ଚନ୍ଦ୍ର ଗ୍ରହଣ ୨୦୨୦: ବୃଷ ରାଶିରେ ଶେଷ ଥର ପାଇଁ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଅଛି। ବୃଷ ରାଶି ଲୋକମାନଙ୍କ ଉପରେ ଏହି ଚନ୍ଦ୍ର ଗ୍ରହଣ ର କଣ ପ୍ରଭାବ ପଡିବାକୁ ଯାଉଛି ଆସନ୍ତୁ ଜାଣିବା।

ନଭେମ୍ବର ୨୦୨୦ ଲଞ୍ଚର ଇଲ୍ଲିପ୍ସ:-
ବୃଷ ରାଶି ରେ ଶେଷ ଥର ପାଇଁ ଗ୍ରହଣ ଲାଗିବାକୁ ଯାଉଛି।ଜ୍ୟୋତିଷ ଶାସ୍ତ୍ର ରେ ଚନ୍ଦ୍ରମା ଏବଂ ସୂର୍ଯ୍ୟ ରେ ଗ୍ରହଣ ଲାଗିବା ଶୁଭ ନୁହେଁ ବୋଲି ମାନଯାଇଥାଏ । ଏହା ମାନାଯାଇଥାଏ କି ଗ୍ରହଣ କାରଣରୁ ଏହି ଦୁଇ ଗ୍ରହ କଷ୍ଟ ପାଇଥାନ୍ତି ଏବଂ ନିଜର ଶୁଭଫଳ ପ୍ରଦାନ କରିପାରନ୍ତି ନାହିଁ। ଗ୍ରହଣର ସବୁଠାରୁ ଖରାପ ପ୍ରଭାବ ଏହି ରାଶି ଉପରେ ପଡିଥାଏ ଯେଉଁଥିରେ ଗ୍ରହଣ ଲାଗିଥାଏ।
ଚନ୍ଦ୍ର ଗ୍ରହଣର ସମୟ:-
ବୃଷ ରାଶି ଏବଂ ରୋହିଣୀ ନକ୍ଷତ୍ରରେ ଏହି ଥରକ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଅଛି। ଏହି ଚନ୍ଦ୍ର ଗ୍ରହଣ ଆଗ ମାସରେ ୩୦ ନଭେମ୍ବର ୨୦୨୦ ରେ ଅପରାହ୍ନ ଗୋଟେ ବାଜି ୨ ମିନିଟ ରେ ଲାଗୁଛି। ଯିଏ ସନ୍ଧ୍ୟା ୫ଟା ବାଜି ୨୩ମିନିଟ ପର୍ଯ୍ୟନ୍ତ ରହିବ।

ଉପଛାୟା ଚନ୍ଦ୍ର ଗ୍ରହଣ:-
ବୃଷ ରାଶିରେ ଲାଗୁଥିବା ଚନ୍ଦ୍ର ଗ୍ରହଣ ଉପଛାୟା ଅଟେ।ଏହାକୁ ପେନୁମବ୍ରଲ ମଧ୍ୟ କୁହାଯାଏ। ଏହା ମାନାଯାଇଥାଏ କି ଉପଛାୟା ଚନ୍ଦ୍ର ଗ୍ରହଣ ରେ ସୁତକ କାଳ ଠିକ ହୋଇନଥାଏ। ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ର କୁଳ ଅବଧି ୪ ଘଣ୍ଟା ୨୧ ମିନିଟ ର ହେବ। ଗ୍ରହଣ ଭାରତ,ଆମେରିକା,ପ୍ରଶାନ୍ତ ମହାସାଗର,ଏସିଆ ଏବଂ ଅଷ୍ଟ୍ରେଲିୟା ରେ ଦେଖାଯିବ।
ଚନ୍ଦ୍ର ଗ୍ରହଣ ସମୟରେ ଏହି କାମ କରିବା କଥାନୁହେଁ:-
ଚନ୍ଦ୍ର ଗ୍ରହଣ ସମୟରେ କିଛି କାମର ନିବାରଣ କରାଯାଇଅଛି।ଏହି ଗ୍ରହଣ ଉପଛାୟା ଅଟେ ଏଥିପାଇଁ ଏହା ଅଧିକ ପ୍ରଭାବିତ ନୁହେଁ କିନ୍ତୁ ଗର୍ଭବତୀ ମହିଳାମାନଙ୍କୁ ଏହି ଗ୍ରହଣ ସମୟରେ ଖାଦ୍ୟ ଗ୍ରହଣ ଏବଂ ଗ୍ରହଣ ପରେ ଘରୁ ବାହାରକୁ ଆସିବା କଥା ନୁହେଁ।।
ବୃଷ ରାଶିର ଲୋକମାନଙ୍କ ପାଇଁ ଅସୁବିଧା ବଢ଼ିବାରେ:-
ଚନ୍ଦ୍ର ଗ୍ରହଣ ବୃଷ ରାଶି ରେ ଲାଗୁଛି ଏଥିପାଇଁ ଏହି ରାଶିର ଜାତକର ବିଶେଷ ସାବଧାନତାର ଆବଶ୍ୟକତା ଅଟେ।ବୃଷ ରାଶି ରେ ଗ୍ରହଣ ଲାଗିବା କାରଣରୁ ବୃଷ ରାଶି ଲୋକମାନଙ୍କର ଧନ ସମ୍ପତ୍ତିରେ ଅସୁବିଧା ଆସିପାରେ ସେହି ସମୟରେ କିଛି ରୋଗ ମଧ୍ୟ ଅସୁବିଧା କରିପାରେ। ଏଥିପାଇଁ ଗ୍ରହଣ ର ଅସୁବିଧା ରୁ ବଞ୍ଚିବା ପାଇଁ ଭଗବାନ ବିଷ୍ଣୁ ଙ୍କର ପୂଜା କରିବା ଦରକାର ଏବଂ କମଳା ରଙ୍ଗର ବସ୍ତ୍ର ଦାନ କରବା ଆବଶ୍ୟକ । ଏହା କରିବାଦ୍ୱାରା ଅଶୁଭତା ଦୂର ହୋଇଯାଇପାରେ। ଏହି ସମୟରେ ଧର୍ଯ୍ୟ ରଖିବା ଦରକାର ଏବଂ ଧର୍ମ କର୍ମ ରେ ରୁଚି ରହିବା ଦରକାର।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।