କୃଷକଙ୍କର ପକ୍ଷରେ ବାହାରିଲେ ଏହି ଏହି ଅଭିନେତା, ଦ୍ଵିତୀୟ ଅଭିନେତା ଦେଲେ ଚମକେଇଦେବା ଭଳି ପ୍ରତିକ୍ରିୟା ।

କେନ୍ଦ୍ର ଦ୍ୱାରା କୃଷି ଆଇନଗୁଡିକ ବିରୁଦ୍ଧରେ କୃଷକମାନଙ୍କ ଦ୍ୱାରା ଭଲ ଭାବରେ କାରାଯାଉଛି, ଯାହା ପାଇଁ ବାରମ୍ବାର ପ୍ରଦର୍ଶନ ମଧ୍ୟ କରାଯାଉଛି । କୃଷି ଆଇନ ବିରୁଦ୍ଧରେ କୃଷକମାନେ “ଦିଲ୍ଲୀ ଚଲୋ”ର ଆହ୍ବାନ କରିଛନ୍ତି।ଯାହାପରେ ପୋଲିସ୍ ଦିଲ୍ଲୀ ହରିୟାଣା ସୀମା ରେଖାରେ ସୁରକ୍ଷାର କଡା ପ୍ରସ୍ତୁତି କରିଛନ୍ତି । କୋରନା ଭାଇରସକୁ ଦେଖି ଏହି ପ୍ରକାରର ଭିଡ଼ ଓ ବିରୋଧୀ ପ୍ରଦର୍ଶନ ବହୁତ ଚିନ୍ତାର ବିଷୟ ହୋଇଯାଇଛି ।

Google

ଏହି ମାମଲା ମଧ୍ୟରେ ଏବେ ବଲିଉଡ ତାରକାମାନେ ମଧ୍ୟ ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ବଲିଉଡ଼ ତାରକା ସୋନୁ ସୁଦ,ଦିଲଜିତ ଦୋସାଂଝ ଏବଂ ଉର୍ମିଳା ମାତୋଣ୍ଡକରଙ୍କ ଭଳି ଆଉ କେତେ ବଲିଉଡ ତାରକାମାନେ କୃଷକମାନଙ୍କର କୃଷି ଆଇନଟ ବିରୋଧକୁ ନେଇ ନିଜର ମତ ଦେଇଛନ୍ତି ।

ବଲିଉଡ ତାରକାମାନେ ଦେଲେ ପ୍ରତିକ୍ରିୟା:

ବଲିଉଡ ଅଭିନେତା ସୋନୁ ସୁଦ ବହୁତ ଚର୍ଚ୍ଚାରେ ରହିଥିଲେ । ଅଭିନେତା ସୋନୁ ସୁଦ ଟୁଇଟରରେ ନିଜ ପ୍ରତିକ୍ରିୟା ଦେଇ ଲେଖିଛନ୍ତି କି,”କୃଷକ ମୋର ଭଗବାନ”। ସୋନୁ ସୁଦଙ୍କ ଛଡା ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ମଧ୍ୟ ଏହି ବିଷୟରେ ନିଜର ମତ ବ୍ୟକ୍ତ କରିଛନ୍ତି । ଉର୍ମିଳା ମାତୋଣ୍ଡକର ଟ୍ୱିଟ କରି ଲେଖିଛନ୍ତି,’ଅନ୍ନଦାତା ସୁଖୀ ଭବହଃ’।

Google

ପଞ୍ଜାବର ପ୍ରସିଦ୍ଧ ଗୀତିକାର ଓ ଅଭିନେତା ଦିଲଜିତ ଦୋସାଂଝ ମଧ୍ୟ କୃଷକମାନଙ୍କୁ ନେଇ ଟ୍ୱିଟ କରିଛନ୍ତି । ସେ ବିରୋଧର ଏକ ଛବି ସହ ଲେଖିଛନ୍ତି କି,”ବାବା ଭଲ କରନ୍ତୁ! ସବୁ ଠିକ ହୋଇଯାଉ”। ଦିଲଜିତ ଦୋସାଂଝ ଯେଉଁ ଛବିକୁ ଦେଇଛନ୍ତି ସେଥିରେ କୃଷକ ଆନ୍ଦୋଳନ କାର୍ଯ୍ୟର ରୁକ୍ଷତା ସ୍ପଷ୍ଟ ଭାବରେ ଦେଖା ଦେଉଛି । ଦିଲ୍ଲୀର ସୀମା ରେଖାରୁ ନେଇ ଚାରିପଟରେ ସୁରକ୍ଷାର କଡା ପ୍ରସ୍ତୁତି ସ୍ପଷ୍ଟ ଦେଖାଦେଉଛି ।

ଫରିଦାବାଦ ଓ ଗୁରୁଗ୍ରାମରେ ଲାଗିଥିବା ଦିଲ୍ଲୀର ସୀମା ଉପରେ ପୋଲିସ ମୁତୟନ:

ପ୍ରକୃତରେ, ବୁଧବାର ବାର ଦିନ ଦିଲ୍ଲୀ ପୋଲିସ ସୁରକ୍ଷା କର୍ମୀମାନଙ୍କର ମୁତୟନକୁ ଆହୁରି ଅଧିକ ବଢ଼ାଇ ଦେଇଥିଲା । ପ୍ରଦର୍ଶନକାରୀମାନଙ୍କୁ ଦିଲ୍ଲୀ ଭିତରକୁ ପ୍ରବେଶ କରିବାରୁ ଅଟକାଇବା ପାଇଁ ସିନ୍ଧୁ ସୀମା ରେଖାରେ ମଧ୍ୟ ବାଳିରେ ଭର୍ତ୍ତି ଟ୍ରକ ଓ ପାଣି ଫୋପାଡୁ ଥିବା ଗାଡିକୁ ମଧ୍ୟ ମୁତୟନ କରାଇଥିଲେ । ଏହା ଛଡା ସୁରକ୍ଷାର କଡା ପ୍ରସ୍ତୁତି କରିବା ପାଇଁ କଟା ତାରରେ ବାଡ଼ ମଧ୍ୟ ଲଗାଇଥିଲେ ।

Google

ଫରିଦାବାଦ ଓ ଗୁରୁଗ୍ରାମରେ ଲାଗିଥିବା ଦିଲ୍ଲୀର ସୀମା ଉପରେ ପୋଲିସ ମୁତୟନ ଅଛି ଓ ସୁରକ୍ଷାର କଡା ପ୍ରସ୍ତୁତି କରାଯାଇଛି । ସାମ୍ନାକୁ ଆସିଥିବା ଛବିମାନଙ୍କରୁ ଜଣା ପଡୁଛି କି ରୁକ୍ଷତା ବହୁତ ଅଧିକ ବଢିଯାଇଛି, ଯାହା କି ବହୁତ ଚିନ୍ତାର କାରଣ ହୋଇଯାଇଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *