କଳା ଧନ : ମୋଦି ସରକାରଙ୍କର କଳା ଧନ ବିରୁଦ୍ଧରେ ବଡ ସଫଳତା, ସ୍ୟୁଇସ ବ୍ୟାଙ୍କରୁ ମିଳିଲା ଭାରତୀୟ ଖାତାଧିକାରୀମାନଙ୍କର ଦ୍ୱିତୀୟ ତାଲିକା ।

Black Money: Modi govt's huge success against black money Swiss bank

ନୂଆଦିଲ୍ଲୀ: କଳା ଧନର ବିରୁଦ୍ଧରେ ଲଢେଇରେ ସରକାରଙ୍କ ହାତରେ ଆଉ ଏକ ବଡ ସଫଳତା ମିଳିଛି। ଭାରତ ଓ ସୁଇଜରଲ୍ୟାଣ୍ଡ ମଧ୍ଯରେ କଳା ଧନର ସୂଚନା ଅନୁସାରେ: ଆଦାନ-ପ୍ରଦାନ ର ନୂଆ ବ୍ୟବସ୍ଥା ଦ୍ୱାରା ନିଜ ନାଗରିକ ମାନଙ୍କର ସ୍ୟୁଇସ ବ୍ୟାଙ୍କ ଖାତାର ଦ୍ୱିତୀୟ ତାଲିକା ସୁଇଜରଲ୍ୟାଣ୍ଡ ସରକାର ଠାରୁ ହାସଲ କରିଛି।ଅଧିକାରୀ ମାନେ ଏହି ସୂଚନା ଦେଇଛନ୍ତି।ସୁଇଜରଲ୍ୟାଣ୍ଡ କହିଛି କି ୮୬ ଦେଶ ସହିତ ୩୧ ଲକ୍ଷ ବିତିୟ ଖାତା ଗୁଡିକ ବିଷୟରେ ସୂଚନା ଦିଆଯାଇଛି।

Black Money: Modi govt's huge success against black money Swiss bank
Google

କହିଦେଉଛୁ କି ଏହା ପୂର୍ବରୁ ସୁଇଜରଲ୍ୟାଣ୍ଡ ସେପ୍ଟେମ୍ବର ୨୦୧୯ ରେ ଭାରତ ସହିତ ୭୫ ଦେଶ ସହିତ ସୂଚନା ବାଣ୍ଟିଥିଲା। କଳା ଧନ ସହ ଲଢେଇରେ ଏକ ବଡ ପଦକ୍ଷେପ ଭାବରେ ଭାରତକୁ ସ୍ୟୁଇସ ବ୍ୟାଙ୍କ ରେ ଥିବା ତାର ନାଗରିକ ମାନଙ୍କର ସୂଚନା ଦେଇଥିଲା।

ସୁଇଜରଲ୍ୟାଣ୍ଡ କହିଛି କି ୮୬ ଦେଶ ସହ ୩୧ ଲକ୍ଷ ବିତିୟ ଖାତାର ସୂଚନା ଦିଆଯାଇଛି। ଭାରତ ସେହି ୮୬ ଦେଶ ମଧ୍ୟରେ ସାମିଲ ଅଛି,ଯାହା ସହ ସୁଇଜରଲ୍ୟାଣ୍ଡ ର ସଙ୍ଘୀୟ କର ପ୍ରଶାସନ(ଏଫଟିଏ) ଏହି ବର୍ଷ ଏଇଓଆଇ ରେ ବୈସ୍ୟୁକ ଅଧିକାରୀ ଙ୍କ ଢାଞ୍ଚା ଭିତରେ ବିତିୟ ଖାତାର ସୂଚନା ଆଦାନ-ପ୍ରଦାନ କରିଛି।

।ଏକଟିଏ ଶୁକ୍ରବାର ଏକ ବୟାନ ରେ କହିଛି କି ଭାରତ କୁ ଏଇଓଆଇ (ସୂଚନା ର ସ୍ଵୟଂ ଚଳିତ ବିନିମୟ) ର ଅନୁସାରେ ସେପ୍ଟେମ୍ବର ୨୦୧୯ ରେ ସୁଇଜରଲ୍ୟାଣ୍ଡ ଠାରୁ ବିବରଣୀ ର ପ୍ରଥମ ସେଟ ମିଳିଥିଲା,ଯେବେ ଏଥିରେ ୭୫ ଦେଶ ସାମିଲ ଥିଲେ। ଏହି ବର୍ଷ ସୂଚନା ର ଆଦାନ-ପ୍ରଦାନ ରେ ପାଖାପାଖି ୩:୧ ମିଲିୟନ (୩୧ଲକ୍ଷ) ବିତିୟ ଖାତା ସାମିଲ ଥିଲେ। ଯଦିଓ ବକ୍ତବ୍ୟରେ ସ୍ପଷ୍ଟ ରୂପରେ ଭାରତର ନାମ ନଥିଲା। ଅଧିକାରୀ ମାନେ କହିଥିଲେ କି ଭାରତ ସେହି ପ୍ରମୁଖ ଦେଶ ମାନଙ୍କ ମଧ୍ୟରୁ ଅଟେ ଯାହାସହ ସୁଇଜରଲ୍ୟାଣ୍ଡ ସ୍ୟୁଇସ ବ୍ୟାଙ୍କର ଗ୍ରାହକ ମାନଙ୍କର ଓ ବିଭିନ୍ନ ଅନ୍ୟ ବିତିୟ ସଂସ୍ଥା ର ବିତିୟ ଖାତା ର ବିଷୟରେ ବିବରଣୀ ଦେଇଥିଲା।

୧୦୦ ରୁ ଅଧିକ ଭାରତୀୟ ନାଗରିକ ଓ ସଂସ୍ଥା ବିଷୟରେ ସୂଚନା:-

ଅଧିକାରୀ ମାନେ କହିଛନ୍ତି କିଏହି ବର୍ଷ ୮୬ ଦେଶ ସହିତ ସୁଇଜରଲ୍ୟାଣ୍ଡ ପଟରୁ ୩ ମିଲିୟନ ରୁ ଅଧିକ ବିତିୟ ଖାତାଗୁଡିକ ବିଷୟରେ ଜାନକାରୀ ର ସମୁଦାୟ ଆଦାନ-ପ୍ରଦାନ ରେ ଏକ ‘ବଡ ସଂଖ୍ୟା’ ଭାରତୀୟ ନାଗରିକ ଏବଂ ସଂସ୍ଥାରେ ସମ୍ବନ୍ଧିତ ଅଛି। ଅଧିକାରୀମାନେ କହିଲେ କି ସ୍ୟୁଇସ ଅଧିକାରୀମାନେ ଏକ ବର୍ଷ ପୂର୍ବରୁ ୧୦୦ ରୁ ଅଧିକ ଭାରତୀୟ ନାଗରିକ ଏବଂ ସଂସ୍ଥା ବିଷୟରେ ସୂଚନା ଦେଇଛନ୍ତି।

Black Money: Modi govt's huge success against black money Swiss bank
Google

ଏହି ମାମଲାରେ ଅଧିକ ପୁରୁଣା ଖାତା ସହ ସମ୍ୱନ୍ଧୀତ ରହିଛି। ଯାହା ୨୦୧୮ପୁର୍ବରୁ ବନ୍ଦ ହୋଇପାରିବ ଯାହା ପାଇଁ ସ୍ୱିଜରଲ୍ୟାଣ୍ଡ ଭାରତ ସହିତ ନିଜର ପ୍ରଶାସନିକ ସାହାଯ୍ୟର ଏକ ପୁରୁଣା ଢାଞ୍ଚାରେ ବିବରଣୀ ଦେଇଛି।କାହିଁକିନା ଭାରତୀୟ ଅଧିକାରୀ ମାନେ ଖାତାଧିକାରୀଙ୍କ ଦ୍ଵାରା ହୋଇଥିବା ପ୍ରଥମ ଭୁଲକୁ ଦୃଷ୍ଟିୟ ପ୍ରମାଣ ପ୍ରଦାନ କରିଥିଲା।ଏଇଓଆଇ କେବଳ ତାଙ୍କ ପାଇଁ ଲାଗୁ ରହିଥାଏ, ଯେଉଁ ଖାତା ୨୦୧୮ ମଧ୍ୟରେ ସକ୍ରିୟ କିମ୍ବା ବନ୍ଦ ଥିଲା।

କିଛି ମାମଲା ଏହାସହ ମଧ୍ୟ ଅଛି ସମ୍ୱନ୍ଧୀତ:-

ଏହା ମଧ୍ୟରୁ କିଛି ମାମଲା ଭାରତୀୟ ମାନଙ୍କ ଦ୍ଵାରା ବିଭିନ୍ନ ବିଦେଶୀ ନ୍ୟାୟାଳୟ ଯେମିତିକି ପାନାମା,ବ୍ରିଟିଶ ବର୍ଜିତ ଆୟର୍ଲ୍ୟାଣ୍ଡ,କେମେନ ଆଇଲେଡ୍ସ ସ୍ଥିତ ସଂସ୍ଥା ସହ ସାମଞ୍ଜସ୍ୟ ରହିଛି। ଯେଉଁଥିରେ ଅଧିକ ଵ୍ୟାପାରି,ରାଜନେତା ଓ ତତ୍କାଳୀନ ରୟାଲ ପରିବାରର ସଦସ୍ୟ ମଧ୍ୟ ସାମିଲ ଅଛନ୍ତି।ହେଲେ ଅଧିକାରୀମାନେ ଭାରତୀୟଙ୍କଥିବା ଖାତାରେ ଟଙ୍କା ର ବିବରଣୀ ଦେବାକୁ ମନାକରିଦେଲା। ସୁଇସ ଅଧିକାରୀଙ୍କ ଦ୍ଵାରା ଖାତା ଅଧିକାରୀଙ୍କ ନାମ ଓ ବିତିୟ ତଥ୍ୟ ଦିଆଯାଇଛି। ଯେଉଁଥିରେ ନାମ,ସ୍ଥାନ,ଜନ୍ମ, ଖାତା ଶେଷ ଓ ଆରମ୍ଭ ତାରିଖ ଆଦି କୁହାଯାଇଛି।

Black Money: Modi govt's huge success against black money Swiss bank
Google
କଣ କରଦତା ମାନେ ଠିକ ଭାବରେ କରିଛନ୍ତି ରିଟର୍ଣ୍ଣ:-

ଏକ୍ସଚେଞ୍ଜ ଯାଞ୍ଚଅନୁସାରେ ଅଧିକାରୀ ମାନଙ୍କୁ ଏହି ସତ୍ୟପିତ କରିବାର ଅନୁମତି ମିଳିବ କି କରଦାତା ମାନେ ଠିକ ଭାବରେ ନିଜ ଖାତାର ବିବରଣୀ ଦେଇ କର ଫେରାଇଛନ୍ତି। ଆଗାମୀ ଏକ୍ସଚେଞ୍ଜ ସେପ୍ଟେମ୍ବର ୨୦୨୧ ରେ ହେବ। ଏଫଟିଏ ନିଜ ବୟାନରେ କହିଛନ୍ତି କି ଏହି ବର୍ଷ ଏଇଓଆଇ ଅନୁସାରେ ୮୬ ଦେଶରେ ୧୧ ନୂଆ ଖାତାଧିକାର ସାମିଲ ଅଛନ୍ତି।ଅଙ୍ଗୁଇଲା,ଅରୁବା,ବହମା,ବହରିନ, ଗ୍ରୀନେଡା,ଇସ୍ରାଇଲ,କୁବେତ,ମର୍ସଲ ଆୟର୍ଲ୍ୟାଣ୍ଡ,ନାଉରୋ,ପନାମା ଓ ସଂଯୁକ୍ତ ଅରବ ଅମୀରାତ ଏହା ଛଡା ୭୫ ଟି ଦେଶଠାରୁ ଯାହାକୁ ପୂର୍ବ ବର୍ଷ ବିବରଣୀ ନିଆଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *