IPL ୨୦୨୧କୁ ନେଇ ବଡ଼ ଅପଡେଟ: ଏହି କାରଣରୁ IPL ଆରମ୍ଭର ଦୁଇ ମାସ ପୂର୍ବରୁ UAE ଯିବେ ସବୁ ଦଳ

କ-ରୋ-ନା କାରଣରୁ ପୋଷ୍ଟପନଡ଼ ହୋଇଥିବା ଆଇପିଏଲ ୨୦୨୧ର ବାକିଥିବା ୩୧ ମ୍ୟାଚ ୟୁଏଇରେ ଖେଳାଯିବ ବୋଲି ଜଣା ଯାଇଛି। ସବୁ ଟିମ ମଧ୍ୟ ଏହାର ପ୍ରସ୍ତୁତିରେ ଲାଗିଛନ୍ତି। ଏହା ମଧ୍ୟରେ ୬ ଜୁଲାଇକୁ ଟିମର ଅଧିକାରୀ ୟୁଏଇ ଯିବେ। ସେଠାରେ ସେମାନେ କ-ରୋ-ନା ପ୍ରୋଟୋକଲ, ହୋଟେଲ ବୁ-କି-ଙ୍ଗ ଓ ଅ-ନ୍ୟା-ୟ କାର୍ଯ୍ୟକୁ ଅନ୍ତିମ ରୁପ ଦେବେ। ଆଇପିଏଲର ବାକିଥିବା ମ୍ୟାଚ ୧୯ ସେପ୍ଟେମ୍ବରରୁ ୧୫ ଅକ୍ଟୋବର ମଧ୍ୟରେ ୟୁଏଇରେ ଖେଳାଯିବ। ତଥାପି ଏବେ ପର୍ଯ୍ୟନ୍ତ ବିସିସିଆଇ ପକ୍ଷରୁ ଏହାର କୌଣସି ସିଡ୍ୟୁଲ ଜାରିହୋଇନାହିଁ।

Google

ନ୍ୟୁଜ ଏଜେନ୍ସି ଏଏନଆଇ ସହିତ କଥା ହୋଇ ଟିମର ଜଣେ ଅଧକାରୀ କହିଛନ୍ତିକି ଏବେ ୟୁଏଇ ଯିବା ଜରୁରୀ। କାରଣ ପୂର୍ଵ ଥର ଅପେକ୍ଷା ଏଥର ସ୍ଥିତି କିଛି ଅଲଗା ଅଟେ। କାରଣ ଏଥର ଷ୍ଟାଡିୟମରେ ଦର୍ଶକଙ୍କୁ ଆସିବାର ଅନୁମତି ଦିଆଯାଇପାରେ। ଏଥିପାଇଁ ୟୁଏଇ ସୀମା ଖୋଲାଯାଇପାରେ। ସେଥିପାଇଁ ବ୍ଲକ ବୁ-କି-ଙ୍ଗକୁ ନେଇ ଅଶୁବିଧା ହୋଇପାରେ ଓ ବାୟୋ ବବୁଲ ତିଆରି କରିବା ମଧ୍ୟ କଷ୍ଟ-କର ହେବ।

ଜଣେ ଅନ୍ୟ ଅଧିକାରୀ କହିଛନ୍ତି ଆମେ ବିସିସିଆଇକୁ ଆଗରୁ ଯାତ୍ରା କରିବା ପାଇଁ କହିଥିଲୁ କିନ୍ତୁ ମଞ୍ଜୁରୀ ମିଳିବା ପାଇଁ ସମୟ ଲାଗିବ। ପୂର୍ବବର୍ଷ ୟୁଏଇରେ ଟିମର ରହିବାର ଭଲ ବ୍ୟବସ୍ଥା କରଯାଇଥିଲା କିନ୍ତୁ ଏଥର ଆମେ ଏହାକୁ ଆଉ ଭଲ କରିବାକୁ ଚେଷ୍ଟା କରିବୁ। ଏହି କାରଣ ଅଟେକି ଆମେ ଏହି ସବୁ କଥା ପାଇଁ ଆଗରୁ ୟୁଏଇ ଯିବୁ।

Google
ଟିମ ହୋଟେଲ ବୁକିଙ୍ଗର ଡିଲ ଜଲ୍ଦି ଫାଇନାଲ କରିବାକୁ ଚାହୁଁଛି:

ଆଉ ଏକ ଟିମର ଅଧିକାରୀ କହିଛନ୍ତି ଏଥର ଆଇପିଏଲ ପାଇଁ ଟିମ ଅନ୍ୟ ଏକ ହୋଟେଲ ନେବାକୁ ଚାହୁଁଛନ୍ତି।ସେଥିପାଇଁ ଆମେ ଅଗଷ୍ଟ ପର୍ଯ୍ୟନ୍ତ ଅପେକ୍ଷା ନକରି ଏହାର ଡିଲ ଏବେ କରିବାକୁ ଚାହୁଁଛୁ। ଏହା ଏଥିପାଇଁକି ହୋଟେଲରେ ରହିବାକୁ ଥିବା ଷ୍ଟାପ ମାନଙ୍କ ବାୟୋବବୁଲ ପୂର୍ବରୁ କ-ରୋ-ନା ଟେଷ୍ଟ ହେବ। ସେଥିପାଇଁ ଆମେ ଜଲ୍ଦି ଯାଇ ହୋଟେଲ ବାଛିବୁ ଓ ଅନ୍ୟ କାର୍ଯ୍ୟ କରିବୁ।

ଆଇପିଏଲର ବାକିଥିବା ମ୍ୟାଚ ୧୯ ସେପ୍ଟେମ୍ବରକୁ ଆରମ୍ଭ ହୋଇପାରେ:

ଆଇପିଏଲ ୨୦୨୧ର ବାକିଥିବା ୩୧ ମ୍ୟାଚ ୧୯ ସେପ୍ଟେମ୍ବରରୁ ୟୁଏଇରେ ହୋଇପାରେ ଓ ଫାଇନାଲ ୯ ବା ୧୦ ଅକ୍ଟୋବରକୁ ଖେଳାଯାଇପାରେ। ଏହାର ଠିକ ପରେ ଭାରତରେ ଟି-୨୦ ବିଶ୍ୱକପ ଖେଳାଯିବାର ଅଛି ତେଣୁ ଟିମ ବିଦେଶୀ ଖେଳାଳିଙ୍କୁ ଉପଲବ୍ଧ କରାଇବାକୁ ନେଇ ଚିନ୍ତିତ ଅଛନ୍ତି। କାରଣ ଇଂଲଣ୍ଡ ଛଡା ଅନ୍ୟ ଦେଶର ଅନେକ ଖେଳାଳି ଆଇପିଏଲର ବାକିଥିବା ମ୍ୟାଚ ଖେଳିପାରିବେନି ବୋଲି କହିଛନ୍ତି। କହିରଖିବୁ କିଛି ଖେଳାଳି କ-ରୋ-ନାରେ ସଂକ୍ରମଣ ହେବା ପରେ ଆଇପିଏଲ ୨୦୨୧କୁ ମଇ ୪ରେ ସ୍ଥଗିତ କରିଦିଆଯାଇଥିଲା।

Google
ଆଇପିଏଲ ପାଇଁ ସିପିଏଲ ସେଡ୍ୟୁଲରେ ପରିବର୍ତ୍ତନ:

ଏହା ମଧ୍ୟରେ ବିସିସିଆଇ ଓ ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ମଧ୍ୟରେ ଚର୍ଚା ପରେ ସିପିଏଲର ସେଡ୍ୟୁଲ ବଦଳାଯାଇଛି।ପୂର୍ବରୁ ସିପିଏଲ ୨୮ ଅଗଷ୍ଟରୁ ୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଖେଳାଯିବାର ଥିଲା। ଭାରତ ଚାହୁଁଥିଲାକି ଏହା ୧୯ ସେପ୍ଟେମ୍ବର ପୂର୍ବରୁ ହେଇଯାଉ। କାରଣ ଯେପରି ଆଇପିଏଲ ଓ ସିପିଏଲ ଖେଳିବାକୁ ଥିବା ଖେଳାଳିଙ୍କ ମଧ୍ୟରେ ଯେପରି ଅସୁବିଧା ନହେଉ। ସେଥିପାଇଁ ସିପିଏଲର ସେଡ୍ୟୁଲ ବଦଳାଇଦିଆଯାଇଛି। ଏବେ ସିପିଏଲ ୨୮ ରୁ ନହୋଇ ୨୬ ଅଗଷ୍ଟରୁ ହେବ ଓ ଆଇପିଏଲ ଆରମ୍ଭର ୩ ଦିନ ପୂର୍ବରୁ ଶେଷ ହୋଇଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *