ବ୍ୟୁରୋ ରିପୋର୍ଟ: ପାଖାପାଖି ୪ ବର୍ଷ ପରେ ଏସିଆ କପ ହେବାକୁ ଯାଉଛି ଯାହାର ଆରମ୍ଭ ୨୭ ଅଗଷ୍ଟରୁ ହେବାର ଅଛି। ୨୮ ଅଗଷ୍ଟରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଦୁବାଇରେ ହେବାର ଅଛି। କେବଳ ଭାରତ ଓ ପାକିସ୍ତାନ ଫ୍ୟାନ୍ସଙ୍କ ନୁହେଁ ବରଂ ଅନେକ କ୍ରିକେଟ ପ୍ରେମୀ ଏହି ମ୍ୟାଚକୁ ଅପେକ୍ଷା କରିଛନ୍ତି। ଅଷ୍ଟ୍ରେଲିଆର ପୂର୍ଵ ଅଧିନାୟକ ରିଙ୍କି ପଏଣ୍ଟିଙ୍ଗ ଏହି ମ୍ୟାଚକୁ ନେଇ ବଡ଼ ପୂର୍ବରୁ ଅନୁମାନ କରିଛନ୍ତି। ଏହା ସହିତ ଏହା ମଧ୍ୟ କହିଛନ୍ତି କି କେଉଁ ଟିମ ଏସିଆ କପ ଜିତିବାକୁ ଯାଉଛି।

ପଏଣ୍ଟିଙ୍ଗ ଆଇସିସି ରିଭ୍ୟୁର ନୂଆ ଏପିସୋଡ଼ରେ କହିଛନ୍ତି,”କେବଳ ଏସିଆ କପ ନୁହେଁ କୌଣସି ଟୁର୍ଣ୍ଣାମେଣ୍ଟରେ ଟିମ ଇଣ୍ଡିଆ ସହ ଜିତିବା ସହଜ ନୁହେଁ। କାରଣ ସବୁଥର ଯେବେ ଟି-୨୦ ବିଶ୍ୱକପ ପାଇଁ ଆଲୋଚନା ହୁଏ ମତେ ଲାଗେ ଭାରତ ସବୁଠୁ ମଜଭୁତ ଟିମ ଅଟେ। ଭାରତୀୟ ଟିମରେ ବ୍ୟାଟିଙ୍ଗ ଗଭୀରତା ଅନ୍ୟ ଟିମଙ୍କ ଠୁ ଭଲ ଅଟେ।ଏହି କାରଣ ଅଟେକି ମତେ ଲାଗୁଛି ଭାରତ ଏଥର ଏସିଆ କପ ଜିତିପାରେ”।
ଏସିଆ କପରେ ଭାରତର ପକ୍ଷ ଭାରି:
🇮🇳 v 🇵🇰
Ricky Ponting talks about the India-Pakistan rivalry and predicts winner of the Asia Cup on The ICC Review 📺
More 👉 https://t.co/0fqEuy89in pic.twitter.com/Ol4p29Gg8v
— ICC (@ICC) August 13, 2022
ଏସିଆ କପର ରେକର୍ଡ କଥା କହିବାତ ଭାରତ ଓ ପାକିସ୍ତାନ ମଧ୍ୟରେ ୧୩ ମ୍ୟାଚ ହେଇଛି ଯେଉଁଥିରୁ ଭାରତ ୭ ଟି ଓ ପାକିସ୍ତାନ ୫ ଟି ମ୍ୟାଚ ଜିତିଛି ଓ ଗୋଟେ ମ୍ୟାଚର ରେଜଲ୍ଟ ବାହାରି ନାହିଁ। ପଏଣ୍ଟିଙ୍ଗ କହିଛନ୍ତି ଦୁଇ ଟିମଙ୍କ ମଧ୍ୟରେ କଡା ଟକର ହେବ। ଏହା ସହ ଭାରତ ଜିତିପାରେ ବୋଲି ସେ କହିଛନ୍ତି।
ଭାରତ ଜିତିବ ବୋଲି ମାନୁଛି-ପଏଣ୍ଟିଙ୍ଗ:
Ricky Ponting predicts India to win against Pakistan on August 28th.
— Johns. (@CricCrazyJohns) August 12, 2022
ପଏଣ୍ଟିଙ୍ଗ କହିଛନ୍ତି,”ମୁଁ ପାକିସ୍ତାନ ବିରୁଦ୍ଧରେ ଭାରତ ଏସିଆକପ ମ୍ୟାଚ ଜିତିବ ବୋଲି ମତେ ଲାଗୁଛି। ଏହାର ମାନେ ଏହା ନୁହେଁକି ପାକିସ୍ତାନ କମଜୋର ଅଟେ। ପାକିସ୍ତାନ ମଧ୍ୟ ମଜଭୁତ ଟିମ ଅଟେ ଓ ପୂର୍ଵ କିଛି ବର୍ଷରେ ଭଲ ଭଲ ଖେଳାଳି ଦେଇଛି”।
ଏସିଆ କପରେ ଦୁଇ ଟିମ ମଧ୍ୟରେ ତିନିଥର ମ୍ୟାଚ ହୋଇପାରେ:
ଏହିଥର ଏସିଆ କପରେ ଭାରତ ଓ ପାକିସ୍ତାନ ଟିମ ଦୁଇଥର ନୁହେଁ ବରଂବରଂ ତିନିଥର ସାମ୍ନା ସାମ୍ନି ହୋଇପାରନ୍ତି। ପ୍ରଥମେ ୨୮ ଅଗଷ୍ଟକୁ ଦୁଇ ଟିମଙ୍କ ମଧ୍ୟରେ ଗ୍ରୁପ ଷ୍ଟେଜରେ ମ୍ୟାଚ ହେବ। ଆଗାମୀ ମ୍ୟାଚ ସୁପର ୪ରେ ହୋଇପାରେ। ଯଦି ଦୁହେଁ ଫାଇନାଲରେ ପହଁଚିଲେ ପୁଣି ଦୁହିଁଙ୍କ ମଧ୍ୟରେ ମ୍ୟାଚ ହୋଇପାରେ। ଏସିଆ କପ ପରେ ଦୁଇ ଟିମଙ୍କ ମଧ୍ୟରେ ଟି-୨୦ ବିଶ୍ୱକପରେ ମ୍ୟାଚ ହେବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।