ବଲିଉଡର ଏହି ଅଭିନେତ୍ରୀ ଛାଡପତ୍ର ପରେ ବଞ୍ଚୁଛନ୍ତି ଏପରି ଜୀବନ, ତିନି ନମ୍ବରରେ ଯିଏ ଅଛନ୍ତି ତାଙ୍କ କଥା ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ଏହି ଲିଷ୍ଟରେ ସର୍ବପ୍ରଥମେ ନାମ ଆସେ କରିସ୍ମା କପୁରଙ୍କର।କରିସ୍ମା କପୁର ବିଜନେସମ୍ୟାନ ସଞ୍ଜୟ କପୁର ସହ ବିବାହ କରିଥିଲେ। ହେଲେ କିଛି ବର୍ଷ ପରେ ୨୦୧୬ ରେ ଉଭୟଙ୍କ ଛାଡ଼ପତ୍ର ହୋଇଯାଇଥିଲା।

Google

ବଲିଉଡ ଅଭିନେତ୍ରୀ ମଲାଇକା ଅରୋଡା ଅରବାଜ ଖାନଙ୍କ ସହ ବିବାହର ୧୦ ବର୍ଷ ପରେ ଛାଡପତ୍ର ଦେଇଥିଲେ।ଆପଣଙ୍କୁ କହିଦେବୁ ଯେ ମଲାଇକା ଓ ଅର୍ବାଜଙ୍କ ପୁଅ ଯିଏ ତାଙ୍କ ମାଙ୍କ ସହ ରୁହନ୍ତି ନାହିଁ। ଆଜିକାଲି ମଲାଇକା ଅର୍ଜ୍ଜୁନ କପୁରଙ୍କୁ ଡେଟିଂ କରୁଥିବାର ଜଣାଯାଇଛି।

Google

ଏକ ସମୟରେ ସଂଗୀତା ବିଜଲାନି ଓ ସଲମାନ ଖାନଙ୍କ ଆଫେୟାର କଥା ସାମ୍ନାକୁ ଆସିଥିଲା। ହେଲେ ସଂଗୀତା କ୍ରିକେଟର ଆଜରୁଧୀନଙ୍କ ସହ ବିବାହ କରିଥିଲେ। ଦୁଇ ଜଣଙ୍କ ବିବାହ ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିଲା ନାହିଁ ଓ ୨୦୧୦ ରେ ଉଭୟଙ୍କ ଛାଡପତ୍ର ହୋଇଗଲା।

Google

ମନୀଷା କୌରାଲା ବିଜନେସମ୍ୟାନ ସମ୍ରାଟ ଦହଲଙ୍କ ସହ ବିବାହ କରିଥିଲେ। ବିବାହର ୨ ବର୍ଷ ପରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଗଲା। ଏହି ବର୍ଷ ତାଙ୍କ ୱେବସିରିଜ “ମସ୍କା” ରିଲିଜ ହୋଇଥିଲା।

ମହିମା ଚୌଧୁରୀ ୨୦୦୬ରେ ବବି ମୁଖାର୍ଜୀଙ୍କ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ମହିମା ନିଜ ବିବାହର ୭ ବର୍ଷ ପରେ ନିଜ ସ୍ୱାମୀଙ୍କ ଠାରୁ ଛାଡପତ୍ର ନେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *