ବିଟେକ କରୁଥିବା ଏକ ଛାତ୍ର ଗରିବମାନଙ୍କର ଅସହାୟତାକୁ ଅନୁଭବ କରି ମାଗଣାରେ ତାଙ୍କ ପେଟ ଭରିବାର ଭାବିଲେ ଓ ଆଜିଠୁ ଗତ ୯ ବର୍ଷ ହେବ ଖୁଆଉଛନ୍ତି ଗରିବଙ୍କୁ ମାଗଣାରେ ଖାଦ୍ୟ। ପ୍ରାୟ ଲୋକଙ୍କୁ ଖାଦ୍ୟକୁ ନଷ୍ଟ କରୁଥିବାର ଦେଖାଯାଏ, କିନ୍ତୁ ତାଙ୍କ ମଧ୍ୟରେ ଏତେ ସାହସ ନଥାଏ କି ସେ କୌଣସି ଗରିବଙ୍କୁ ଖାଦ୍ୟ ଖୁଆଇପାରିବେ।କୁହନ୍ତି କି ଖାଦ୍ୟ ଖରାପ କରିବା ଲୋକଠାରୁ ବଡ଼ ଖାଦ୍ୟ ଖୁଆଇବା ଲୋକ ହୋଇଥାଏ।

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ବିଟେକ ଛାତ୍ରଙ୍କର ମୋଟିଭେଟ କାହାଣୀ ଯେଉଁଥିରେ କିପରି ତା ଚିନ୍ତାଧାରାରେ ଗରିବମାନଙ୍କର ପେଟ ଭରିବାର ପ୍ରୟାସ କଲା।
ବିଟେକ କରିବାକୁ ଆସିଥିଲେ ମଲେଶ୍ଵର ରାଓ ତେଲେଙ୍ଗାନା:
ଏହି କାହାଣୀ ଅଟେ ତେଲେଙ୍ଗାନାର ହାଇଦ୍ରାବାଦରେ ବିଟେକ କରିବାକୁ ଆସିଥିବା ଏକ ଛାତ୍ର ଯାହାଙ୍କର ନାମ ମଲେଶ୍ଵର ରାଓ ଅଟେ। ସେ ବର୍ଷ ୨୦୧୧ରେ ହାଇଦ୍ରାବାଦ ଆସିଥିଲେ। ପାଠପଢ଼ା ସହିତ ନିଜ ଖର୍ଚ୍ଚ ତୁଲାଇବା ପାଇଁ ସେ ଏକ କେଟରିଙ୍ଗ କମ୍ପାନୀରେ ପାର୍ଟ ଟାଇମ
ଚାକିରି କରୁଥିଲେ। ଯେବେ ସେ ଏହି କମ୍ପାନୀ ଜରିଆରେ ଭୋଜିରେ କାମ କରିବାକୁ ଯାଉଥିଲେ, ଏହା ମଧ୍ୟରେ ସେ ବିବାହରେ ଦେଖିଲେ କି ବିବାହରେ କେତେ ଖାଦ୍ୟ ନଷ୍ଟ କରାଯାଉଛି। ଏହି ପ୍ରକାରରେ ଖାଦ୍ୟ ନଷ୍ଟ ହେବାର ଦେଖି ତାଙ୍କୁ ବହୁତ ଖରାପ ଲାଗୁଥିଲା। ସେ ଭାବୁଥିଲେ କି କିପରି ଏହାକୁ ନଷ୍ଟ ହେବାରୁ ଅଟକାଇବେ।
ଖାଦ୍ୟକୁ ନଷ୍ଟ ହେବାରୁ ରୋକିବା ପାଇଁ କଲେ’ଡୋଣ୍ଟ ୱେଷ୍ଟ ଫୁଡ଼’ ସଂସ୍ଥା:
ମଲେଶ୍ଵର ରାଓ ଖାଦ୍ୟକୁ ନଷ୍ଟ ହେବାରୁ ରୋକିବା ପାଇଁ ଏକ ଯୋଜନା ତିଆରି କଲେ କି ସେ ବିବାହରେ ନଷ୍ଟ ହେଉଥିବା ଖାଦ୍ୟକୁ ଆବଶ୍ୟକ ଥିବା ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚାଇବେ। ଏହି ଯୋଜନାରେ ସେ ହାଇଦ୍ରାବାଦ ଭିତରେ କେତେକ ହୋଟେଲ ଓ କେଟରିଙ୍ଗ କମ୍ପାନୀଗୁଡିକ ସହ ସମ୍ପର୍କ କଲେ।ସେ ତାଙ୍କ ସହ ଯାଇଁ କଥା ହେଲେ ଓ ଏହା ନିଷ୍ପତ୍ତି ନେଲେ କି ତାଙ୍କ ସେଠାରେ ଯେଉଁ ଖାଦ୍ୟ ବି ଆବଶ୍ୟକତା ଠାରୁ ଅଧିକ ବଳିବ ସେ ତାଙ୍କ ସହ ସମ୍ପର୍କ କରିବେ ଓ ସେ ତାଙ୍କ ସେଠାରୁ ଖାଦ୍ୟକୁ ନେଇଯାଇ ଆବଶ୍ୟକତା ଥିବା ଲୋକଙ୍କ ପାଖରେ ପହଞ୍ଚାଇବେ।

ସେ ଯୋଜନାକୁ ଆଗକୁ ବଢ଼ାଇ ରାସ୍ତା ଉପରେ ଗରିବମାନଙ୍କ ପର୍ଯ୍ୟନ୍ତ ଖାଦ୍ୟ ପହଞ୍ଚାଇବା ଆରମ୍ଭ କରିଦେଲେ। ଆଜି ତାଙ୍କୁ ଗରିଵମାନଙ୍କୁ ଖାଦ୍ୟ ଖୁଆଇବାରେ ପାଖାପାଖି ୯ ବର୍ଷ ହୋଇସାରିଛି। ଆଜିର ସମୟରେ ତାଙ୍କ ସାଥ ଦେବା ପାଇଁ କେତେ ଲୋକ ତାଙ୍କ ସହ ଜଡିତ ହୋଇସାରିଛନ୍ତି।
ତେବେ ଏହା ଥିଲା ଆମର ଆଜିର କାହାଣୀ ଯେଉଁଥିରେ ମଲେଶ୍ଵର ରାଓ ଖାଦ୍ୟର ନଷ୍ଟକୁ ରୋକି ଗରିବମାନଙ୍କର ପେଟ ଭରିବା କଥା ଭାବିଲେ ଓ ଆଜିଠୁ ବିତିଥିବା ୯ ବର୍ଷ ହେବ ଗରିବମାନଙ୍କର ପେଟ ଭରୁଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ