ବଲିଉଡର ବଦଳିଲା ଟ୍ରେଣ୍ଡ। ବିନା ବିବାହରେ ମା ହୋଇସାରିଛନ୍ତି ଏହି ସୁନ୍ଦର କଳାକାର ମାନେ। ଜାଣନ୍ତୁ କିଏ…

ବଲିଉଡର ଷ୍ଟ୍ରାର ମାନଙ୍କ ଜୀବନ ସାଧାରଣ ଲୋକମାନଙ୍କ ଠାରୁ ବହୁତ ଅଲଗା ହୋଇଥାଏ। ଏହି ମାନଙ୍କ ଜୀବନ ଓ କ୍ୟାରିୟରରେ କେତେବେଳେ କଣ ହୁଏ ତାହା ଜାଣିହୁଏ ନାହିଁ।କେତେବେଳେ ଅଭିନେତ୍ରୀ ନିଜ କ୍ୟାରିୟର ଗଢିବା ପାଇଁ ବିବାହ ମଧ୍ୟ କରି ନଥାନ୍ତି। ହେଲେ ଏବେ ସମୟ ବଦଳିଗଲାଣି,ଏବେ ଅଭିନେତ୍ରୀ ଶୀଘ୍ର ବିବାହ ଓ ସନ୍ତାନ କରୁଛନ୍ତି।

Google

ସେହିପରି କିଛି ସେଲିବ୍ରେଟି ନିଜର ବିବାହ ଓ ପ୍ରେଙ୍ଗନେଣ୍ଟ ଥିବାର ଖୋଲିକରି କହିଥାନ୍ତି। ଏହି ପରିବର୍ତ୍ତନ ସହ ଏବେ ବଲିଉଡରେ ଆଉ ଏକ ପରିବର୍ତ୍ତନ ବହୁତ ଜଲ୍ଦି ହଉଛି ଓ ତାହା ହେଉଛି ବିବାହ ପୂର୍ବରୁ ମା ହେବାର ଟ୍ରେଣ୍ଡ। କେତେକ ଅଭିନେତ୍ରୀ ଏମିତି ଅଛନ୍ତି ଯେଉଁମାନେ ବିବାହ ନ କରି ସନ୍ତାନ ଜନ୍ମ ଦେଇସାରିଲେଣି। ଆସନ୍ତୁ ଜାଣିବା ସେହି ଅଭିନେତ୍ରୀଙ୍କ ବିଷୟରେ ଯିଏ ବିବାହ ପୂର୍ବରୁ ମା ହୋଇସାରିଛନ୍ତି।

କଲକି କୋଚଳିନ:- ବଲିଉଡର ହଟ ଅଭିନେତ୍ରୀ କଲକୀ କୋଚଳିନ ଏହି ବର୍ଷ ଫେବୃଆରୀରେ ମା ହୋଇସାରିଛନ୍ତି।ସେ ନିଜ ଇଜରାଇଲି କ୍ଲାସିକାଲ ପିୟାନିସ୍ଟ ବୟଫ୍ରେଣ୍ଡ ଗାୟ ହର୍ଷବର୍ଗଙ୍କ ଛୁଆକୁ ବହୁତ ସମୟ ହେବ ଦୁହେଁ ଉଭୟଙ୍କୁ ଡେଟିଂ କରୁଥିଲେ। ଏବେ ଏହି କପଲ ଏକ ଝିଅର ମାତା ପିତା ହୋଇଗଲେ। ହେଲେ କଲକୀ ନିଜ ବୟଫ୍ରେଣ୍ଡ ସହ ବିବାହ କରିନାହାନ୍ତି। ସେ କେବେ ବିବାହ କରିବେ ଏବେ ଯାଏ କିଛି ଖବର ଆସିନାହିଁ।

ଗୈବ୍ରିଏଲା ଡେମେଟ୍ରିଏଡ୍ସ:- ଅର୍ଜୁନ ରାମପଲଙ୍କ ଗାର୍ଲଫ୍ରେଣ୍ଡ ମଡେଲ ଗୈବ୍ରିଏଲା ଦେମେଟ୍ରିଏଡ୍ସ ପୂର୍ବ ବର୍ଷ ଆକ୍ଟରଙ୍କ ପୁଅର ମା ହୋଇଛନ୍ତି। ଏବେ ଏହି କପଲଙ୍କ ପୁଅ ଏକ ବର୍ଷର ହୋଇଗଲାଣି। ହେଲେ ଦୁହେଁ ଏବେ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି। କହିରଖୁଛୁ କି ଅର୍ଜୁନ ରାମପଲ ୨୨ ବର୍ଷ ପୁରୁଣା ବିବାହକୁ ଭାଙ୍ଗି ସାରିଛନ୍ତି। ପ୍ରଥମ ସ୍ତ୍ରୀଙ୍କୁ ଛାଡପତ୍ର ଦେବାପରେ ସେ ଗୈବ୍ରିଏଲାଙ୍କୁ ଡେଟିଂ କରୁଥିଲେ।

Google

ଏମ୍ମି ଜେକ୍ସନ:-ବଲିଉଡ ଓ ସାଉଥ ଇଣ୍ଡିଆର ସୁନ୍ଦର ଅଭିନେତ୍ରୀ ଏମ୍ମି ଜେକ୍ସନ ପୂର୍ବବର୍ଷ ବୟଫ୍ରେଣ୍ଡ ଜର୍ଜ ପାନାଇୟୋଟେଙ୍କ ପୁଅକୁ ଜନ୍ମ ଦେଇଛନ୍ତି। ଏହି କପଲ ଏହି ବର୍ଷ ବିବାହ କରିଥାନ୍ତେ,ହେଲେ କୋର ନା କାରଣରୁ ଏମାନେ ତାଙ୍କ ବିବାହକୁ ରୋକି ଦେଇଛନ୍ତି। ଖବର ଅଛି କି ଆଗାମୀ ବର୍ଷ ଏହି କପଲ ବିବାହ କରିବେ।

ମାହି ଗିଲ:-ବଲିଉଡର ଅଭିନେତ୍ରୀ ମାହି ଗିଲ ପୂର୍ଵ ବର୍ଷ କହିଥିଲେ ସେ ଏକ ଛୁଆର ମା ଅଟନ୍ତି। ହେଲେ ଏବେ ଯାଏ ସେ ବିବାହ କରିନାହାନ୍ତି। ସେ କହିଛନ୍ତି କି ସେ କିଛି ଦିନ ହେବ ଜଣଙ୍କ ସହ ଲିଭ ଇନ ରିଲେସନସିପରେ ଅଛନ୍ତି।ତାଙ୍କ ଝିଅର ନାମ ବିରୋନିକା ଅଟେ। ଝିଅର ବୟସ ୩ ବର୍ଷ ଅଟେ। ହେଲେ ଏବେ ଯାଏ ସେ ବିବାହ କରିନାହାନ୍ତି।

Google

ନିନା ଗୁପ୍ତା:-‘ବଢ଼ାଇ ହୋ’ ଫେମ ନିନା ଗୁପ୍ତାଙ୍କ ବିଷୟରେ କୁହାଯାଏ କି ସେ ବିବାହ ପୂର୍ବରୁ ହିଁ ମା ହୋଇସାରିଛନ୍ତି। ସେ ତାଙ୍କ ଝିଅ ମାସାବା ଗୁପ୍ତାଙ୍କୁ ଜନ୍ମ ଦେଇସାରିଛନ୍ତି। ଖବର ମୁତାବକ ମାଶାବା ଗୁପ୍ତା ଏକ ଭାରତୀୟ ଫ୍ୟାନସ ଡିଜାଇନର ଅଟନ୍ତି। ମାଶାବା ଗୁପ୍ତା, ନିନା ଓ ବିବିୟନ ରିଚାର୍ଡସଙ୍କ ଝିଅ ଅଟନ୍ତି। ନିନା ନିଜ ଘର ବସେଇ ସାରିଥିଲେ ମଧ୍ୟ ନିନା ଓ ବିବିୟନଙ୍କ ବିବାହ ହୋଇନାହିଁ।

ସାରିକା:-ସାଉଥ ଆକ୍ଟର ସାରିକା ମଧ୍ୟ ବିବାହ ପୂର୍ଵରୁ ମା ହୋଇସାରିଲେଣି। ସାରିକା ଆକ୍ଟର କମଳ ହାସନଙ୍କୁ ପରେ ବିବାହ କରିଛନ୍ତି। ହେଲେ ସେ ମା ଆଗ ହୋଇଥିଲେ। ସ୍ମୃତି ହାସନ ଓ ଆକ୍ଷରା ହାସନଙ୍କୁ ସାରିକା କମଳ ହାସନଙ୍କୁ ବିବାହ ପୂର୍ବରୁ ଜନ୍ମ ଦେଇଥିଲେ।

ଇଶା ଶାରବାଣୀ:-ଅଭିନେତ୍ରୀ ଇଶା ଶରବାଣୀ ଏବେ ଫିଲ୍ମ ଉଦ୍ୟୋଗରୁ ଦୂରରେ ଅଛନ୍ତି। ତାଙ୍କର ଏକ ପୁଅ ଅଛି ଯାହାର ନାମ ସେ ଲୁକା ରଖିଛନ୍ତି। ସେ ଏକ ସିଙ୍ଗଲ ମଦର ଅଟନ୍ତି।ସେ ନିଜ ପୁଅଙ୍କ ସହ ସୋସିଆଲ ମିଡିଆରେ ଫୋଟୋ ସେୟାର କରନ୍ତି।ହେଲେ ଇଶା ଆଜିକାଲି ବହୁତ ବଦଳି ଗଲେଣି।

ବ୍ରୁନା ଅବଦୁଲାହ :-ଅଭିନେତ୍ରୀ ତଥା ମଡେଲ ବ୍ରୁନା ନିକଟ ଅତୀତରେ ମା ହୋଇଛନ୍ତି। ବ୍ରୁନା ଏକ ଝିଅକୁ ଜନ୍ମ ଦେଇଛନ୍ତି। ବ୍ରୁନା ଅବଦୁଲାହ ନିଜ ବୟଫ୍ରେଣ୍ଡ ଏଲେନ ଫ୍ରେସରଙ୍କ ସନ୍ତାନ ର ମା ହୋଇଛନ୍ତି। ସେ ପ୍ରେଗନେଣ୍ଟ ପରେ ମା ହୋଇଛନ୍ତି।

Google

ନେହା ଧୁପିଆ:-ବଲିଉଡର ଆକ୍ଟର ନେହା ଧୁପିଆ ମଧ୍ୟ ବିବାହ ପୂର୍ବରୁ ପ୍ରେଗନେଣ୍ଟ ଥିଲେ। ଏହି କଥା ଜାଣିଲା ପରେ ସେ ଅଙ୍ଗଦ ବେଦୀଙ୍କ ସହ ଗୁପଚୁପରେ ଵିଵାହ କରିଦେଇଥିଲେ ନେହା- ଅଙ୍ଗଦ ବିବାହାର ୬ ମାସ ପରେ ପ୍ରେଗନେଣ୍ଟ ହେବାର କଥା କହିଥିଲେ। ଏବେ ସେ ଏକ ଝିଅର ମାତା ପିତା ଅଟନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *