କରୋନାର ବୁଷ୍ଟର ଡୋଜକୁ ନେଇ WHO ତରଫରୁ ଆସିଲା ବଡ଼ ବୟାନ, ପଢନ୍ତୁ ପୁରା ଖବର

କହିରଖିବୁ କରୋନା ମହାମାରୀ ଫଳରେ କେତେକ ଲୋକ ହଇରାଣର ସମ୍ମୁଖୀନ ହୋଇଥିଲେ। ଗତ ଦୁଇ ବର୍ଷ ହେବ ଏହାର ଘୋର ପ୍ରକୋପ ବିଶ୍ୱରେ ଦେଖିବାକୁ ମିଳିଛି। ଅନେକ ବିକଶିତ ଦେଶ ଏହାର ଟୀକା ବାହାରିବା ପରେ ଟୀକାକରଣକୁ ଜୋର କରିଛନ୍ତି। କିନ୍ତୁ ବଡ଼ କଥା ହେଉଛି ଅନେକ ଦେଶରେ ଲୋକଙ୍କୁ ପ୍ରଥମ, ଦ୍ୱିତୀୟ ଡୋଜ ଟୀକା ଦିଆସରି ଏବେ ବୁଷ୍ଟର ଡୋଜ ଦିଆଯିବାକୁ ବସିଲାଣି କିନ୍ତୁ ଆଉ କେତେକ ଜାଗାରେ ଠିକ ଭାବରେ ପ୍ରଥମ ଡୋଜ ମଧ୍ୟ ଦିଆଯାଇନି।

Google

ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ ଆଧନମ ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ କହିବା ଅଟେକି ଅନେକ ଦେଶ ଯେଉଁମାନେ ପ୍ରଥମ ଡୋଜ ମଧ୍ୟ ନେଇପାରିନାହାନ୍ତି ସେମାନଙ୍କୁ ଆଗ ସହାୟତା କରିବା ଆବଶ୍ୟକ। କାରଣ ୟୁରୋପିୟ ଦେଶରେ ସଂକ୍ରମଣ ପୁଣି ବଢୁଛି।

ଆପଣଙ୍କୁ କହିରଖିବୁ ମିଳିଥିବା ରିପୋର୍ଟ ଅନୁସାରେ ୟୁରୋପିୟ ଦେଶରେ ଏବେ ପୁଣି ସଂକ୍ରମଣ ବଢିବାରେ ଲାଗିଲାଣି। ପୂର୍ଵ ଏକ ସପ୍ତାହରେ ୨୦ ଲକ୍ଷ ଲୋକ ସଂକ୍ରମଣ ହୋଇଛନ୍ତି ଯାହା ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଟେ।

ଏବେ ସଂକ୍ରମଣକୁ ଅଟକାଇବା ପାଇଁ ଅନେକ ଦେଶ ଦୁଇ ଡୋଜ ଦେଇ ପୁଣି ବୁଷ୍ଟରଡୋଜ ଦେଉଛନ୍ତି କିନ୍ତୁ ଏହା ସଂକ୍ରମଣ ଦେଶକୁ ଦେବା ଅତ୍ୟନ୍ତ ଆବଶ୍ୟକ। ଟେଡ୍ରସ କହିଛନ୍ତି ବୁଷ୍ଟର ଡୋଜ ଏତେ ଆବଶ୍ୟକ ନୁହେଁ ଜେତିକି ପ୍ରଥମ ଡୋଜ ପାଇନଥିବା ଲୋକ ପାଇବା ଆବଶ୍ୟକ।

Google

ହୁର କହିବା ଅନୁସାରେ ଯେଉଁଠି ଅନେକ ବୟସ୍କ, ରୋଗି ଓ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ଡୋଜ ପାଇଁ ଆକୁଳ ହେଉଛନ୍ତି ସେଠି କିଛି ଦେଶରେ ସୁସ୍ଥ ଲୋକଙ୍କୁ ବୁଷ୍ଟର ଡୋଜର କଣ ଆବଶ୍ୟକ। ଏବେ ଅନେକ ଦେଶ ଗରିବ ଦେଶକୁ ଟୀକା ସହାୟତା ନକରି ନିଜର ବୁଷ୍ଟର ଡୋଜ ଆରମ୍ଭ କରିଦେଇଛନ୍ତି। ଏପରି ନକରିବା ପାଇଁ ହୁ ର ମୁଖ୍ୟ କହିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *