ରୋହିତ ନୁହେଁ କି ପନ୍ତ ନୁହେଁ, ଜିମ୍ବାୱେ ବିପକ୍ଷରେ ଧାୱନ ବନିଲେ ଭାରତର କ୍ୟାପଟେନ! ପଢନ୍ତୁ ରିପୋର୍ଟ

ଭାରତ ଜିମ୍ବାୱେ ବିପକ୍ଷ ହେବାକୁ ଥିବା ୩ ଟି ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସେହି ଟିମରେ ରହିଛନ୍ତି ଶିଖର ଧାୱନ,ଋତୁରାଜ ଗାଇକୱାଡ଼, ଶୁଭମନ ଗିଲ,ଦୀପକ ହୁଡ୍ଡା,ରାହୁଲ ତ୍ରିପାଠୀ, ଇସାନ କିଷାନ, ୱିକେଟ କିପର ସଂଜୁ ସାମସନ,ୱାସିଙ୍ଗଟନ ସୁନ୍ଦର, ସାର୍ଦୁଲ ଠାକୁର,କୂଳଦୀପ ଯାଦବ,ଅକ୍ସର ପଟେଲ,ଆଭେଶ ଖାନ,ମହମ୍ମଦ ସାମୀ ,ଦୀପକ ଚାହର।

Google

ଦୀପକ ଚହରଙ୍କୁ ଟିମରେ ନିଆ ଯାଇଛି ଯିଏ କି ବହୁତ ସମୟ ଧରି ଆନ୍ତର୍ଜାତୀୟ କ୍ରିକେଟ ଏବଂ IPL ରୁ ଦୂରରେ ଥିଲେ । ସେ ନିଜ ସ୍ଥାନକୁ ପୁଣି ପ୍ରତ୍ୟାବର୍ତ୍ତନ କରିଛନ୍ତି। କଥା ହେଉଛି କି ଏହି ଟିମରେ ନା ରୋହିତ ଶର୍ମା ଅଛନ୍ତି ନା ଋଷଭ ପନ୍ତ ଅଛନ୍ତି ନା ବିରାଟ କୋହଲି ଅଛନ୍ତି ନା ଦିନେଶ୍ କାର୍ତ୍ତିକ ଅଛନ୍ତି।ଏହି ଟିମରେ ଭାରତର ସବୁ ବଡ ବଡ ଖେଳାଳି ମାନଙ୍କୁ ବିଶ୍ରାମ ଦିଆ ଯାଇଛି।

ଭାରତର ଭରସା ଯୋଗ୍ୟ ବୋଲର ବୁମରାଙ୍କୁ ମଧ୍ୟ ବିଶ୍ରାମ ଦିଆ ଯାଇଛି। ଏହି ଟିମରେ ରାହୁଲ ମଧ୍ୟ ନାହାନ୍ତି।ରାହୁଲଙ୍କୁ ଟିମକୁ ଆସିବାକୁ ହେଲେ ଆହୁରି ଅଧିକ ସମୟ ଅପେକ୍ଷା କରିବାକୁ ପଡିବ ବୋଲି କୁହା ଯାଇଛି। । ଖାଲି ଟିମ ଘୋଷଣା କରାଯାଇଛି।ତେଣୁ ଆପଣ ଏହା ଜାଣି ରଖନ୍ତୁ ଯଦି ରାହୁଲଙ୍କ ଟିମ ଇଣ୍ଡିଆର ଟିମରେ ସାମିଲ କରାଯିବ ତାହେଲେ ତାହା ହେଉଛି ଆଗକୁ ଥିବା ଏସିଆ କପରେ ହୋଇପାରେ।

Google

ତେଣୁ କୁହା ଯାଇଛି ସେମିତି କିଛି ବଡ ଖେଳାଳି ମାନଙ୍କର ନାମ ଏହି ଟିମରେ ନାହିଁ ତେଣୁ ଆପଣ ମାନି କି ଚାଲନ୍ତୁ କି ଏହି ଟିମରେ ରଖା ଯାଇଥିବା ପିଲା ମାନଙ୍କୁ ଏସିଆ କପରେ ସ୍ଥାନ ଦିଆଯାଇପାରେ। କାରଣ ଏହି ଟିମରେ ଭାରତର କୌଣସି ବଡ ଖେଳାଳି ମାନଙ୍କର ନାମ ନାହିଁ।

ଭାରତରେ ଖେଳାଳି ମାନଙ୍କର ଆଉ ଅଭାବ ନାହିଁ।ତେଣୁ ସମସ୍ତଙ୍କୁ କିପରି ସୁଯୋଗ ମିଳିବ ସେଥିପାଇଁ ବଡ ଖେଳାଳି ମାନଙ୍କୁ କିଛି ମ୍ୟାଚ ମାନଙ୍କରେ ବିଶ୍ରାମ ଦିଆଯାଇ ଥାଏ। ସେହି ବିଶ୍ରାମ ଦିଆ ଯାଇଥିବା ଖେଳାଳି ମାନଙ୍କ ମଧ୍ୟ ରୋହିତ ଶର୍ମା,ବିରାଟ କୋହଲି, ଋଷଭ ପନ୍ତ, ରାହୁଲ, ବୁମରା ମଧ୍ୟ ରହିଛି।ଯେଉଁମାନେ କି ଏସିଆ କପ ଖେଳିବା ପ୍ରାୟ ସୁନିଶ୍ଚିତ ଅଟେ।

ତେବେ ଶିଖର ଧାୱନ ଜଣେ ଉଚ୍ଚକୋଟୀର ଖେଳାଳି ଅଟନ୍ତି। ସେ ଅନେକ ମ୍ୟାଚ ବିଜୟୀ ପାରି ଖେଳିଛନ୍ତି। ସେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ODI ରେ ଭାରତୀୟ ଦଳର ଅଧିନାୟକ ଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *