ବଡ଼ ଖବର: ତାଲିବାନ ଉପ ପ୍ରଧାନମନ୍ତ୍ରୀ ମୁଲ୍ଲା ବରଦାର ମୃତ? ପଢନ୍ତୁ ଆମର ସ୍ପେଶାଲ ରିପୋର୍ଟ

ମୁଲ୍ଲା ବରଦାରଙ୍କୁ ଉପ ରାଷ୍ଟ୍ରପତି ପଦରେ ରଖିଥିଲା ଆଫଗାନିସ୍ତାନର ତାଲିବାନ ସରକାର। ଏବେ ଏବେ କିଛି ସମୟ ପୂର୍ବରୁ ଏକ ଖବର ଭାଇରଲ ହେଉଛି ଯେ ମୁଲ୍ଲା ବରଦାର ଆଉ ନାହାନ୍ତି। ପଞ୍ଚଶିରର NRF ନାମରେ ଥିବା ଟ୍ୱିଟର ହ୍ୟାଣ୍ଡଲରୁ ଜଣା ଯାଇଛି କି କ୍ଷମତା ପାଇଁ ଲଢ଼ୁଥିବା ମୁଲ୍ଲା ବରଦାରଙ୍କ ହୋଇଯାଇଛି ମୃତ। ହେଲେ ତାଲିବାନ ଏହାକୁ ମିଛ କହି ଏହାର ସଫେଇ ଦେଇଛି।

Google

ସୋହେଲ ଶାହିନ ଯେ କି ତାଳିବାନର ମୁଖପାତ୍ର ତାଙ୍କ ଅନୁସାରେ ମୁଲ୍ଲା ବରଦାରଙ୍କ ମୃତ୍ୟୁ ନ୍ୟୁଜ ଯାହା ଭାଇରଲ ହେବାରେ ଲାଗିଛି ତାହା ମିଛ ଅଟେ। ଏହାର କିଛିବି ସତ୍ୟତା ନାହିଁ ବୋଲି ସେ କହିଛନ୍ତି।

ଅଡିଓ ଠିକଣା ଜାରି କରି ମୁଲ୍ଲା ବରଦାର କହିଛନ୍ତି କି ତାଙ୍କର ଭାଇରଲ ହେଉଥିବା ବେଳେ ସେ ଭ୍ରମଣରେ ଯାଇଥିଲେ ଏବଂ ସେ ଏବେ ଠିକ ଅଛନ୍ତି ଓ ଜୀବିତ ଅଛନ୍ତି ବୋଲି କହିଛନ୍ତି।

ତାଲିବାନ ଆଫଗାନିସ୍ତାନ ଉପରେ କବ୍ଜା କରିବା ପରେ ମୁଲ୍ଲା ହାସନ ଆଖୁନ୍ଦ ଆଫଗାନିସ୍ତାନର ନୂଆ ସରକାର ହୋଇଛନ୍ତି। ହେଲେ ମୁଲ୍ଲା ବରଦାର ଏହି ପଦ ପାଇଁ ଆଗୁଆ ଥିଲେ ମାତ୍ର ସେ ହୋଇନଥିଲେ। ଏବଂ ତାଙ୍କୁ ପ୍ରଧାନମନ୍ତ୍ରୀ ବଦଳରେ ଉପ ପ୍ରଧାନମନ୍ତ୍ରୀ ବନାଯାଇଥିଲା। ସେ ଏହାକୁ ନେଇ ଖୁସି ନାହାନ୍ତି ବୋଲି ବିଶେଷ ସୂତ୍ରରୁ ଜଣା ଯାଇଛି।

ଏହା ଭିତରେ NRF ପକ୍ଷରୁ ଏହା ଦାବି ହୋଇଥିଲା ଯେ କ୍ଷମତା ପାଇଁ ଲଢେଇ କରୁଥିବା ମୁଲ୍ଲା ବରଦାରଙ୍କ ମୃତ୍ୟୁ ହୋଇଯାଇଛି। ହକାକ୍ନିର କିଛି ଲୋକ ମଧ୍ୟରେ ଏଥିରେ ଅନ୍ତର୍ଭୁକ୍ତ ବୋଲି ପଞ୍ଜସିରର NRF ଟ୍ୱିଟର ହ୍ୟାଣ୍ଡେଲ ପକ୍ଷରୁ ଜଣା ଯାଇଛି। ହେଲେ ତାଲିବାନ ଏହାକୁ ମିଛ ବୋଲି କହୁଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *