ବ୍ୟୁରୋ ରିପୋର୍ଟ: ଦେଶରେ କେତେକ ଜିନିଷର ମୂଲ୍ୟରେ ବୃଦ୍ଧି ହେବା ପରେ ଏବେ ମୋଟର ସାଇକେଲ ମୂଲ୍ୟ ବି ବଢିଛି। କିଛି ଦିନ ତଳେ ଓଲା ତାର ଇଭି ସ୍କୁଟର ଦାମ ବୃଦ୍ଧି କରିଥିଲା। କାର ଗୁଡ଼ିକର ଦାମ ମଧ୍ୟ ବୃଦ୍ଧି କରିଥିଲା ଟାଟା। ଏବେ ବାଇକର ମୂଲ୍ୟ ବୃଦ୍ଧି କରିଛି ବଜାଜ।

ଜାଣନ୍ତୁ ପାଖାପାଖି କାହାର କେତେ ଦାମ ବଢିଛି:
୧. CT110X: ପୂର୍ବ ଦାମ ଥିଲା ୬୫,୪୫୩ ବଢି ହୋଇଛି ୬୬,୨୯୮।
୨. ପ୍ଲାଣ୍ଟିନା 100 ES ଡ୍ରମ ଭାରିଏଣ୍ଟ: ପୂର୍ବରୁ ୬୧,୧୫୨ ବଢି ହୋଇଛି ୬୩,୧୩୦। ସେହିପରି ପ୍ଲାଣ୍ଟିନା 110 ES ଡ୍ରମ ଭାରିଏଣ୍ଟର ଦାମ ୬୫,୪୯୧ ରୁ ବଢି ହୋଇଛି ୬୬,୩୧୭। ସେହିପରି ବଜାଜ ପ୍ଲାଣ୍ଟିନା 110 ES ଡିକସ ଭାରିଏଣ୍ଟର ଦାମ ୬୯,୨୧୬ ହୋଇଛି।
୩. ବଜାଜ ଆଭେଂଜର ବାଇକର ଦାମ ବଢିଛି। ଆଭେଂଜର 160 ର ଦାମ ୧,୧୧,୮୨୭ ହୋଇଛି। ଆଭେଂଜର 220 ର ଦାମ ୧,୩୮,୩୬୮ ହୋଇଛି।

ଚାର୍ଟରେ ଦେଖନ୍ତୁ:

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।