ସ୍ୱାମୀଙ୍କ ବସକୁ ପତ୍ନୀଙ୍କ ଆଶ୍ଚର୍ଯ୍ୟକର ମ୍ୟାସେଜ: “ଅଫିସ କାମ ଆଉ କିଛି ଦିନ ୱାର୍କ ଫର୍ମ ହୋମ” ଚାଲିଲେ ଆମର ହୋଇଯିବ ଛାଡପତ୍ର

ଆପଣଙ୍କୁ କହିରଖିବୁ ପୂର୍ଵ କରୋନା ଭାଇରସକୁ ପାଖାପାଖି ଦୁଇ ବର୍ଷ ହେବାକୁ ବସିଲାଣି କିନ୍ତୁ ଏବେ ପର୍ଯ୍ୟନ୍ତ ତାର ପ୍ରକୋପ କମିନାହିଁ। ସେଥିପାଇଁ ପୂର୍ଵ ଦୁଇ ବର୍ଷ ହେବ ଅନେକ କମ୍ପାନୀ ବନ୍ଦ ହେବା ସହ ଅନେକ ଖୋଲା ଥିଲେ ମଧ୍ୟ ସଂକ୍ରମଣ ଡରରେ ଅନେକ କମ୍ପାନୀର କର୍ମଚାରୀ ଘରେ ରହି କାମ କରୁଛନ୍ତି। ଏହି କରୋନା ଲକ୍ଷ ଲକ୍ଷ ଲୋକଙ୍କୁ ବେରୋଜଗାର କରିଦେଇଛି। ଆପଣଙ୍କୁ କହିରଖିବୁ ନିଜ ସ୍ୱାମୀଙ୍କୁ ସବୁ ପତ୍ନୀ ଘରେ ରଖିବାକୁ ଚାହୁଁଥିବା ବେଳେ ଏଠି ଜଣେ ଏଭଳି ପତ୍ନୀ ଅଛନ୍ତି ଯିଏ ନିଜ ସ୍ୱାମୀଙ୍କ ଘରେ ରହି କାମ କରିବାକୁ ପସନ୍ଦ କରୁନାହାନ୍ତି।

Google

ଗତ ଦୁଇ ବର୍ଷ ହେବ ତାଙ୍କ ସ୍ୱାମୀ ଘରେ ରହି କାମ କରୁଥିବାରୁ ଏଥିରେ ସେ ଆପତ୍ତି ଜଣାଇଛନ୍ତି। ଆପଣଙ୍କୁ କହିରଖିବୁ ଏହି କଥାକୁ ବ୍ୟବସାୟ ଟାଇକୁନ ହର୍ଷ ଗୋଏଙ୍କା ସେୟାର କରିଛନ୍ତି। ସେ ଜଣେ ବଡ ବ୍ୟବସାୟୀ ଅଟନ୍ତି ଓ ତାଙ୍କ କହିବ ଅନୁସାରେ ତାଙ୍କ କମ୍ପାନୀର ଜଣେ କର୍ମଚାରୀଙ୍କ।ପତ୍ନୀ ଏଭଳି କଥା ତାଙ୍କୁ ଜଣାଇଛନ୍ତି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କର୍ମଚାରୀଙ୍କ ପତ୍ନୀ କହିଛନ୍ତି ମୋର ସ୍ୱାମୀ ପୂର୍ଵ ଦୁଇ ବର୍ଷ ହେବ ଘରେ ରହି କାମ କରୁଛନ୍ତି ଏବେ କିନ୍ତୁ ସେ ଦୁଇଟି ଡୋଜ ଟୀକା ନେଇଛନ୍ତି ଓ ଗାଇଡଲାଇନ ମଧ୍ୟ ଆପଣଙ୍କ। କମ୍ପାନୀର ସେ ମାନିବେ କିନ୍ତୁ ସେ ଆଉ ଘରେ ରହି କାମ କରିପାରିବେ ନାହିଁ ଆପଣ ତାଙ୍କୁ କମ୍ପାନୀକୁ ନେଇ କାମ କରାନ୍ତୁ।

ପତ୍ନୀଙ୍କ ଏପରି କହିବାର କାରଣ ହେଉଛି ତାଙ୍କ ସ୍ୱାମୀ ଘରେ ରହିବା ଦ୍ଵାରା ୧୦ ରୁ ଅଧିକ ଥର କଫି ପିଉଛନ୍ତି ,ଘରେ ଅଳିଆ କରୁଛନ୍ତି ଓ ବହୁତ ହଇରାଣ କରୁଛନ୍ତି ତେଣୁ ଏପରି ସବୁଦିନ ପତି ପତ୍ନୀଙ୍କ ମଧ୍ୟରେ ଝଗଡା ଚାଲିଲେ ଛାଡପତ୍ର ହୋଇଯିବ ହୋଇଯିବ ବୋଲି ପତ୍ନୀ କହିଛନ୍ତି। ଏକଥା ଶୁଣି ଗୋଏଙ୍କା ଏହା ଲେଖି କ୍ୟାପ୍ସନରେ ଲେଖିଛନ୍ତି ଏପରି ଅସୁବିଧା ମୁଁ କଣ ସମାଧାନ ଦେବି। ଏହି ଖବର ଏବେ ଭାଇରଲ ହେବାରେ ଲାଗିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *