ଏହି ଅଭିନେତ୍ରୀଙ୍କୁ ବବି ଦେୱଲ ବହୁତ ଭଲ ପାଉଥିଲେ, ହେଲେ ଶେଷ ପରିମାଣ ଯାହା ହେଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ।

୮୦ ଓ ୯୦ ଦଶକରେ ନିଲମ ବଲିଉଡର ସଫଳ ଅଭିନେତ୍ରୀ ଥିଲେ। ବ୍ୟାଙ୍କକରେ ଜନ୍ମ ନେଇଥିବା ନିଲମ ୧୯୮୪ରେ ବଲିଉଡରେ ପାଦ ଦେଲେ ଓ ବହୁତ ଫିଲ୍ମରେ କାମ କରିଥିଲେ। ତାଙ୍କର ସବୁଠାରୁ ସଫଳ ଯୋଡି ଗୋବିନ୍ଦାଙ୍କ ସହ ଥିଲା। ହେଲେ ଦୁହିଁଙ୍କ ସମ୍ପର୍କ ନିଜ ଜୀବନ ଖୁବ ଚର୍ଚ୍ଚାରେ ରହିଥିଲା। ଏହାପରେ ଗୋବିନ୍ଦାଙ୍କ ସହ ତାଙ୍କ ସମ୍ପର୍କ ଭାଙ୍ଗିଲା ଓ ସେ ଧର୍ମେନ୍ଦ୍ରଙ୍କ ସାନ ପୁଅ ବବି ଦେୱଲଙ୍କ ନିକଟତର ହୋଇଯାଇଥିଲେ। ଏହି ଯୋଡି ନିଜ ରିଲେଶନକୁ ନେଇ ବହୁତ ସିରିୟସ ଥିଲେ ,ହେଲେ ଏମାନଙ୍କ ମିଳନ ହୋଇପାରିଲା ନାହିଁ।

Google

ନିଲମ ଓ ବବିଙ୍କ ଯୋଡି ତାଙ୍କ ବାପା ଧର୍ମେନ୍ଦ୍ରଙ୍କୁ ପସନ୍ଦ ନଥିଲା। ସେ ଚାହୁଁନଥିଲେ କି ତାଙ୍କର ପୁଅ ଏପରି ଆକ୍ଟରଙ୍କ ସହ ଘର ବନାନ୍ତୁ। ଏଥିପାଇଁ ସେ ବବିଙ୍କୁ ନିଲମଙ୍କ ପାଖକୁ ଯିବାକୁ ଅଟକାଇଥିଲେ। ମିଡ଼ିଆ ରିପୋର୍ଟ ମୁତାବକ,ବବି ନିଲମଙ୍କ ସହ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ ହେଲେ ଧର୍ମେନ୍ଦ୍ର କଣ୍ଟା ହୋଇ ରହିଲେ ଯାହାଫଳରେ ସେ ଦୁହେଁ ଅଲଗା ହୋଇଗଲେ।

Google

ନିଲମ ସହ ବ୍ରେକଅପକୁ ନେଇ କାହାକୁ ଦୋଷ ଦିଆଗଲାନାହିଁ। ସେ କହିଲେ କି ଦୁହେଁ ବିଚାର ବିମସ କରି ଅଲଗା ହୋଇଥିଲେ। ଏଥିରେ କାହାର ଦୋଷ ନାହିଁ।ଏହାପରେ ବବିଙ୍କ ବିବାହ ଏକ ବଡ ବିଜନେସମ୍ୟାନଙ୍କ ଝିଅ ତାନ୍ୟାଙ୍କ ସହ ହୋଇଥିଲା। ଅନ୍ୟପଟେ ନିଲମଙ୍କ ବିବାହ ଏକ ୟୁକେର ବିଜନେସମ୍ୟାନ ଋଷି ସେଠିଆ ସହ ହୋଇଥିଲା ଓ ଏହି ସମ୍ପର୍କ ବେଶି ସମୟ ରହି ନଥିଲା।ଏହାପରେ ନିଲମ ଟିଭି ଆକ୍ଟର ସମୀର ସୋନିଙ୍କୁ ନିଜର ଦ୍ଵିତୀୟ ପାର୍ଟନର କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *