Breaking news: LPG ସିଲିଣ୍ଡର, PM କିଷାନ ଯୋଜନା ଏବଂ ମୌସୁମୀକୁ ନେଇ ଆସିଲା ବଡ଼ ଅପଡେଟ

ଆଜି ଆମେ ଆପଣ ମାନଙ୍କ ପାଖରେ ଆଜିର ଖବର ନେଇକି ଆସିଛୁ। ଆଜିର ବଡ଼ ଖବର ଆପଣ ମାନଙ୍କ ପାଖରେ ପହଂଚିବ ଯାହା କି ଆପଣ ମାନଙ୍କର ହିତରେ ଲାଗିପାରେ ଆଉ ଆପଣ ଯଦି ଏପରି ଖବର ଆଗକୁ ବି ଜାଣିବାକୁ ଚାହାନ୍ତି ତାହେଲେ ଆପଣ ଆମ ମାନଙ୍କ ସହ ଯୋଡି ହୋଇ ରୁହନ୍ତୁ। ତେବେ ଚାଲନ୍ତୁ ଆରମ୍ଭ କରିବା ଆଜିର ବଡ଼ ଖବର।

Google

ଆଜିର ପ୍ରଥମ ଖବର ହେଉଛି କି ପିଏମ କିଷାନ ଯୋଜନା ଦ୍ୱାରା ପ୍ରତ୍ୟେକ ଚାଷୀକୁ ମିଳିବ ୩୦୦ ଟଙ୍କା। ଏହା ବାବଦରେ ଅଧିକ ଜାଣିବା ତ ଆଉ ଆମ ଚାଷୀ ମାନେ କେବଳ ଯେ ବର୍ଷକୁ ୬୦୦୦ ଟଙ୍କା ପାଇବେ ତାହା ନୁହଁ ବରଂ ଉଚିତ ନାମଧାରଣ କରିବା ପରେ ସେମାନେ ପ୍ରତି ମାସ ୩୦୦୦ ଟଙ୍କା ପାଇ ପାରିବେ। ଏଥିପାଇଁ କିଛି ବି କାଗଜ ଅଥବା ଅନ୍ୟ ପତ୍ର ମାନଙ୍କର ଆବଶ୍ୟକତା ନାହିଁ ବାସ ଆପଣଙ୍କର ୬୦ ବର୍ଷରୁ ଅଧିକ ବୟସ ହେବା ପରେ ଆପଣ ଏଥିରେ ନିଜର ନାମ ରେଜିଷ୍ଟ୍ରେସନ କରିପାରିବେ ଆଉ ପ୍ରତି ମାସ ୩୦୦୦ ଟଙ୍କା ନେଇ ପାରିବେ।

ଆପଣଙ୍କୁ ପ୍ରତି ୪ ମାସରେ ଥରେ କିସ୍ତି ବି ମିଳିପାରିବ। ଆପଣଙ୍କୁ ବାସ ଏଥିରେ ନିଜର ନାମ ପଞ୍ଜିକରଣ କରିବାର ଅଛି। ଏଥିରେ ୬୦ ବର୍ଷରୁ ଉର୍ଦ୍ଧ୍ବ ଥିବା ଚାଷୀ ମାନେ ଲାଭ ପାଇବେ ଆଉ ତାହା ସହ ୧୮ ବର୍ଷରୁ ୪୦ ବର୍ଷ ଭିତରେ ଥିବା ଚାଷୀ ମାନେ ବି ଏହାଦ୍ୱାରା ଲାଭ ପାଇ ପାରିବେ। ତେବେ ୬୦ ବର୍ଷ ପରେ ସେମାନଙ୍କୁ ପେନସନ ମିଳିବ ଯାହା କି ତାଙ୍କର ବାର୍ଷିକ ମୂଲ୍ୟ ଦାନ ପରେ ମିଳିବ।

Google

୨:- ଲଘୁଚାପରେ ପରିବର୍ତ୍ତିତ ହେବାକୁ ଯାଉଛି ବଙ୍ଗୋପସାଗରରେ ସୃଷ୍ଟି ହେଇଥିବା ଘୁର୍ଣ୍ଣିବଳୟ। ଆସୁଥିବା ୪ ଦିନ ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା। ଓଡ଼ିଶାର ୯ଟି ଜିଲ୍ଲାକୁ ରେଡ଼ ୱାର୍ନିଙ୍ଗ ଜାରି କରାଯାଇଛି। ଓଡିଶାକୁ ଆସୁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଉ ତାହା ଏଯାଏ ଦକ୍ଷିଣ ଓଡିଶାରେ ନିଜର ପାଦ ଥାପି ରହିଛି। ମାଲକାନଗିରି, କୋରାପୁଟ,ନବରଙ୍ଗପୁର, ବୌଦ୍ଧ, ବଲାଙ୍ଗୀର, ଗଜପତି, ଗଂଜାମ ଇତ୍ୟାଦି ଜିଲ୍ଲା ମାନଙ୍କରେ ବର୍ଷା ଆରମ୍ଭ ହେଇ ଯାଇ ସାରିଛି। ଏଠାରେ କିଛି କିଛି ସ୍ଥାନ ମାନଙ୍କରେ ପ୍ରବଳ ବର୍ଷା ସହ ଘଡଘଡି ହେବାର ସମ୍ଭାବନା ଅଛି।ଏହି ସ୍ଥାନ ମାନଙ୍କରେ ବନ୍ୟା ପରିସ୍ଥିତି ବି ସୃଷ୍ଟି ହେଇପାରେ।ଏହା ବ୍ୟତୀତ ଅନ୍ୟ କିଛି ଜିଲ୍ଲା ମାନଙ୍କରେ ବି ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।

Google

LPG ଗ୍ରାହକ ମାନଙ୍କ ନିମନ୍ତେ ଖୁସି ଖବର:- ଏବେ ଆପଣ କେଉଁ ବି ଡିଷ୍ଟ୍ରବୁଟର ପାଖରୁ ନିଜର ଗ୍ୟାସ ଭରି ପାରିବେ। ଅର୍ଥାତ ଯଦି ଆପଣ ନିଜର ବର୍ତ୍ତମାନର ଡ଼ିଷ୍ଟ୍ରିବୁଟର ଉପରେ ଖୁସି ନାହାନ୍ତି ଅଥବା ତାହା ଠାରୁ ଅଧିକ ଚିନ୍ତିତ ଅଛନ୍ତି ତାହେଲେ ଆପଣ ଏବେ କେଉଁ ବି ଡ଼ିଷ୍ଟ୍ରିବୁଟରଙ୍କ ପାଖରୁ ନିଜର ସିଲିଣ୍ଡର ଭରି ପାରିବେ। ତେବେ ଏଲପିଜି ତଥା ନ୍ୟାଚୁରାଲ ଗ୍ୟାସ କମିଟି ତରଫରୁ ଏହା ଗ୍ରାହକ ମାନଙ୍କୁ କୁହାଯାଇଛି କି ସମସ୍ତ ଗ୍ରାହକ ମାନଙ୍କୁ ତାଙ୍କ ନିଜର ନିଷ୍ପତ୍ତି ନେବାର ଅଧିକାର ଦିଆଯାଉ। ସେମାନେ କେଉଁ ଡିଷ୍ଟ୍ରିବ୍ୟୁଟର ଦ୍ୱାରା ନିଜର ମାର୍କେଟିଂ କରେଇବାକୁ ଚାହାନ୍ତି ତାଙ୍କୁ ନିଜ ଠିକଣା ସାହାଯ୍ୟରେ କରେଇ ପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *