ଯଶପ୍ରୀତ ବୁମରାହ ଏହି ସୁନ୍ଦରୀ ଝିଅଙ୍କୁ ହେବେ ବାହା! ଦୁହିଁଙ୍କ ଭିଡିଓ ହେଲା ଭାଇରାଲ, ଦେଖନ୍ତୁ ଭିଡିଓ ।

ଭାରତ ବୋଲର ବୁମରା ଇଂଲଣ୍ଡ ବିପକ୍ଷ ସିରିଜରୁ ଛୁଟି ନେଇଛନ୍ତି।କୁହାଯାଉଛି କି ଯଶପ୍ରୀତ ବୁମରାହ ଏହି ମାସ ହିଁ ବନ୍ଧନରେ ବାନ୍ଧି ହେଇଯିବେ। ଖବର ଅନୁସାରେ ୧୪ ଏବଂ ୧୫ ମାର୍ଚ୍ଚରେ ଗୋଆ ଠାରେ ଷ୍ଟାର ସ୍ପୋର୍ଟସ ଆଙ୍କର ସଂଜନା ଗଣସନଙ୍କ ସହ ବିବାହ କରିବେ।

Google

ଖବର ଅନୁସାରେ ବୁମରାଙ୍କ ବାହାଘର ଗୋଆରେ ହେବ। ସଂଜନା ଆଇପିଏଲ ଆଙ୍କର ଏବଂ ୨୦୧୯ ଆଇସିସି ବିଶ୍ୱକପରେ ମଧ୍ୟ ଆଙ୍କରିଂ କରିଛନ୍ତି। ସଂଜନା ଇଞ୍ଜିନିୟର ବି କରିସାରିଛନ୍ତି। ସେ ମିସ ଇଣ୍ଡିଆ ଫାଇନାଲରେ ୨୦୧୪ରେ ପହଁଚିଥିଲେ।

ଏହି ସମୟରେ ସଞ୍ଜନା ବୁମରାଙ୍କର ଇଣ୍ଟରଭିଉ ନେବାର ଭିଡିଓ ବହୁତ ଭାଇରଲ ହେବାରେ ଲାଗିଛି। ଫ୍ୟାନସ ମାନେ ଏହି ଭିଡିଓକୁ ସେୟାର କରି ଦୁହିଁଙ୍କ ବାହାଘରକୁ ନେଇ ଅଭିନନ୍ଦନ ଦେଉଛନ୍ତି।

ଏହା ପୂର୍ବରୁ ବୁମରାଙ୍କ ନାମରେ ଅଭିନେତ୍ରୀ ଅନୁପମାଙ୍କ ନାମ  ଯୋଡ଼ା ଯାଉଥିଲା। ଅନୁପମା ମଧ୍ୟ ଏବେ ଗୁଜୁରାଟରେ ପହଁଚିଛନ୍ତି। ହେଲେ ସେ କିଛି ଦିନ ପୂର୍ବରୁ ସ୍ପଷ୍ଟ କରିଥିଲେ ଯେ ତାଙ୍କର ଫିଲ୍ମ ନେଇ ସେ ଯାଇଛନ୍ତି। ବୁମରାଙ୍କ ବିବାହ ସହ ତାଙ୍କର କୌଣସି ସମ୍ପର୍କ ନାହିଁ।

ଅନୁପମାଙ୍କ ନାମ ହଟିବା ପରେ ଏବେ ବୁମରାଙ୍କ ସହ ସ୍ପୋର୍ଟସ ଆଙ୍କର ସଂଜନା ଗଣସନଙ୍କ ସହ ଯୋଡ଼ା ଯାଉଛି। ସେ ଆଇପିଏଲରେ ‘କେକେଆର ଡାଈରୀଜ’ ନାମ ଏକ ସୋ ମଧ୍ୟ ହୋଷ୍ଟ କରିସାରିଛନ୍ତି। ସେ ୨୦୧୬ ରେ କେକେଆର ସହ ଯୋଡ଼ା ହୋଇଥିଲେ ଏବଂ ‘ନାଇଟ କ୍ଳବ’ ନାମ ଏକ ସୋ ହୋଷ୍ଟ କରିଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *