ଇଡିରେ ହାଜର ହେଲେ ଅଭିନେତ୍ରୀ ରାକୁଲ ପ୍ରୀତ, ୪ ବର୍ଷ ତଳର ମାଲଲାକୁ ନେଇ ବଢିଲା ବିପଦ, ଖବର ଭାଇରଲ

ଏବେ ଏବେ ଆସିଲା ଏକ ବଡ଼ ଖବର। ଆକଟ୍ରେସ ରାକୁଲଙ୍କୁ ଜାରି କରିପାରେ ଇଡି। ଖବର ଭାଇରଲ। ରାକୁଲ ପ୍ରୀତ ସିଂ ଯିଏ କି ଟଲିଉଡ଼ରେ ପରିଚିତ ଅଟନ୍ତି। ସେ ଅନେକ ଫିଲ୍ମ ମଧ୍ୟ କରିଛନ୍ତି। ଏବେକାର ଖବର ଅନୁସାରେ ରାକୁଲଙ୍କୁ ଇଡି ଜେରା କରିପାରେ ବୋଲି ଖବର ଆସୁଛି ଏବଂ ସେ ମଧ୍ୟ ଇଡିରେ ହାଜିର ହୋଇଛନ୍ତି। ପ୍ରକୃତରେ ୪ ବର୍ଷ ପୁରୁଣା ଡ୍ରଗ୍ସ ବିଷୟରେ ଫିଲ୍ମ ଇଣ୍ଡରଷ୍ଟ୍ରି ଟଲିଉଡ଼ର ଆକ୍ଟର ସମେତ ନିର୍ଦେଶକଙ୍କୁ ଇଡି ପକ୍ଷରୁ ନୋଟିସ ପଠା ଯାଇଥିଲା।

Google

ଶୁକ୍ରବାର ଦିନ ଆକଟ୍ରେସ ରାକୁଲ ପ୍ରୀତ ଡ୍ରଗ୍ସ ବିଷୟରେ ପଚରାଉଚରା ନିମନ୍ତେ ହାଜର ହୋଇଛନ୍ତି ବୋଲି ତଥ୍ୟରୁ ଜଣା ଯାଇଛି। ସେ ଏଜେନ୍ସି ନିକଟରେ ହାଜର ହୋଇଛନ୍ତି ବୋଲି ସୂତ୍ରରୁ ତଥ୍ୟ ମିଳିଛି।

କହିରଖିବୁ କି ତେଲେଙ୍ଗାନା ଏକ୍ସାଇଜ ଏବଂ ନିଷେଧ ବିଭାଗ ପାଖାପାଖି ୩୦ ଲକ୍ଷ ଟଙ୍କାର ଡ୍ରଗ୍ସ ଧରିବା ପରେ ମାମଲା କଥା କହିବା ତ ଏଥିରେ ୧୨ ଟି ମାମଲା ଜାରି ହୋଇଥିଲା। ଏହା ୨୦୦୭ ମସିହା ମାମଲା ଅଟେ। ଏଥିରେ ଚାର୍ଜସିଟ ୧୧ ଟି ଜାରି ହୋଇଥିଲା। ଏନ୍ଫୋର୍ସମେଣ୍ଟ ନିର୍ଦେଶାଳୟ ମନି ଲଣ୍ଡରିଂ ଆଙ୍ଗଲରୁ ଏକସାଇଜ ବିଭାଗ ମାମଲାରେ ଯାଞ୍ଚ ଷ୍ଟାର୍ଟ ହୋଇଥିଲା ବୋଲି ଜଣା ଯାଇଥିଲା। ଏହି ଖବର ଏବେ ପ୍ରାୟ ଭାଇରଲ ହେଉଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *