ବର୍ଷକୁ ୨ ଥର ହେବ IPL? ଜୋର ଧରିଲା ଖବର, ଜାଣନ୍ତୁ ସମ୍ପୂର୍ଣ୍ଣ

ଆପଣ ମାନେ ଜାଣିଥିବେ ଏବେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଅପେକ୍ଷା ଆଇପିଏଲ ବି ସେପରି କିଛି ଚାହିଦାରେ ରହିଛି। ଇଣ୍ଡିଆନ ପ୍ରିମୀୟର ଲିଗ ଯେଉଁଥିରେ ଦେଶ ବିଦେଶରୁ କ୍ରିକେଟ ଖେଳାଳି ମାନେ ଭାଗ ନେଇଥାନ୍ତି।ଆପଣ ମାନେ ଜାଣିଥିବେ ଆଇପିଏଲ ବର୍ଷକୁ ଥରେ ହୋଇଥାଏ ଯାହାକୁ ପାଖାପାଖି ଏପ୍ରିଲ ମାସରେ ଆରମ୍ଭ ହୋଇଥାଏ ଆଉ ପାଖା ପାଖି ୨ମାସ ଚାଲିଥାଏ।

Google

ଆଇପିଏଲକୁ ଦେଖିବାକୁ ବହୁତ ଲୋକ ଆସିଥାନ୍ତି।ଆଇପିଏଲର ଚାହିଦା ଭାରତରେ ବହୁତ ରହିଛି।ଆଇପିଏଲ ହେଉଛି ଏକ ଟି-୨୦ କ୍ରିକେଟ। ଏବେ ଶୁଣିବାକୁ ମିଳୁଛି କି ଆଇପିଏଲ ବର୍ଷକୁ ଦୁଇ ଥର ହେବ ବୋଲି ।ଆଇପିଏଲର ଲୋକପ୍ରିୟତାକୁ ନେଇ ପ୍ରଥମେ ଭାରତୀୟ କ୍ରିକେଟ ବୋର୍ଡ ଭାବିଥଲେ କି ଆଇପିଏଲର ସମୟ ସୀମାକୁ ବୃଦ୍ଧି କରିବେ ବୋଲି। ଯାହାକୁ କି ଏପ୍ରିଲ ମାସରେ ଅସମ୍ଭ କରି ଜୁନ ମାସ ପର୍ଯ୍ୟନ୍ତ କରିବେ ବୋଲି।

ଆଇପିଏଲ ହେଉଛି ଏକ ଏଣ୍ଟରଟେନମେଣ୍ଟ ଜାଗା ଯେଉଁଥିରେ ଭାରତୀୟ କ୍ରିକେଟ ବୋର୍ଡ଼କୁ ବହୁତ ଫାଇଦା ହେଉଛି ଯଦି ସେହି ଖେଳରୁ ଲୋକ ମାନଙ୍କର ଚାହିଦା କମିଯିବ ତହେଲ ଭାରତୀୟ କ୍ରିକେଟ ଉପରେ ତାହା ବହୁତ ଖରାପ ପ୍ରଭାବ ପକେଇବ।

Google

ଯଦି ଆପଣ ଭାରତର ପୂର୍ବ କ୍ରିକେଟର ରବି ଶାସ୍ତ୍ରୀଙ୍କ କଥା ଉପରେ ଟିକେ ଭଲରେ ଧ୍ୟାନ ଦେବେ ତାହେଲେ ଆପଣ ଜାଣି ପାରିବେ କି ସେ ଠିକ କହୁଛନ୍ତି କି ଭୁଲ କହୁଛନ୍ତି।ରବି ଶାସ୍ତ୍ରୀ ଭାରତ ପାଇଁ ୮୦ଟି ଟେଷ୍ଟ ମ୍ୟାଚ ଆଉ ୧୫୦ଟି ଦିନିକିଆ ମ୍ୟାଚ ଖେଳିଛନ୍ତି। ସେ ଭାରତର ୧୯୮୩ ଦିନିକିଆ ବିଶ୍ୱକପ ଟିମରେ ବି ସାମିଲ ଥିଲେ। ତେଣୁ ସେ କହିଥିବା କଥାକୁ ବେଖାତିର କରାଯାଇ ନ ପାରେ। କାରଣ ଏବେ ଟି-୨୦ ଆଉ ଟି-୧୦ ଲିଗର ଯେପରି ଚାହିଦା ରହିଛି ତାହାକୁ ଦେଖିବାକୁ ଗଲେ ଆଇପିଏଲକୁ ବର୍ଷକୁ ଦୁଇଥର କରିବାରେ କୌଣସି ଅସୁବିଧା ନାହିଁ।

ରିପୋର୍ଟ ଅନୁସାରେ ଭାରତୀୟ କ୍ରିକେଟ ବୋର୍ଡ ୨୦୨୩ରେ ଥିବା ଆଇପିଏଲକୁ ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ କରିବ ବୋଲି ଭାବିଥିଲା।ମାତ୍ର ରବି ଶାସ୍ତ୍ରୀଙ୍କ କଥାଏ ଉପରେ ଯଦି ଭାରତୀୟ କ୍ରିକେଟ ବୋର୍ଡ ଧ୍ୟାନ ଦେବ ତା ହେଲେ ଆମେ ବର୍ଷକୁ ଦୁଇ ଥର ଆଇପିଏଲ ଦେଖିବାକୁ ପାଇବା।ଏବେ ସମଗ୍ର କ୍ରିକେଟରେ ଲିଗ ମ୍ୟାଚ ହିଁ ସବୁଠାରୁ ଚାହିଦାରେ ରହିଛି ତେଣୁ ଆଇପିଏଲକୁ ଦୁଇ ଥର କରିବାରେ କୌଣସି ଅସୁବିଧା ନାହିଁ ବୋଲି ଶାସ୍ତ୍ରୀ କହିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କ ମତ କଣ ତାହା କମେଣ୍ଟ ବକ୍ସରେ ଜଣେଇପାରିବେ

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *