ଏସିଆ କପରେ ରାହୁଲ ନୁହେଁ ବରଂ ପାଣ୍ଡ୍ୟା ବନିବେ ଉପ ଅଧିନାୟକ! କଣ ଆଗକୁ ବନିବେ ଭାରତର କ୍ୟାପଟେନ?

ହାର୍ଦିକ ପାଣ୍ଡ୍ୟା ଆଗକୁ ହେବାକୁ ଥିବା ଏସିଆ କପରେ ହୋଇପାରନ୍ତି ଭାଇସ କ୍ୟାପଟେନ। ତେଣୁ ଏମିତି ରିପୋର୍ଟରୁ ଜଣା ଯାଉଛି କି ଭାରତୀୟ ଦଳରେ ଯେଉଁ ଚୟନକର୍ତ୍ତା ମାନେ ଅଛନ୍ତି ସେମାନେ ନିଷ୍ପତି ନେଇ ପାରନ୍ତି କି ରାହୁଲଙ୍କ ଠାରୁ ଅଧିନାୟକ ପଦ ଛଡାଇ ନେବା ପାଇଁ। ଆଉ ତାଙ୍କ ସ୍ଥାନରେ ସବୁଠାରୁ ଅଧିକ ଯୋଗ୍ୟ ବ୍ୟକ୍ତି ଏବେ ଜଣେ ହିଁ ଅଛନ୍ତି ସେ ହେଉଛନ୍ତି ହାର୍ଦିକ ପାଣ୍ଡ୍ୟା। କଣ ହାର୍ଦିକ ପାଣ୍ଡ୍ୟା ଭାରତୀୟ ଦଳର ଉପ ଅଧିନାୟକ ହେବେ?

Google

ହାର୍ଦିକ ପାଣ୍ଡ୍ୟା ଆଇପିଏଲର ୧୫ ତମ ସଂସ୍କରଣରେ ବହୁତ ଭଲ ପ୍ରଦର୍ଶନ କରିଥିଲେ। ତା ପୂର୍ବରୁ ସେ ବହୁତ ସମୟ ହେବ ଇଂଜୁରୀ ପାଇଁ ଭାରତୀୟ ଦଳରୁ ବାହାରେ ଥିଲେ।ସେ ଏହି ଆଇପିଏଲରେ ବହୁତ ଭଲ ପ୍ରଦର୍ଶନ କରିଥିଲେ।।ବିଶେଷ ରିପୋର୍ଟ ରୁ ଜଣା ଯାଇଛି କି ଭାରତର ଚୟନକର୍ତ୍ତା କମିଟି ହାର୍ଦିକ ପାଣ୍ଡ୍ୟାଙ୍କ ବଡ ଭାର ଦେବା ସହିତ ତାଙ୍କୁ ଭାରତୀୟ ତଳର ଉପ ଅଧିନାୟକ ବନେଇ ପାରନ୍ତି।

ଆପଣମାନେ ପ୍ରାୟ ଜାଣିଥିବେ କି ହାର୍ଦିକ ପାଣ୍ଡ୍ୟା ପ୍ରଥମେ ଆଇପିଏଲ ର ୧୫ ତମ ସଂସ୍କରଣରେ ଗୁଜରାଟ ଟାଇଟନ୍ସର ଅଧିନାୟକ ପଦ ସମ୍ଭାଳିଥିଲେ ଆଉ ତାଙ୍କ ପ୍ରଥମ ସଂସ୍କରଣରେ ହିଁ ତାଙ୍କୁ ଟ୍ରଫି ଜିତାଇବାରେ ସକ୍ଷମ ହୋଇଥିଲେ।

Google

ଯାହା ଦ୍ଵାରା ଆୟରଲାଣ୍ଡ ବିପକ୍ଷ ସିରିଜରେ ମଧ୍ୟ ହାର୍ଦିକଙ୍କୁ ଦଳର ନେତୃତ୍ୱ ନେବାକୁ ଦିଆ ଯାଇଥିଲା। ଯେଉଁଥିରେ ସେ ଭାରତକୁ ଆଉ ଏକ ସିରିଜରେ ଭାରତକୁ ଜିତାଇ ଦେଇଥିଲେ।

ବର୍ତ୍ତମାନ ମଧ୍ୟ ସେ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତୀୟ ଦଳର ଉପ ଅଧିନାୟକ ହୋଇ ରୋହିତ ଶର୍ମାଙ୍କ ସହଯୋଗ କରୁଛନ୍ତି। ଆପଣମାନେ ପ୍ରାୟ ଜାଣିଥିବେ ବିରାଟ କୋହଲି ଭାରତୀୟ ଦଳର ଅଧିନାୟକ ଦଳରୁ ହଟିବା ପରେ ରୋହିତ ଶର୍ମାଙ୍କୁ ଭାରତୀୟ ତଳର ନିୟମିତ ଅଧିନାୟକ ଭାବରେ ନିଯୁକ୍ତି ଦିଆ ଯାଇଥିଲା। ଯେଉଁଥିରେ ଭାରତୀୟ ଦଳର ଉପ ଅଧିନାୟକ ପଦ ରାହୁଲଙ୍କୁ ଦିଆ ଯାଇଥିଲା।

Google

ମାତ୍ର ଫିଟନେସ ପାଇଁ ସେ ଆଇପିଏଲ ପରଠାରୁ ଆଉ ଭାରତୀୟ ଦଳରେ ସ୍ଥାନ ପାଇ ନାହାଁନ୍ତି। ରିପୋର୍ଟ ରୁ ଜଣା ଯାଇଛି କି ଆଗାମୀ ଏସିଆ କପ ପୂର୍ବରୁ ଭାରତୀୟ ତଳର କିଏ ଉପ ଅଧିନାୟକ ହେବ ଏ ବିଷୟରେ ଚୟନକର୍ତ୍ତା ମାନେ ଅଧିନାୟକ ରୋହିତ ଶର୍ମା ଏବଂ କୋଚ ରାହୁଲ ଦ୍ରାବିଡ଼ଙ୍କ ସହିତ କଥାବାର୍ତ୍ତା କରି ପାରନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *