ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ବରିଷ୍ଠ ଅଭିନେତା ଋଷି କପୁରଙ୍କ ପରଲୋକ ଘଟଛି

ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ବରିଷ୍ଠ ଅଭିନେତା ଋଷି କପୁରଙ୍କ ପରଲୋକ ଘଟଛି, Real Story, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend, Bollywood Super Star Rishi Kapoor Death, Rishi Kapoor No more, Bollywood Sad News

ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ବରିଷ୍ଠ ଅଭିନେତା ଋଷି କପୁରଙ୍କ ପରଲୋକ ଘଟଛି ।

ଚଳଚିତ୍ର ଜଗତ ପାଇଁ ଆଜି ଆଉ ଏକ ବଡ ଦୁଃଖଦ ଖବର । ଆରପାରିରେ ଭେଟେରାନ୍ ବଲିଉଡ୍ ଅଭିନେତା ରିଷି କପୂର ।

ବଲିଉଡ୍ ର ବରିଷ୍ଠ ଅଭିନେତା ଋଷି କପୁରଙ୍କ ପରଲୋକ ଘଟଛି । ଗୁରୁବାର ମୁମ୍ବାଇର ସାର୍ ଏଚଏନ ରିଲାଇନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଗତକାଲି ଅଭିନେତା ଇରଫାନ୍ ଖାନ୍ ଙ୍କ ଦେହାନ୍ତ ହୋଇଥିବା ବେଳେ ଆଜି ପୁଣି ଆସିଛି ଏକ ଦୁଃଖଦ ଖବର ।

ବଲିଉଡ୍ କୁ ଗୋଟିଏ ପରେ ଗୋଟିଏ ଝଟକା । ବୁଧବାର ଅଭିନେତା ଇରଫାନ୍ ଙ୍କ ମୃତ୍ୟୁ ଘଟିଥିଲା ବେଳେ ଗୁରୁବାର ଦୁନିଆକୁ ଅଲବିଦା କହିଛନ୍ତି ଭେଟେରାନ୍ ଅଭିନେତା ୠଷି କପୁର ।

ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ବରିଷ୍ଠ ଅଭିନେତା ଋଷି କପୁରଙ୍କ ପରଲୋକ ଘଟଛି, Real Story, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend, Bollywood Super Star Rishi Kapoor Death, Rishi Kapoor No more, Bollywood Sad News

ଦୀର୍ଘ ଦିନରୁ ଅସୁସ୍ଥ ଥିବା ୠଷି କପୁର ୬୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗ ବଲିଉଡରେ ଏକ ଅପୂରଣୀୟ କ୍ଷତି । କାରଣ ଜଣେ ଅଭିନେତା, ଫିଲ୍ମ ନିର୍ମାତା ଏବଂ ନିର୍ଦ୍ଦେଶକ ଭାବେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସେପ୍ଟେମ୍ବର ୪, ୧୯୫୨ରେ ୠଷି କପୁର ମୁମ୍ବାଇର ଚେମ୍ବୁରରେ ଜନ୍ମ ହୋଇଥିଲେ । ସେ ଅଭିନେତା, ନିର୍ଦ୍ଦେଶକ ରାଜ କପୁରଙ୍କ ଦ୍ୱିତୀୟ ପୁତ୍ର ଥିଲେ ।

ବୁଧବାର ଋଷି କପୁରଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଏହାପରେ ସେଠାରେ ତାଙ୍କୁ ନିଶ୍ୱାସ ନେବାରେ ବଡ଼ କଷ୍ଟ ଅନୁଭବ ହେଉଥିଲା ।

ଆଜି ସକାଳୁ ଅମିତାଭ ବଚ୍ଚନ ହିଁ ପ୍ରଥମେ ଋଷି କପୁରଙ୍କ ଦେହାନ୍ତ ନେଇ ଟ୍ୱିଟ କରିଥିଲେ । ଋଷିଙ୍କ ଦେହାନ୍ତ ପରେ ସେ ପୁରା ଭାଙ୍ଗି ପଡ଼ିଥିବା ଲେଖିଥିଲେ ଅମିତାଭ । ପରେ ପୁଣି ଟ୍ୱିଟ କୁ ହଟେଇ ଦେଇଥିଲେ ଅମିତାଭ ବଚ୍ଚନ ।

ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ବରିଷ୍ଠ ଅଭିନେତା ଋଷି କପୁରଙ୍କ ପରଲୋକ ଘଟଛି, Real Story, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend, Bollywood Super Star Rishi Kapoor Death, Rishi Kapoor No more, Bollywood Sad News

ଋଷି କପୁରଙ୍କ ଭାଇ ରଣଧୀର କପୁର ତାଙ୍କ ଭାଇଙ୍କର ଦେହାନ୍ତ ହୋଇଥିବା ପ୍ରଥମେ ସୂଚନା ଦେଇଥିଲେ । ମୃତ୍ୟୁବେଳକୁ ତାଙ୍କ ପାଖରେ ତାଙ୍କ ପତ୍ନୀ ନୀତୁ ସିଂହ, ଭାଇ ରଣଧୀର କପୁରଙ୍କ ସହିତ ପରିବାରର ଅନ୍ୟ ସମସ୍ତ ଲୋକମାନେ ଉପସ୍ଥିତ ଥିଲେ ।

ବଲିଉଡ୍ ରେ ଶୋକର ଛାୟା

ଋଷି କପୁରଙ୍କ ମୃତ୍ୟୁପରେ ବଲିଉଡ୍ କଳାକାରମାନେ ମଧ୍ୟ ଶୋକପ୍ରକାଶ କରିଛନ୍ତି । ଋଷି କପୁରଙ୍କ ମୃତ୍ୟୁପରେ ବଲିଉଡ୍ ରେ ଶୋକର ଛାୟା ଖେଳିଯାଇଛି । ଏମିତି ଲାଗୁଛି ୨୦୨୦ ମସିହା ଯେମିତି ସମସ୍ତଙ୍କ ଏକ ବିଗ୍ରହ ବର୍ଷ । କୋରୋନା ପାଇଁ ସାରା ଦେଶବାସୀ ହଇରାଣ ହେଉଥିଲା ବେଳେ ସରକାର କୋରୋନା ହଟେଇବା ପାଇଁ ଲଢେଇକରୁଛି । ଦେଶବାସୀଙ୍କ ସୁରକ୍ଷା ପାଇଁ ସରକାର ପ୍ରତି ସେକେଣ୍ଡ ଲଢେଇ କରୁଛି । ଅନ୍ୟପଟେ ଦେଶବାସୀ ଙ୍କର ଚାହିତା ବଲିଉଡ୍ ର ଦୁଇ କଳାକାର କୁ ୨ ଦିନରେ ହରେଇ ସାରିଲେଣି ।

ବୁଧବାର ବଲିଉଡ୍ ଅଭିନେତା ଇରଫାନ୍ ଖାନ୍ ଙ୍କର ପରଲୋକ ଘଟିଥିଲା । ଏହାର ୨୪ ଘଣ୍ଟା ନପୁରୁଣୁ ଗୁରୁବାର ଋଷି କପୁରଙ୍କ ପରଲୋକ ବଲିଉଡ୍ କୁ ଆଉ ଏକ କ୍ଷତି ପହଞ୍ଚାଇଛି ।

ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ବରିଷ୍ଠ ଅଭିନେତା ଋଷି କପୁରଙ୍କ ପରଲୋକ ଘଟଛି, Real Story, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend, Bollywood Super Star Rishi Kapoor Death, Rishi Kapoor No more, Bollywood Sad News
ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ବରିଷ୍ଠ ଅଭିନେତା ଋଷି କପୁରଙ୍କ ପରଲୋକ ଘଟଛି

ପରିବାରରେ ଅଭିନୟ କଳା ଥିବାରୁ ୠଷିଙ୍କ ଭିତରେ ବି ଏକ କଳା ପିଲା ବେଳରୁ ଦେଖିବାକୁ ମିଳିଥିଲା ।ୠଷିଙ୍କ ବାପା, ଜେଜେ ଜଣେ ଜଣେ ଅଭିନେତା ଥିଲେ ।  ସେ ନିଜ ବାପା ଓ ଜେଜେଙ୍କୁ ଅନୁକରଣ କରି ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିଲେ ।

ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଋଷି କପୁର । ୧୯୭୪ରେ ତାଙ୍କ ଅଭିନୀତ ଫିଲ୍ମ ‘ବବି’ ଫିଲ୍ମଫେୟାର ପୁରସ୍କାର ପାଇଥିଲା । ୧୯୯୯ରେ ରିଲିଜ ହୋଇଥିବା ଫିଲ୍ମ ‘ଆ ଅବ୍‌ ଲୌଟ ଚଲେଁ’ରେ ସେ ନିର୍ଦ୍ଦେଶନା ଦେଇଥିଲେ । ୠଷି ତାଙ୍କ ଜୀବନକାଳରେ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ତାଙ୍କର ପ୍ରଥମ ଫିଲ୍ମରେ ଚମତ୍କାର ଭୂମିକା ପାଇଁ ସେ ୧୯୭୧ରେ ଜାତୀୟ ଫିଲ୍ମ ପୁରସ୍କାର ଗ୍ରହଣ କରିଥିଲେ ।

ପରିବାର ସହିତ ଏକ ମୁହୂର୍ତ ରେ

Bollywood Super Star Rishi Kapoor Death, Rishi Kapoor No more, Bollywood Sad News,Real Story, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy

ମେରା ନାମ ଜୋକର ତାଙ୍କର ପ୍ରଥମ ଫିଲ୍ମ ଥିଲା । ଏଥିରେ ସେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ । ବବି ଫିଲ୍ମରେ ସେ ଅଭିନେତା ଭାବେ କାମ କରିଥିଲେ । ୠଷି କପୁର ୧୯୮୦, ଜାନୁଆରି ୨୨ରେ  ନିତୁ ସିଂଙ୍କୁ ବିବାହ କରିଥିଲେ । ଅଭିନେତା ରଣବୀର କପୁର ୠଷି କପୁରଙ୍କ ପୁଅ ଓ ରିଧିମା କପୁର ତାଙ୍କ ଝିଅ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *