ଡ୍ରଗ୍ସ ନିଶାରେ ଏହି ବଲିଉଡ ଷ୍ଟାରମାନେ ବରବାଦ କରିଦେଲେ ନିଜ କ୍ୟାରିୟର ! ନାମ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

Bollywood stars spoils their careers due to drugs addiction, Bollywood, Nitidina, Sanjaya Dutt

କୁହନ୍ତି ନା ଯଦି କାହାକୁ ନିଶା ଖାଇବାର ଅଭ୍ୟାସ ହୋଇଗଲା ତେବେ ସେ ଭଲ ଭଲ ଲୋକଙ୍କୁ ବି ଖରାପ କରିଦେବ । ଯଦି ଆମେ ବଲିଉଡର କଥା କହିବା, ତେବେ ଏଥିରେ କେତେକ ଷ୍ଟାରମାନେ ନିଶାର ଅଭ୍ୟାସ କରି ନିଜ କ୍ୟାରିୟରକୁ ନଷ୍ଟ କରିଦେଇଛନ୍ତି । ଆଜି ଆମେ ସେହି କଳାକାରଙ୍କ ନାମ କହିବୁ ଯିଏ ନିଶାକୁ ଅଭ୍ୟାସ କରି ନିଜ କ୍ୟାରିୟରକୁ ନଷ୍ଟ କରିସାରିଲେଣି ।

ଫରଦିନ ଖାନ: ବଲିଉଡ ଆକ୍ଟର ଫିରୋଜ ଖାନଙ୍କ ପୁତ୍ର ଫରଦିନ ଖାନ ଏକ ସମୟରେ ବହୁତ ଭଲ ଓ ହ୍ୟାଣ୍ଡସମ ଆକ୍ଟର ଥିଲେ । ସେ ଚଳଚିତ୍ର ଉଦ୍ୟୋଗରେ ସଫଳତା ପାଇଥିଲେ । ହେଲେ ସେ ଧୀରେ ଧୀରେ ନିଶା ଖାଇବାକୁ ଲାଗିଲେ । ଯାହା ପାଇଁ ତାଙ୍କ କ୍ୟାରିୟର ବର୍ବାଦ ହୋଇଗଲା । ୨୦୦୧ ରେ ଫରଦିନ ଖାନ କୋକିନ କିଣୁଥିବା ବେଳେ ଧରା ପଡ଼ିଥିଲେ । ସେ ୫ ଦିନ ଏନସିବିର ହୀରାସତରେ ରହିଥିଲେ । ଆଉ ତାଙ୍କ ଜାମିନ ପରେ ସେ ବାହାରକୁ ଆସିଥିଲେ ।

Fardeen Khan shuts down body-shaming trolls with this fiery comeback
Google

ହନୀ ସିଂହ: ପପ ଷ୍ଟ୍ରାର ୟୋ ୟୋ ହନୀ ସିଂହଙ୍କ ଗୀତ ପାଇଁ ଦୁନିଆ ତାଙ୍କ ଫ୍ୟାନ । କହିରଖୁଛୁ କି ହନୀ ସିଂ ୧୮ ମାସ ପର୍ଯ୍ୟନ୍ତ ଉଦ୍ୟୋଗରୁ ବାହାର ଥିଲେ । ଯାହାର କାରଣ ସେ ଏକ ଇଣ୍ଟରଭିଉରେ କହିଥିଲେ କି ସେ ମଦର ଶିକାର ହୋଇଯାଇଥିଲେ ଓ ୧୮ ମାସ ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା ଚାଲିଥିଲା । ସେ ସେହି ସମୟରେ ହଜି ଯାଇଥିଲେ ଯେଉଁ ସମୟରେ ତାଙ୍କ ପରିବାର ବୁଲଣ୍ଡିୟୋରେ ଥିଲେ । ହେଲେ ମଦ ଅଭ୍ୟାସ ତାଙ୍କ କ୍ୟାରିୟରକୁ ନଷ୍ଟ କରିଦେଇଥିଲା ।

The Reason Why Yo Yo Honey Singh Is Not Singing These Days Will  Leave You Stunned!!
Google

ମମତା କୂଳକର୍ନି: ୯୦ ଦଶକରେ ମମତା କୁଲକର୍ଣ୍ଣି ନିଜର ରୂପ ତଥା କଳାରେ ସମସ୍ତଙ୍କ ହୃଦୟରେ ଜାଗା ତିଆରି କରିଥିଲେ । ସେ ବହୁତ ହିଟ ଫିଲ୍ମରେ କାମ କରିଛନ୍ତି । ହେଲେ ଆଜିକାଲି ସେ ଫିଲ୍ମ ଦୁନିଆରୁ ବାହାର ଅଛନ୍ତି । ନିଶାର ଅଭ୍ୟାସ ତାଙ୍କ କ୍ୟାରିୟର ଓ ପରିଚୟକୁ ନଷ୍ଟ କରିଦେଲା । ସେ ଆଜି ବି କିଛି ନା କିଛି ବିବାଦରେ ଘେରି ରହିଛନ୍ତି ।

Mamta Kulkarni! Here are 5 facts about the former actress  you didn't know
Google

ପୂଜା ଭଟ୍ଟ: ଆକ୍ଟର ଆଲିଆ ଭଟ୍ଟଙ୍କ ବଡ ଭଉଣୀ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ବଡ ଝିଅ ଓ ୯୦ ଦଶକର ସୁପରହିଟ ଆକ୍ଟର ପୂଜା ଭଟ୍ଟ ମଧ୍ୟ ନିଶା ଅଭ୍ୟାସ କରି ନିଜ କ୍ୟାରିୟର ନଷ୍ଟ କରିଦେଇଛନ୍ତି । ହେଲେ ସେ ନିଶାର ଅଭ୍ୟାସ ଛାଡିବା ପାଇଁ ବହୁତ ପରିଶ୍ରମ କରିଛନ୍ତି । ସେ ଏକ ଇଣ୍ଟରଭିଉର୍ଡ କହିଛନ୍ତି କି ସେ ୧୬ ବର୍ଷରେ ମଦ ଓ ୨୩ ବର୍ଷରେ ପ୍ରଥମ ଥର ପାଇଁ ସିଗାରେଟ ପିଇଥିଲେ ।

Pooja Bhatt complains of cyber bullying by women on Instagram, makes  account private | Celebrities News
Google

ମନୀଷା କୋଇରାଲା: ବଲିଉଡର ଅଭିନେତ୍ରୀ ମନୀଷା କୋଇରାଲା କେତେକେ ଫିଲ୍ମରେ କାମ କରିଛନ୍ତି । ସେ ମଦ ଓ ସିଗାରେଟକୁ ଅଭ୍ୟାସ କରିନେଲେ । ୯୦ ଦଶକର ଆକ୍ଟର ମନୀଷା ତାଙ୍କ ନିଶା ସେବନ ପାଇଁ ଓବେରୀୟନ କ୍ୟାନସର ଭଳି ରୋଗର ସାମ୍ନା କରିଛନ୍ତି । ଏହା ତଳି ପେଟରେ ହୋଇଥାଏ ଓ ଏହାର ଲକ୍ଷଣ ସହଜରେ ଜଣାପଡେନାହିଁ । ଏହା ମହିଳାଙ୍କ ପାଇଁ ସବୁଠାରୁ ବଡ କ୍ୟାନ୍ସର । ହେଲେ ସମୟ ଥାଇ ସେ ନିଶାକୁ ଛାଡ଼ି ଦେଇଥିଲେ ।

Manisha Koirala talks about how cancer has given her “a new life”
Google

ସଞ୍ଜୟ ଦତ: ବଲିଉଡରେ ‘ସଞ୍ଜୁ ବାବା’ ମାନେ ସଞ୍ଜୟ ଦତ ପାଖାପାଖି ୧୨ ବର୍ଷ ପର୍ଯ୍ୟନ୍ତ ଡ୍ରଗ୍ସର ସେବନ କରୁଥିଲେ । କୁହାଯାଏ କି ମା ନରଘିସଙ୍କ ମୃତ୍ୟୁ ପରେ ସଂଜୟ ଆହୁରି ନିଶା ସେବନ କଲେ । ସେ ତାଙ୍କ ପାଖରେ ଡ୍ରଗ୍ସ ରଖିଥିଲେ ସେଥିପାଇଁ ସେ ୫ ମାସ ପର୍ଯ୍ୟନ୍ତ ଜେଲ ଯାଇଥିଲେ । ଯାହା ପରେ ତାଙ୍କ ପିତା ସୁନିଲ ଦତ ତାଙ୍କର ନିଶା ଅଭ୍ୟାସ ଛଡେଇବା ପାଇଁ ତାଙ୍କୁ ଆମେରିକା ନେଇଥିଲେ । ସେଠାରେ ତାଙ୍କର ନିଶାର ଅଭ୍ୟାସ କିଛି ମାତ୍ରାରେ ଛାଡ଼ି ଥିଲା । ହେଲେ ଆଜିଯାଏ ମଧ୍ୟ ସେ ସିଗାରେଟ ଟାଣୁ ଥିବାର ଦେଖାଯାଏ ।

Sanjay Dutt After He Was Diagnosed  With Stage 4 Lung Cancer
Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *