ମୁଲ୍ଲା ଅଖୁଂଦଙ୍କୁ କଣ ପାଇଁ ବଛାଗଲା ତାଲିବାନ ସରକାରଙ୍କ ମୁଖିଆ? ଜାଣନ୍ତୁ କଣ ଅଟେ ପାକିସ୍ତାନ କନେକ୍ସନ

ଆଫଗାନିସ୍ତାନରେ ତାଲିବାନର ନୂଆ ସରକାର ଘୋଷଣା କରାଯାଇଛି। ଏହି ସରକାରର ମୁଖିଆ ମୁଲ୍ଲା ମହମ୍ମଦ ହସନ ଅଖୁଂଦ ହେବେ। ପ୍ରଥମ ଚର୍ଚ୍ଚା ଥିଲା କି ଅବ୍ଦୁଲ ଗନି ବରାଦର ଏହି ପଦରେ ରହିବେ କିନ୍ତୁ ଏବେ ସେ ଦ୍ୱିତୀୟ ସ୍ଥାନକୁ ଚାଲିଆସିଛନ୍ତି। ଅଖୁଂଦଙ୍କ ନାମ ତାଲିବାନ ସରକାରଙ୍କ ମୁଖିଆ ରୂପରେ ସେବେ ଆସିଲା ଯେବେ ପାକିସ୍ତାନର ଗୁପ୍ତ ଏଯେନ୍ସିର ଚିଫ ଆଇଏସଆଇର ହେର୍ଡ ଫୈଜ ହାମିଦ ତାଲିବାନ ଆସିଲେ ଏହା ସହ କଣ ପାଇଁ ବରାଦରଙ୍କ ନାମ ହଟିଲା?

Google

କିଛି ଦିନ ହେବ ହବକାନି ନେଟୱାର୍କର ଅନସ ହବକାନି ଓ ବରାଦାର ଗୁଟଙ୍କ ମଧ୍ୟରେ ବିବାଦ ଖବର ଆସୁଥିଲା। ତାଲିବାନ ଏହାକୁ ମାନିନାହିଁ ,ପନଞ୍ଜସିରର ମାମଲା ପାଇଁ ହବକାନି ଓ ବରାଦାର ସାମ୍ନାକୁ ଆସିଥିଲେ। ମାନାଯାଉଛିକି ଫୈଜି ହାମିଦଙ୍କ ଭେଟ ପରେ ମଧ୍ୟ ଏହା ବିଷୟରେ ଚର୍ଚା ହୋଇଥିଲା। ଏବେ ନୂଆ ସରକାରରେ ସିରାଜୁଦିନ ହବକାନିଙ୍କୁ ଗୃହମନ୍ତ୍ରୀର ପଦ ଦିଆଯାଇଛି। ପାକିସ୍ତାନର ଗୁପ୍ତ ଏଜେନ୍ସି ସବୁବେଳେ ହବକାନି ନେଟୱାର୍କର ସଂରକ୍ଷକ ରହିସାରିଛନ୍ତି।

ଆଫଗାନିସ୍ତାନରେ ନିଜ ପସନ୍ଦର ଲୋକ ଚାହୁଁଛି ପାକିସ୍ତାନ। ଏହା ପୂର୍ବରୁ ଏହା ମଧ୍ୟ ଖବର ଆସିଥିଲାକି ପାକିସ୍ତାନ ଆଫଗାନିସ୍ତାନରେ ନିଜ ପସନ୍ଦର ଲୋକ ଚାହୁଁଛି। ଏବେ ପାକିସ୍ତାନର ପ୍ରିୟ ହଭକାନି ଦେଶର ଗୃହ ମନ୍ତ୍ରୀ ହୋଇସାରିଛି। ଯେବେକି ତାଙ୍କ ସହ ବିବାଦରେ ଥିବା ବରାଦର ପିଏମ ଜାଗାରେ ଡିପଟି ପିଏମର ପଦ ସଂମ୍ଭାଳିବେ।

Google

ଏକାଏକ ଆୟା ହସନ ଅଖୁଂଦଙ୍କର ନାମ ଏହି ପୁରା ମାମଲା ମଧ୍ୟରେ ମୁଲ୍ଲା ମହମ୍ମଦ ହସନ ଅଖୁଂଦ ଏକାଏକ ସାମ୍ନାକୁ ଆସିଛି। ତାଲିବାନର ସୁପ୍ରିମ ଲିଡ଼ର ହିବତୁଲ୍ଲା ଅଖୁଂଦାଯା ନିଜେ ହସନ ଅଖୁଂଦଙ୍କ ନାମ ପ୍ରସ୍ତାବରେ ଦେଇଥିଲେ। ବର୍ତ୍ତମାନ ସମୟରେ ପାକିସ୍ତାନର ଶକ୍ତିଶାଳୀ ଫଇସଲା ନେଲାଵାଲା ବୋଡି ରହବାରି ସୁରା ବା ନେତୃତ୍ୱ ପରିଷଦର ପ୍ରମୁଖ ଅଟେ। ସେ ତାଲିବାନର ଜନ୍ମସ୍ଥଳୀ କଂନ୍ଧାର ସହ ସମ୍ପର୍କ ରଖିଛନ୍ତି। ଅଖୁଂଦ ତାଲିବାନ ମୁଭମେଣ୍ଟର ସଂସ୍ଥାପକଙ୍କ ମଧ୍ୟରୁ ଜଣେ।

ସବୁଠୁ ପ୍ରଭାବଶାଳୀ କମାଣ୍ଡର ମାନଙ୍କ ମଧ୍ୟରୁ ଜଣେ ୱାସିଙ୍ଗଟନ ଡିସି ସ୍ଥିତ ନେସନାଲ ସିକ୍ୟୁରିଟି ଆକାଇବିର ଅନୁସାରେ ,”ମୁଲ୍ଲା ହସନ ଅଖୁଂଦ ପାଶ୍ଚିମ ଓ ମୁଜାହିଦିନ ଦୁହିଁଙ୍କ ବିରୁଦ୍ଧରେ ପୂର୍ଵଗ୍ରହ ରଖିଥାନ୍ତି। ତାଲିବାନରେ ତାଙ୍କୁ ସବୁଠୁ ପ୍ରଭାବଶାଳୀ କମାଣ୍ଡର ଭାବେ ମାନାଯାଇଥାଏ। ପାକିସ୍ତାନର ଭିଭିନ୍ନ ସ୍ଥାନରେ ସେ ଟ୍ରେନିଙ୍ଗ ନେଇଛନ୍ତି। ୨୦୦୧ ପର୍ଯ୍ୟନ୍ତ ସେ ରକ୍ଷା,ଗୁପ୍ତ ଆନ୍ତରିକ, ସର୍ବୋଚ୍ଚ ନ୍ୟାୟାଳୟ, ସଂସ୍କୃତି ଓ ସଂଚାର, ଅକାଦମିର ମନ୍ତ୍ରାଳୟର ରାଙ୍କରେ କାମ କରିସାରିଛନ୍ତି। ତାଙ୍କୁ ୨୦୧୦ ରେ ଧରାଯାଇଥିବା ଖବର ମଧ୍ୟ ଆସିଥିଲା”।

Google

କିନ୍ତୁ ମୁଲ୍ଲା ହସନ ଅଖୁଂଦଙ୍କୁ ଅପେକ୍ଷାକୃତ କମ ଜ୍ଞାନ ଥିବା ତାଲିବାନି ନେତା ମାନାଯାଇଥାଏ।ଅନେକ ମିଡ଼ିଆ ରିପୋର୍ଟରେ ତାଙ୍କୁ କମଜୋର ତାଲିବାନି ନେତା କୁହାଯାଇଛି। ଯେବେକି ସଂଯୁକ୍ତ ରାଷ୍ଟ୍ରର ଆତଙ୍କବାଦୀ ଲିଷ୍ଟରେ ତାଙ୍କ ନାମ ସାମିଲ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *