ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଶ୍ଚର୍ଯ୍ୟକର ବୟାନ: ବର୍ଷା ହେଲେ ବି ଭୋଟ ଦେବ ନଚେତ ଆଉ କିଏ ହେଇଯିବ ମୁଖ୍ୟମନ୍ତ୍ରୀ

ପଶ୍ଚିମବଙ୍ଗରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ହେଉଛନ୍ତି ତୃଣମୂଳ କଂଗ୍ରେସର ମମତା ବାନାର୍ଜୀ। ଆପଣଙ୍କୁ କହିରଖିବୁ ଏହି ସେପ୍ଟେମ୍ବର ୩୦ରେ ଭବାନୀପୁରରେ ଉପନିର୍ବାଚନ ହେବାକୁ ଯାଉଛି ତେଣୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥିପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ କରିସାରିଲେଣି ଓ ସେ ଏକ ବଡ଼ ଆଶ୍ଚର୍ଯ୍ୟକର କଥା କହିଛନ୍ତି ଲୋକଙ୍କୁ। ସେ କହିଛନ୍ତି ଏହି ବର୍ଷା ଦିନ ଯଦି ନିର୍ବାଚନ ବେଳେ ବର୍ଷା ମଧ୍ୟ ହୁଏ ତେବେ ଆପଣ ବର୍ଷାରେ ଆସି ଭୋଟ ଦେବେ ନଚେତ ଆଉ କିଏ ହୋଇଯିବ ମୁଖ୍ୟମନ୍ତ୍ରୀ।

Google

ଏହି ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଥମ ସଭା କରିଛନ୍ତି ଏକବାଲପୁରରେ। ସେଠାରେ ଅନେକ ଲୋକଙ୍କ ସାମ୍ନାରେ ମମତା ଦିଦି କହିଥିଲେ ଯେତେ ବର୍ଷା ହେଲେ ମଧ୍ୟ ଆପଣମାନେ ଭୋଟ ଦେବାକୁ ପଛେଇବେ ନାହିଁ ନହେଲେ ମୁଁ ହାରିଯିବି ଓ ମୋ ମନକୁ ବହୁତ ଦୁଃଖ ହେବ। ସେ କହିଛନ୍ତି ଯଦି ମୋ ପ୍ରତି ଆପଣମାନଙ୍କ ଭଲ ପାଇବା ଅଛି ଓ ଆପଣ ମତେ ପୂର୍ଣ୍ଣ ମୁଖ୍ୟମନ୍ତ୍ରୀ ଭାବେ ଦେଖିବା ପାଇଁ ଚାହୁଁଛନ୍ତି ତେବେ ପ୍ରତ୍ୟେକ ଭୋଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। କାରଣ ଯଦି ସେ କହିଛନ୍ତି ଯଦି ମୁଁ ହାରେ ସଂଖ୍ୟା ଗରିଷ୍ଟ ଥାଇବି ମୁଁ ମୁଖ୍ୟମନ୍ତ୍ରୀ ହୋଇପାରିବି ନାହିଁ।

ଏହା ସହ ସେ ତ୍ରିପୁରାରେ ବିଜେପି ସରକାରଙ୍କ ମନମାନି କଥା ମଧ୍ୟ କହିଛନ୍ତି। ସେ କହିଛନ୍ତି ତ୍ରିପୁରାରେ ବିଳ୍ପବ ଦେବ ଦଶହରା ଓ କାଳୀପୂଜା ପାଇ ଅନୁମତି ଦେଉନାହିଁନ୍ତି ଯାହା ସେଠିକାର ଲୋକଙ୍କୁ ବହୁତ ଦୁଃଖ ଦେଉଛି। ସେଠାରେ ୧୪୪ ଧାରା ଲାଗୁ କରାଯାଇ ଲୋକଙ୍କୁ ଭାବପ୍ରତି ଅନ୍ୟାୟ କରାଯାଉଥିବା ସେ କହିଛନ୍ତି। ସେଠିକାର ଲୋକ ଏବେ କଣ କରିବେ ବୋଲି ମମତା ବାନାର୍ଜୀ କହିଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *