କଳାଟଙ୍କା !

କଳାଟଙ୍କା, Black Money, Real Story, Sad Song, Love Song, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend

କଳାଟଙ୍କା !

ଏମିତି ସେମିତି ଟଙ୍କା ନୁହେଁ ମୁଁ ଅଟେ କଳାଟଙ୍କା

ସଭିଙ୍କ ମୁହଁକୁ କରେ ମୁଁ ଫୁଲ ଓଲଟା ବଙ୍କା ।।

ମାରିଥାଏ ମୁଁ ଦେହରେ ଏମିତି ଟଙ୍କାର ଚେଙ୍କା

ଧରି ମୋତେ କୁହନ୍ତି ଇଏ ପରା କଳାଟଙ୍କା ।।

ମୋତେ ନେଇ ଦେଖନ୍ତି କିଏ କେତେ ପ୍ରକାର ସପନ

ତିଆରି କରନ୍ତି କେତେ ସୁନା,ରୂପା ଟନ୍ ଟନ୍ ।।

ମୋତେ ନେଇ କିଣନ୍ତି ନୂଆ ଡିଜିଟାଲ ସ୍ମାର୍ଟଫୋନ

କୁହନ୍ତି ଆମେ ସବୁ ହେବୁ ଜଣେ ଜଣେ ଡନ୍ ।।

କଳାଟଙ୍କା, Black Money, Real Story, Sad Song, Love Song, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend

ମୋତେ ନେଇ ନେତା ମାନେ ଖେଳନ୍ତି ଖେଳ

ବଳି ପଡେ ଶେଷେ ତାଙ୍କରି ଜୀବନ ବେଳ ।।

ମୋ ପାଇଁ ହୁଏ ପରା ସବୁଠି କିଣା ବିକା

ନିଜେ ଖାଆନ୍ତି ଶେଷେ ସବୁଠୁ ବଡ ଧୋକା ।।

କଳାଟଙ୍କା ପାଇଁ ରହିଛି ସୁଇସ୍ ବ୍ୟାଙ୍କ

ଦେଶ ଧ୍ବଂସ ପାଇଁ ଚଲାନ୍ତି କଳାଟଙ୍କର ଟ୍ୟାଙ୍କ।।

ମୋ ପାଇଁ ଗଠନ ହୋଇଛି ବଡ ବଡ ଗ୍ୟାଙ୍ଗ୍

ବସି ଶୁଣନ୍ତି ସବୁ ଏଠି ଗୀତ ବ୍ୟାଙ୍ଗ୍ ବ୍ୟାଙ୍ଗ୍ ।।

ମୋ ନିଜ ଭୁଲ ପାଇଁ - ମୁଁ ଦୋଷୀ, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthyପାଗଳ ସତ୍ୟ
ସତ୍ୟବାନ ନାୟକ
କୋଡଗମ୍ଭୀର,ଚଣ୍ଡିଗାଁ,ଚରମ୍ପା,ଭଦ୍ରକ

ଇ-ମେଲ: satyabannayak1995@gmail.com

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *