣ ସେ ପଡିବା ପରେ ପଛରୁ ଆସୁଥିବା ଟ୍ରକକୁ ଦେଖି ବାଇକ ଛାଡି ରୋଲ କରି ହଟିଯାଇଥିଲେ। ଏହି ପରି ବ୍ୟକ୍ତି ଜଣକଙ୍କ ଜୀବନ ବଞ୍ଚିଗଲା। ତେବେ ଆପଣ ରାସ୍ତାରେ ଗଲା ବେଳେ ଚାଲିକି ଯାଆନ୍ତୁ କିମ୍ବା ଗାଡ଼ିରେ ସବୁବେଳେ ସତର୍କତା ଅବଲମ୍ବନ କରି ଚାଲନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *