ହିନ୍ଦୁ ଯୁବକ ସଂଘର ବଡ଼ ଘୋଷଣା, ମୁସଲିମ ଝିଅକୁ ବିବାହ କଲେ ମିଳିବ ଏତିକି ଲକ୍ଷ ଟଙ୍କା ।

ସୋସିଆଲ ମିଡିଆରେ ଏହି ଦିନ ଏକ ଭିଡ଼ିଓ ବହୁତ ଭାଇରାଲ ହେଉଛି। ଯେଉଁଥିରେ ଦେଖାଯାଉଛିକି ଅଖିଳ ଭାରତୀୟ ଯୁବକ ସଂଘ ଏକ ଘୋଷଣା କରୁଛି କି କୌଣସିବି ହିନ୍ଦୁ ଯଦି କୌଣସି ମୁସଲିମ ଝିଅକୁ ବିବାହ କରିବ ତ ତାକୁ ୨.୫୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏହା ସହିତ ୬ ମାସ ପର୍ଯ୍ୟନ୍ତ ଖାଇବା ,ପିଇବା ଓ ରହିବା ଦହିତ ସୁରକ୍ଷା ବି ଦିଆଯିବ। ସୋସିଆଲ ମିଡିଆରେ ଏହି ବିଷୟ ବହୁତ ଚର୍ଚ୍ଚାର ବିଷୟ ହୋଇଯାଇଛି। ସବୁ ଲୋକ ଭିଡ଼ିଓରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଏହା ଛଡା ଅନେକ ଲୋକ ମଜାକ ମଧ୍ୟ କରୁଛନ୍ତି।

Big announcement of Hindu Yuva Morcha, 2.5 lakh for those who marry Muslim girl
Google
ମୁସଲିମ ଝିଅକୁ ବିବାହ କରିବା ବ୍ୟକ୍ତିକୁ ମିଳିବ ୨.୫୦ ଲକ୍ଷ ଟଙ୍କା:

ଏହି ଭିଡ଼ିଓରେ ପ୍ରବକ୍ତା ଏହା କହୁଥିବା ଦେଖାଯାଉଛି କି ,”ଆଜି ଏକ ବଡ଼ ବୈଠକ କରାଯାଇଛି। ଯେଉଁଥିରେ ଘୋଷଣା କରାଯାଇଛିକି କୌଣସିବି ହିନ୍ଦୁ ସମାଜର ବ୍ୟକ୍ତି ବ୍ରାହ୍ମଣ , ଖେତ୍ରୀୟ, ବୈସ୍ୟ ବା ଶୁଦ୍ର ହେଉ ଯଦି ଏମାନେଙ୍କ ମଧ୍ୟରୁ କେହି ମୁସଲିମ ଝିଅକୁ ବିବାହ କଲା ତେବେ ସେ ଅଖିଳ ଭାରତୀୟ ହିନ୍ଦୁ ବଯୁବକ ସଂଘର କୌଣସି ଜିଲ୍ଲା କାର୍ଯ୍ୟଳୟକୁ ଯାଇ ୨.୫୦ ଲକ୍ଷ ଟଙ୍କା ନେଇପାରିବ। ଏହା ଛଡା ତାଙ୍କର ୬ ମାସର ରହିବା, ଖାଇବା ଓ ସୁରକ୍ଷାର ଖର୍ଚ୍ଚ ହି ଅଖିଳ ଭାରତୀୟ ହିନ୍ଦୁ ଯୁବକ ସଂଘ ଉଠାଇବ”।

“ପ୍ରତିହିନ୍ଦୁ ଘରେ ଏକ ତଲବାର ଓ ଏକ ହିନ୍ଦୁ ପତାକା ଦେଇକି ଆସିବୁ”:

ଭିଡ଼ିଓରେ ଆଗକୁ କୁହାଯାଉଛି,”ଏହା ସହିତ ଆମେ ଏକ ଅଭିଯାନ ବି ଚାଲୁ କରିବୁ,ଭାରତର ପ୍ରତିହିନ୍ଦୁ ଘରେ ଏକ ତଲବାର ଓ ଏକ ହିନ୍ଦୁ ପତାକା ଦେଇକି ଆସିବୁ। ସମୟ ଆସିବା ପରେ ଏହାର ସେମାନେ ଭରପୁର ଉପଯୋଗ କରିବେ। ସଂଗଠନ ,ଦେଶ ଓ ରାଷ୍ଟ୍ର ରକ୍ଷା ପାଇଁ ସେମାନଙ୍କୁ ସବୁ ପ୍ରସ୍ତୁତ କରାଯିବ”। ଏବେ ପର୍ଯ୍ୟନ୍ତ ଏହା ଜଣାପଡ଼ିନାହିଁ କି ଏହି ଭିଡ଼ିଓ କେବେକାର ଅଟେ କିନ୍ତୁ ଲୋକ ଲଗାତର ଏହା ଉପରେ ନିଜର ପ୍ରତିକ୍ରିୟା ଦେଉଛନ୍ତି।

ଲୋକ ଦେଉଛନ୍ତି ନିଜ ପ୍ରତିକ୍ରିୟା:

ଅଖିଳ ଭାରତୀୟ ହିନ୍ଦୁ ଯୁବକ ସଂଘର ଏହି ଘୋଷଣା ଉପରେ କିଛି ଲୋକ ମଜାକ ଉଡାଉଛନ୍ତି ଓ କିଛି ଲୋକ ନିଜର ବିଚାର ରଖୁଛନ୍ତି। କିଛି ଲୋକ କହୁଛନ୍ତି ଭାଇ ଚେକ ତ ଦେଇଦେବେ କିନ୍ତୁ ଚେକ ବାଉନ୍ସତ କରିବା ନାହିଁ ତ? କିଛି ପଚାରିଛନ୍ତି କି ଚେକ ଉପରେ ଇନକମ ଟ୍ୟାକ୍ସତ ଲାଗିବନି ନା ?ହୋଇପାରେ ଏଥିରେ କିଛି ସ୍କାମ ଥିବ!! ଏହା ଛଡା ଗୋଟେ ଲୋକ ଲେଖିଛନ୍ତି କି “ଏହାକୁ ଗଭୀରତାରେ ନେବା କୌଣସି ଆବଶ୍ୟକତା ନାହିଁ। ହିନ୍ଦୁ ମୁସଲିମ ସେବେ ବିବାହ କରିଥାନ୍ତି ଯେବେ ପ୍ରେମ କରିଥାନ୍ତି। ଏହି ଲୋକ ଯେଉଁମାନେ କହିଥାନ୍ତି ସେମାନେ ଜଣେ ଜଣଙ୍କ ପାଖୁ ଯାଇନଥାନ୍ତି”।ଏହିପରି ସମସ୍ତେ ଜଣ ଜଣ କରି ଭିଡ଼ିଓରେ ନିଜର ପ୍ରତିକ୍ରିୟା ଦେଉଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *