ବଡ଼ ଖବର: ସାଉଥ ଆଫ୍ରିକାରେ ହେବ ମିନି IPL! ଟିମ କିଣିଲେ ମୁମ୍ବାଇ,ଦିଲ୍ଲୀ…

ଏକ ବଡ଼ ଖବର ସାମ୍ନାକୁ ଆସିଛି ଯେ ଆଇପିଏଲର ୬ ଜଣ ଫ୍ରାଞ୍ଚାଇଜ ଓନର ସାଉଥ ଆଫ୍ରିକାରେ ଟିମ କିଣିଛନ୍ତି।ଆଉ ଏବେ ତାଙ୍କର ଦୁଇଟି ଟିମ ଅଛି। ଯାହା ଗୋଟିଏ ଆଇପିଏଲ ଖେଳିବ ଆଉ ଅନ୍ୟଟି ସଉଥ ଆଫ୍ରିକାରେ ଟି-୨୦ ଖେଳିବ। କେଉଁ ମାଲିକ କେଉଁ ଟିମ କିଣିଲା ତାର କ୍ୟାପଟେନ କିଏ ହେବ ଆଜି ଆମେ ଜାଣିବା। ମୁମ୍ୱାଇ ଇଣ୍ଡିଆନସ କେପ ଟାଉନ ଟିମ କିଣିଛି।ଚାରି ଥର ଆଇପିଏଲ ବିଜେତା ଜୋହାନସବର୍ଗ ଟିମ କିଣିଛି। ଦିଲ୍ଲୀ କ୍ୟାପିଟାଲ ଫ୍ରାଞ୍ଚାଇଜ ପ୍ରିଟୋରିଆ ଟିମ କିଣିଛି। ଲକ୍ଷ୍ନୌ ଟିମ ଡର୍ବାନ କିଣିଛି। ଏହା ପରେ ହାଇଦ୍ରାବାଦ ପୋର୍ଟ ଏଲିଯାବେଥ ଓ ରାଜସ୍ଥାନ ପାର୍ଲ ଟିମ କିଣିଛି।

Google

ଏହି ସବୁ ଟିମ ସାଉଥ ଆଫ୍ରିକା ଟି-୨୦ ଲିଗ ଖେଳିବାର ଅଛି। ଏହାର ଆରମ୍ଭ ଜାନୁଆରୀ ୨୦୨୩ରେ ହେବଲବାର ଅଛି। ଏହି ଲିିଗ ଆରମ୍ଭ ହେବା ପାଇଁ ଆହୁରି ପ୍ରାୟ ୬ ମାସ ସମୟ ଅଛି। ସବୁ ଫ୍ରାଞ୍ଚାଇଜ ଗୋଟିଏ ଗୋଟିଏ ଅଲଗା ଟିମ କିଣିଛି। ଏହା ପରେ ଧିରେ ଧିରେ ଟିମର ନାମ ରହିବ, କ୍ୟାପଟେନ କିଣା ଯିବ ଅନେକ କାମ ହେବ।ଯେଉଁ ଭଳି ଭାରତରେ ଆଇପିଏଲ ହୁଏ ସେହି ଭଳି ଏହି ଲିଗ ହେବ। ଏହାକୁ ଆପଣ ଏକ ମିନି ଆଇପିଏଲ ଭଳି ହେବ।

ଏହା ଜାନୁଆରୀରୁ ଫେବୃଆରୀ ଯାଏ ହୋଇପାରେ। ସାଉଥ ଆଫ୍ରିକାରେ ହେଉଥିବା ଏହି ମ୍ୟାଚରେ କିଏ କିଏ ଖେଳିବେ କଣ ହେବା ତାହା ଆଗକୁ ଜଣା ପଡିବ।ବୋଧ ହୁଏ ଏହି ସବୁ ମ୍ୟାଚ ସାଉଥ ଆଫ୍ରିକାଙ୍କ ଖେଳାଳି ମାନଙ୍କ ମଧ୍ୟରେ ହେବ।

Google

ଏହାର କଣ ଖେଳ ହେବ ଆଗାମୀ ସମୟରେ ଜଣା ପଡ଼ିବ।ଏଥିରେ କିଏ କିଏ ଖେଳାଳି ରହିବେ କି ବାହାର ଖେଳାଳି ମାନଙ୍କୁ ବି ଏଥିରେ ସାମିଲ କରାଯିବ କି। ନାମରୁ ଜଣା ପଡ଼ୁଛି କି ସାଉଥ ଆଫ୍ରିକାର ଅଲଗା ଅଲଗା ରାଜ୍ୟ ଅନୁସାରେ ଟିମର ନାମ ନିଆ ଯାଇଛି।କେମିତି ଟିମ ବଛା ହେବ କେତେ ଖେଳାଳି ଖେଳିବେ ତାହା ଅଳ୍ପ ଦିନରେ ଜଣା ପଡ଼ି ଯିବ। ଆଉ ଏହା ହେଉଛି ଏବେ ଏକ ବଡ଼ ଅପଡେଟ।ଏହା ହେଉଛି ୬ଟି ଟିମ ଯାହାକୁ ଭାରତର ଯେଉଁ ୬ ଜଣ ମାଲିକ ଆଇପିଏଲ ଟିମର ସେମାନେ ସାଉଥ ଆଫ୍ରିକାରେ ମଧ୍ୟ ନିଜ ନିଜ ଟିମ କିଣିଛନ୍ତି।

ତେବେ IPL ଅନେକ ବର୍ଷ ଧରି ଭାରତରେ ହେଇ ଆସୁଛି। IPL ପାଇଁ ଅନେକ ଯୁବ ପ୍ରତିଭା ବାହାରୁଛନ୍ତି। ଯଦି IPL ଦେଖୁଥାନ୍ତି ତେବେ ଦେଖିବାକୁ କେମିତି ଲାଗେ କମେଣ୍ଟରେ ଜଣେଇ ପାରିବେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *