ମାର୍ଟିନ ଗପଟିଲଙ୍କ ଖାସ ରେକର୍ଡ! ରୋହିତ ଶର୍ମାଙ୍କୁ ପଛରେ ପକାଇ ହାସଲ କଲେ ଏହି ପୋଜିସନ

କିଛି ଦିନ ପରେ ଭାରତ ଆଉ ୱେଷ୍ଟଇଣ୍ଡିଜ ସହିତ ଟି-୨୦ ସିରିଜ ଆରମ୍ଭ ହେବାକୁ ଯାଉଛି କିନ୍ତୁ ଏହି ସିରିଜ ଆରମ୍ଭ ହେବା ପୂର୍ବରୁ ରୋହିତ ଶର୍ମାଙ୍କୁ ହାରିବା ସାମ୍ନା କରିବାକୁ ପଡିଛି। ଆପଣ ଭାବୁଥିବେ କି ସିରିଜ ତ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ ରୋହିତ ଶର୍ମା କିପରି ହରିଗଲେ। କାରଣ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯାଇପାରନ୍ତି। ଆପଣ ଜାଣିଥିଲେ ମାର୍ଟିନ ଗପଟିଲ ନ୍ୟୁଜିଲାଣ୍ଡର ଜଣେ ଭଲ ଖେଳାଳୀ ଟି-୨୦ ତାଙ୍କ ମଧ୍ୟ ବହୁତ ନା ଅଛି।

Google

କିଛି ଦିନ ହେବ ଆମର ଭାରତୀୟ ଖେଳାଳି ଯେପରି ରୋହିତ ଶର୍ମା ଆଉ ବିରାଟ କୋହଲି ଅନ୍ତରାଷ୍ଟ୍ରୀୟ ସ୍ତରରେ ଭଲ ପ୍ରଦର୍ଶନ କରି ପାରୁ ନାହାନ୍ତି। ଏହା ଭାରତ ବହୁତ ଚିନ୍ତାର ବିଷୟ ପାଲଟିଛି। କେତେ ଦିନ ହେବ ତାଙ୍କ ଦୁଇ ଜଣଙ୍କର କାହାର ବି ଭଲ ପ୍ରଦର୍ଶନ ଦେଖିବାକୁ ମିଳିପାରିନାହିଁ। ଏହା ସମସ୍ତଙ୍କର ଚିନ୍ତାର କାରଣ ହେବାରେ ଲାଗିଛି। ଯଦି ଗୋଟିଏ ଦଳରେ ବଡ ଖେଳାଳି ମାନେ ରନ ସଂଗ୍ରହ ନ କରନ୍ତି ତାହେଲେ ସେ ଦଳର ଜିତିବା ଆଶା ମଧ୍ୟ କମି ଯାଇଥାଏ।

ଆଗକୁ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ହେବାକୁ ଯାଉଛି ଏପରି ବଡ ବଡ ଖେଳାଳି ମାନେ ଖରାପ ପ୍ରଦର୍ଶନ କରିବା ଭାରତ କ୍ରିକେଟ ପାଇଁ ଚିନ୍ତାର ବିଷୟ ପାଳିଟି ଯାଇଛି। ଏହା ପୂର୍ବରୁ ଇଂଲଣ୍ଡ ସିରିଜ ପରେ ରୋହିତ ଶର୍ମାଙ୍କୁ କିଛି ସମୟ ପାଇଁ ବିଶ୍ରାମ ଦିଆ ଯାଇଥିଲା। ଆଉ ତାପରେ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ଟି-୨୦ ସିରିଜରେ ସେ ଖେଳିବାକୁ ଯାଉଛନ୍ତି ଏହି ସମୟରେ ଖବର ଆସିଲା କି ନ୍ୟୁଜିଲାଣ୍ଡର କ୍ରିକେଟର ମାର୍ଟିନ ଗପଟିଲ ତାଙ୍କର ଟି-୨୦ରେ ଥିବା ସର୍ବୋଚ୍ଚ ସ୍କୋରକୁ ପାର କରି ଦେଇଛନ୍ତି।

Google

ତେଣୁ ଏହି ସିରିଜ ଟି ରୋହିତ ଶର୍ମାଙ୍କ ପାଇଁ ବହୁତ ମହତ୍ୱପୂର୍ଣ୍ଣ। କାରଣ ଏମିତିରେ ସେ ଏହି କିଛି ସମୟ ହେଲା କିଛି ବଡ ବଡ ସ୍କୋର କରି ପାରୁ ନାହାନ୍ତି ତେଣୁ ଏହି ସିରିଜ ହିଁ ତାଙ୍କ ପାଇଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ସେ ହେଉଛନ୍ତି ଏବେର ଭାରତର କ୍ରିକେଟ ଦଳର ଅଧିନାୟକ ତେଣୁ ସେ ଯଦି ଭଲ ପ୍ରଦର୍ଶନ କରିବେ ତାହେଲେ ଟିମର ବି ମନୋବଳ ବଢିବ। ତେଣୁ ତାଙ୍କ ଭଲ ପ୍ରଦର୍ଶନ କରିବା ନିହାତି ଜରୁରୀ ଅଟେ।

ମାର୍ଟିନ ଗପଟିଲ ସ୍କଟଲାଣ୍ଡ ବିପକ୍ଷରେ ଖେଳିଥିବା ଟି-୨୦ରେ ୪୦ ରନ ସ୍କୋର କରି ରୋହିତ ଶର୍ମାଙ୍କୁ ସବୁଠୁ ଅଧିକ ଟି-୨୦ ରନ କରିବା ଖେଳାଳି ପଦରୁ ହଟାଇ ଦେଇଛନ୍ତି ତେଣୁ ୱେଷ୍ଟଇଣ୍ଡିଜ ବିପକ୍ଷ ୫ ଦିନିଆ ଟି-୨୦ ସିରିଜରେ ଅଧିକ ରନ ସଂଗ୍ରହ କରି ସେ ନିଜ ସ୍ଥାନକୁ ଫେରି ଯାଆନ୍ତୁ ବୋଲି ଅନୁମାନ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *