କୋହଲି ଏବଂ ରୋହିତଙ୍କୁ ନେଇ ଶିଖର ଧାୱନଙ୍କ ବଡ଼ ବୟାନ, କହିଦେଲେ ଏହି ବଡ଼ କଥା, ଜାଣନ୍ତୁ ସମ୍ପୂର୍ଣ୍ଣ

କିଛି ଦିନ ହେବ ଚର୍ଚ୍ଚା ଚାଲିଛି କି ଭାରତ ନିଜର ସିନିୟର ଖେଳାଳି ମାନଙ୍କୁ ଆରାମ କଣ ପାଇଁ ଦେଉଛି। ଯେମିତି କି ରୋହିତ ଶର୍ମା କିମ୍ବା ବିରାଟ କୋହଲି। ଏହି ଦୁଇ ଜଣ ଖେଳାଳିଙ୍କୁ ବାରମ୍ବାର ଆରାମ ମିଳୁଛି। ଏହାକୁ ନେଇ ବହୁତ କ୍ରିକେଟ କିମ୍ବଦନ୍ତୀ ପ୍ରଶ୍ନ ଉଠାଇଛନ୍ତି।ସେମାନେ କହିବାର ମାନେ ଯେଉଛି ଏମବେ ଯଦି ଆରାମ କରିବେ ତାହେଲେ ସେମାନେ କ୍ରିକେଟ କେବେ ଖେଳିବେ। କାହିଁକି ଯୁବା ଖେଳାଳି ମାନଙ୍କୁ ଟିମ ବି ଭାବରେ ଖେଳିବାକୁ ପଠା ଯାଉଛି ଯେଉଁଥିରେ କି ବିରାଟ ଆଉ ରୋହିତ ଖେଳି ପାରିବେ।

Google

ଏହା ଉପରେ ଏବେ ଭାରତର ଖେଳାଳି ଶିଖର ଧାୱନ ନିଜର ରାୟ ରଖିଛନ୍ତି। ସେ ଏହି କଥା ଉପରେ ରୋହିତ ଶର୍ମା ଆଉ ବିରାଟ କୋହଲିଙ୍କ ସପୋର୍ଟରେ ଆସିଛନ୍ତି। ସେ କହିଛନ୍ତି ଖେଳାଳି ମାନେ ବି ମଣିଷ ସେମାନଙ୍କୁ ଆରାମ ନେବା ପାଇଁ ପୁରା ହକ କଛି ଅଛି। ସେ କହିଛନ୍ତି ଯଦି ସେମାନଙ୍କୁ ଆରାମ ନ ମିଳବ ତାହେଲେ ସେମାନେ ରନ ବନେଇ ପାରିବେ ନାହିଁ।

ଶିଖର ଧାୱନ କଣ ସବୁ କହିଛନ୍ତି ଆସନ୍ତୁ ଜାଣିବା। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ବିଶ୍ରାମ ନେବାକୁ ନେଇ ପ୍ରାୟ ଆଲୋଚନା ହେଉଛି। ଲୋକ ମାନଙ୍କର କହିବା କଥା ପ୍ରାୟ କି ସେମାନଙ୍କୁ ଏତେ ବିଶ୍ରାମ କାହିଁକି ଦିଆ ଯାଉଛି।ଏହା ଉପରେ ଶିଖର ଧାୱନ ନିଜର ରାୟ ରଖିଛନ୍ତି।

Google

ସେ କହିଛନ୍ତି ଖେଳାଳି ମାନଙ୍କୁ ଆରାମ ମିଳିବା ଦ୍ଵାରା ଖେଳାଳି ମାନେ ଫ୍ରେସ ଅନୁଭବ କରିବେ। ସେ କହିଛନ୍ତି ଯଦି ଆଗକୁ ଦୁନିଆ ଆଗରେ ଭଲ ପ୍ରଦର୍ଶନ କରିବାର ଅଛି ତେବେ ସେମାନଙ୍କୁ ଫ୍ରେସ ରହିବାକୁ ପଡିବ।

ସେ କହିଛନ୍ତି ଖେଳାଳି ଯଦି ଥକି ରହିବ ତାହେଲେ ସେ ଭଲ ପ୍ରଦର୍ଶନ କରି ପାରିବ ନାହିଁ। ସେ କହିଛନ୍ତି ଖେଳାଳି ଯଦି ସବୁବେଳେ ମ୍ୟାଚ ଖେଳିବାକୁ ଲାଗେ ତାହେଲେ ସେ ମାନସିକ ରୂପରେ ଥକି ଯିବ। ତେଣୁ ଏହା ଜରୁରୀ ଅଟେ କି ଖେଳାଳି ମାନଙ୍କୁ ଆରାମ ମିଳିବା ଆବଶ୍ୟକ। ସେ କହିଛନ୍ତି ଜଣେ ଖେଳାଳି ମଧ୍ୟ ମଣିଷ। ସେ କହିଛନ୍ତି ବଡ ଖେଳାଳି ଏହି କଥାକୁ ବହୁତ ଭଲ ଭାବରେ ବୁଝି ପାରିବେ।

Google

ଯେତେବେଳେ ଟିମ ରେ ସିନିଅର ଖେଳାଳି ମାନେ ବିଶ୍ରାମ ନେଇଥାନ୍ତି ସେହି ସମୟରେ ଜୁନିଅର ଖେଳାଳି ମାନଙ୍କୁ ସୁଯୋଗ ଦିଆ ଯାଇଥାଏ। ଏହା ଲୋକମାନେ ଆୟରଲ୍ୟାଣ୍ଡ ଆଉ ୱେଷ୍ଟ ଇଣ୍ଡିଜ ଗସ୍ତ ସମୟରେ ଭଲ ଭାବରେ ଦେଖି ସାରିଥିବେ। ଏହି ବର୍ଷ ଆଇପିଏଲ ପରଠାରୁ କିଛି ଭାରତୀୟ ଖେଳାଳି ଲଗାତାର ବିଶ୍ରାମ ନେଉଛନ୍ତି। ସିନିଅର ଖେଳାଳି ଅଧିକ ବ୍ରେକ ନେଉଛନ୍ତି ଆଉ ଜୁନିଅର ଖେଳାଳି ମାନଙ୍କୁ ଖେଳିବାକୁ ସୁଯୋଗ ମିଳୁଛି। ଆଗକୁ ଥିବା ଜିମ୍ବାୱେ ଗସ୍ତ ପାଇଁ ରୋହିତ ,ବିରାଟ,ପନ୍ତ ଏବଂ ପାଣ୍ଡ୍ୟା ପରି ଖେଳାଳି ମାନଙ୍କୁ ବିଶ୍ରାମ ଦିଆ ଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *