ପାଣିପାଗ ବିଭାଗର ସତର୍କ ସୂଚନା! ଏହି ୨ ଦିନ ପ୍ରବଳ ବର୍ଷିବ!

ବ୍ୟୁରୋ ରିପୋର୍ଟ: ତେବେ ବିଶେଷ ରିପୋର୍ଟରୁ ଜଣା ଯାଇଛି କି ଆସନ୍ତା କାଲି ଠୁ ପୁଣି ୩ ଦିନ ବର୍ଷା ହେବାର ଚାନ୍ସ ଅଛି। ଆସନ୍ତା କାଲି କେତେକ ଜାଗାରେ ସ୍ଵଳ୍ପ ରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

ଘଡଘଡି ସହ ବର୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ହୋଇପାରେ। ତେବେ ପ୍ରବଳ ବର୍ଷାର ସମ୍ଭାବନା କେତେକ ଜାଗାରେ ବି ଅଛି। ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ସତର୍କ ସୂଚନା କି ୨୨ ଓ ୨୩ ତାରିଖରେ ବର୍ଷାର ପରିମାଣ ଆହୁରି ବଢ଼ିପାରେ।

Google

ତେବେ କିଛି ଦିନ ଧରି ରାଜ୍ୟର କେତେକ ଜାଗାରେ ବର୍ଷା ହେଉଅଛି। ତେଣୁ ଆପଣଂକୁ ଅନୁରୋଧ କରୁକି ଯଦି ବହୁତ ଦରକାର ଅଛି ତେବେ ଘରୁ ବାହରନ୍ତୁ ସର୍ବଦା ରେନ କୋର୍ଟ କିମ୍ବା ଛତାର ବ୍ୟବହାର କରନ୍ତୁ। ଦରକାର ନଥିଲର ଘରୁ ବାହରନ୍ତୁ ନାହିଁ। ନିଜେ ସତର୍କତା ନିଶ୍ଚିତ ଭାବରେ ପାଳନ କରନ୍ତୁ। ଜରୁରୀମାନ ଲୋକଙ୍କୁ ବି ସାହାଯ୍ୟ କରନ୍ତୁ। ଗୃହପାଳିତ ପଶୁଙ୍କୁ ଆଣି ସୁରକ୍ଷିତ ସ୍ଥାନରେ ରଖନ୍ତୁ। ଶୁଖିଲା ସ୍ଥାନରେ ରଖନ୍ତୁ। ତାଙ୍କର ଯତ୍ନ ନିଅନ୍ତୁ।

ବର୍ଷା ପ୍ରାୟ କିଛି ଦିନ ହେବ ଓଡ଼ିଶାର କେତେକ ଜାଗାରେ ହେଉଅଛି। ୨୨ ଓ ୨୩ ତାରିଖ ପାଇଁ ଜାରି ହୋଇଛି ସତର୍କ ସୂଚନା। ତେଣୁ ସର୍ବଦା ସତର୍କତା ଅବଲମ୍ବନ କରନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *