ରବି ଶାସ୍ତ୍ରୀଙ୍କ ବୟାନ ସୃଷ୍ଟି ହେଲା ହଲଚଲ! IPL ଜଲ୍ଦି ହୋଇପାରେ ଐତିହାସିକ ପରିବର୍ତ୍ତନ, ଜାଣନ୍ତୁ ସମ୍ପୂର୍ଣ୍ଣ

ବ୍ୟୁରୋ ରିପୋର୍ଟ: ଭାରତୀୟ ପୂର୍ଵ କୋଚ ରବି ଶାସ୍ତ୍ରୀ କହିଛନ୍ତି ଯଦି ଗୋଟେ ବର୍ଷରେ ଆଇପିଏଲର ଦୁଇଟି ଅଲଗା ଅଲଗା ସିଜନ ହେବ ତେବେ ସେ ଆଶ୍ଚର୍ଯ୍ୟ ହେବେ ନାହିଁ। ଅଧିକ ଆଇପିଏଲ ମ୍ୟାଚର ଟିଭି ଦାବିକୁ ଦ୍ୱିତୀୟ ସିଜନରେ ପୁରା କରାଯାଇପାରେ। ଶାସ୍ତ୍ରୀ କହିଛନ୍ତି ,ମତେ ଲାଗୁଚି ଆପଣ ଦୁଇଟି ଆଇପିଏଲ ସିଜନ ଆୟୋଜନ କରିପାରିବେ। ଏହା ଦ୍ଵାରା ମତେ କୌଣସି ଆଶ୍ଚର୍ଯ୍ୟ ହେବେ ନାହିଁ। ଯଦି ଦୀପକ୍ଷ ସିରିଜ କମ ହୋଇଯିବ ତେବେ ଆପଣଙ୍କ ପାଖରେ ଆଇପିଏଲ ପାଇଁ ଅଧିକ ସମୟ ବଂଚିବ ଓ ବିଶ୍ୱକପ ଭଳି ଅଧିକ ଆରମ୍ଭ ଖେଳ ହୋଇପାରିବ। ଯାହାକି ବିଜେତାର ଫଇସଲା କରିବ”।

Google

ରବି ଶାସ୍ତ୍ରୀଙ୍କର ଆଶ୍ଚର୍ଯ୍ୟ କଲାଭଳି ବୟାନ:

ରବି ଶାସ୍ତ୍ରୀ କହିଛନ୍ତି,”୧୦ ଟିମ ମାନଙ୍କ ମଧ୍ୟରେ ଏହି ପ୍ରତିଯୋଗୀତା ଭବିଷ୍ୟତରେ ୧୨ ଟିମ ପର୍ଯ୍ୟନ୍ତ ଯାଇପାରେ। ଯାହାର ସିଡ୍ୟୁଲ ଦେଢ଼ ରୁ ଦୁଇ ମାସ ପର୍ଯ୍ୟନ୍ତ ରହିବ”। ୮୦ ଟେଷ୍ଟ ଓ ୧୫୦ ଏକଦିବସିୟ ମ୍ୟାଚ ଖେଳିବା ଵାଲା ପୂର୍ଵ ଭାରତୀୟ ଅଲରାଉଣ୍ଡର ରବି ଶାସ୍ତ୍ରୀଙ୍କ ମାନିବା ଅଟେକି ଆଇପିଏଲର ବିକାଶ ଖେଳ ପାଇଁ ବେଶ ଭଲ ଅଟେ। ଏହା ସବୁ ସମ୍ଭବ କାରଣ ଏହା ପଇସା ଓ ସନମାନ ସହିତ ପ୍ରେରିତ ଅଟେ। ଏହି ପ୍ରକାଶ ଆରମ୍ଭ ପାଇଁ ଦାବି ବଡ଼ ଅଟେ।

ଆଇପିଏଲରେ ଜଲ୍ଦି ହୋଇପାରେ ଐତିହାସିକ ପରିବର୍ତ୍ତନ:

Google

ଶାସ୍ତ୍ରୀ କହିଛନ୍ତି,”ଆଇପିଏଲର ବିସ୍ତାର କରାଯାଇପାରିବ,ଏହା ଖେଳ ପାଇଁ ବହୁତ ଭଲଅଟେ। ଖେଳାଳି,ପ୍ରସାରକ ଓ ଟିମର ଆଖ ପାଖରେ କାମ କରୁଥିବା ଲୋକଙ୍କ ପାଇଁ ଏହା ଭଲ ହେବ। ଆଇପିଏଲ ନିଜେ ଏକ ଇଣ୍ଡଷ୍ଟ୍ରି ଅଟେ”।ଅଲରାଉଣ୍ଡର ବେନ ଷ୍ଟୋକ ତିନୋଟି ଯାକ ଫର୍ମାଟ ପାଇଁ କାମ ଭାର କମ କରିବା ପାଇଁ ଏକଦିବସିୟ ଫର୍ମାଟରୁ ସନ୍ୟାସ ନେଇଥିଲେ। ଏହାକୁ ନେଇ ଖେଳର କାର୍ଯ୍ୟକ୍ରମକୁ ନେଇ ଅନେକ ଚର୍ଚ୍ଚା ବି ହୋଇଥିଲା। ଶାସ୍ତ୍ରୀଙ୍କ ମାନିବା ଅଟେକି ଦୀପକ୍ଷ ଟି-୨୦ ମ୍ୟାଚ କମ କରାଯିବାଆବଶ୍ୟକ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି. ପାରିବେ ।

Leave a Reply

Your email address will not be published. Required fields are marked *