ସୁଶାନ୍ତ ଏବଂ ତାଙ୍କ ଗାର୍ଲଫ୍ରେଣ୍ଡ ରିୟାଙ୍କ ଉପରେ ତିଆରି ହେବ ଫିଲ୍ମ, ବଡ଼ ପରଦାରେ ଦେଖାଯିବ ବଲିଉଡ଼ର ସତ୍ୟତା ।

biopic will be on Sushant & his girlfriend Rhea truth will be seen on the big screen, Bollywood, Sushant Singh Rajput, Nitidina, News

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୩ ମାସ ବିତିଗଲାଣି ଏବେ ପର୍ଯ୍ୟନ୍ତ କେସ କୌଣସି ନିର୍ଦ୍ଧିଷ୍ଟ ସିଦ୍ଧାନ୍ତରେ ପହଞ୍ଚିପାରିନି ।ସିବିଆଇ, ଏନସିବି ଓ ଇଡି ନିଜ ନିଜ ପ୍ରଣାଳୀରେ କେସର ଯାଞ୍ଚ କରୁଛନ୍ତି । ପଇସାର ଠକେଇ ଠୁ ନେଇ କେସ ଏବେ ଡ୍ରଗ୍ସ ମାମଲା ପର୍ଯ୍ୟନ୍ତ ପହଞ୍ଚିଲାଣି । ଯାହାକୁ ନେଇ ରିୟା ଚକ୍ରବର୍ତ୍ତୀ ନିଜ ଭାଇ ସହ ଜେଲରେ ଅଛନ୍ତି । ସୂତ୍ର ଅନୁସାରେ କେସକୁ ଦେଖି ଓ ରିୟାଙ୍କୁ ବିବାଦକୁ ଦେଖି ଅନେକ ଫିଲ୍ମ ନିର୍ମାତା ଏହା ଉପରେ ଏକ ବାୟୋପିକ ଫିଲ୍ମ ତିଆରି କରିବାକୁ ଭାବୁଛନ୍ତି । ଆପଣଙ୍କୁ କହିରଖିବି ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ନେଇ ତିଆରି ହେଉଥିବା ଫିଲ୍ମର ସୁଟିଂ ବହୁତ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ।

biopic will be on Sushant & his girlfriend Rhea truth will be seen on the big screen
Google
ରିୟାଙ୍କ କାହାଣୀ ଉପରେ ଛପାଯିବ ବହି:

ସୁତ୍ର ଅନୁସାରେ କିଛି ଫିଲ୍ମ ନିର୍ମାତା ରିୟାଙ୍କ କାହାଣୀ ଉପରେ ଫିଲ୍ମ ତିଆରି କରିବାକୁ ଚାହୁଁଛନ୍ତି । ଏହି ବାୟୋପିକ ପାଇଁ ଅନେକ ଫିଲ୍ମ ନିର୍ମାତା ବିଚାର କରୁଛନ୍ତି । କେବଳ ଏତିକି ନୁହେଁ ତାଙ୍କ ଉପରେ ଏକ ଡକୁମେଣ୍ଟ ବି ତିଆରି ହୋଇପାରେ । ଏହା ମଧ୍ୟରେ ଏକ ପତ୍ରକାର ମଧ୍ୟ ତାଙ୍କ ଉପରେ କିଛି ଛାପିବାକୁ ଚାହୁଁଛନ୍ତି । ସେ ଚାହୁଁଛନ୍ତି କି ଏହି ଅଭିନେତ୍ରୀଙ୍କ ଜୀବନୀ ସମସ୍ତେ ଜାଣନ୍ତୁ ।

ସୁଶାନ୍ତଙ୍କ ଉପରେ ମଧ୍ୟ ପ୍ରସ୍ତୁତ ହେଉଛି ଫିଲ୍ମ:

ଆପଣଙ୍କୁ କହିରଖିବୁ ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଜୀବନୀ ଉପରେ ଏକ ପ୍ରେରିତ ଫିଲ୍ମ ପ୍ରସ୍ତୁତ କରାଯାଉଛି । ତାଙ୍କ ଉପରେ ପ୍ରସ୍ତୁତ ହେଉଥିବା ଫିଲ୍ମର ନାମ “ସୁଇସାଇଡ଼ ଓ ମର୍ଡର” । ଏହି ଫିଲ୍ମର ସିଟିଂ ନୋଏଡାରେ ହେବ । ସୁଶାନ୍ତଙ୍କ ଏହି ଫିଲ୍ମର ନିର୍ମାତା ବିଜୟ ଶେଖର ପୁପ୍ତା ଅଟନ୍ତି । ସୁଶାନ୍ତଙ୍କ ଉପରେ ପ୍ରସ୍ତୁତ ଏହି ଫିଲ୍ମର ସୁଟିଂ ୧୭ ଅକ୍ଟୋବରରୁ ଆରମ୍ଭ ହେବ । ଫିଲ୍ମର ସୁଟିଂ ପୂର୍ବରୁ ଗ୍ରେଟର ନୋଏଡାରେ ଏକ କାଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି ।

biopic will be on Sushant & his girlfriend Rhea truth will be seen on the big screen
Google

ଏହି ଫିଲ୍ମରେ ସୁଶାନ୍ତଙ୍କ ରୋଲ ତାଙ୍କ ଭଳି ଦେଖାଯାଉଥିବା ସଚିନ ତିୱାରି କରିବେ ଓ ଫିଲ୍ମର ନିର୍ଦେଶନା ବିଜୟ ଶଙ୍କର ଗୁପ୍ତା କରିବେ । ଏହି ଫିଲ୍ମ ସହିତ ଜଡିତ ଲୋକଙ୍କ ପ୍ଲାନ ଏହାକି ଏହି ଫିଲ୍ମ ଡିସେମ୍ବର ଶେଷ ସପ୍ତାହ ମଧ୍ୟରେ ପ୍ରସ୍ତୁତ କରାଯିବ । ଯାହା ଦ୍ୱାରା ୨୬ ଜାନୁଆରୀକୁ ଫିଲ୍ମ ରିଲିଜ ହୋଇପାରିବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *