ବ୍ୟୁରୋ ରିପୋର୍ଟ: ଅଡ଼ୁଆରେ ରୋହିତଙ୍କ କ୍ୟାପଟେନସି ପଦ। ବିରେନ୍ଦ୍ର ସେହ୍ୱାଗ ରୋହିତଙ୍କ କ୍ୟାପଟେନସିକୁ ନେଇ ଦେଇଛନ୍ତି ବଡ଼ ବୟାନ। ରୋହିତଙ୍କୁ T-20 ଅଧିନାୟକ ପଦରୁ ମିଳିପାରେ ବିଶ୍ରାମ ବୋଲି ସେ କହିଛନ୍ତି। ସେ ଏହା ଦ୍ଵାରା ଭଲ ମ୍ୟାନେଜମେଣ୍ଟ କରିପାରିବେ। କାରଣ ସେ କ୍ୟାପଟେନ ହେବା ପରେ ଆହତ ଏବଂ ବ୍ୟସ୍ତତା ପାଇଁ ଅଧିକ ମ୍ୟାଚ ଖେଳିବାରେ ସକ୍ଷମ ପର ହେଇପାରୁନାହାନ୍ତି।

ମାନସିକ ଚାପରୁ ମିଳିବ ମୁକ୍ତି: ପିଟିଆଇକୁ ଦେଇଥିବା ଏକ ଇଣ୍ଟରଭିଉରେ ବିରେନ୍ଦ୍ର କହିଛନ୍ତି କି ଭାରତୀୟ ଦଳର ମ୍ୟାନେଜମେଣ୍ଟ ରୋହିତଙ୍କୁ ବିଶ୍ରାମ ଦେଇପାରେ। ଏହା ଦ୍ଵାରା ମାନସିକ ଚାପରୁ ମିଳିବ ମୁକ୍ତି। ସେ ଆହୁରି ଭଳ ଖେଳିବାର ସକ୍ଷମ ହେବେ। ଟି-୨୦ ରେ ବ୍ରେକ ପରେ ସେ ODI ୱେବ TEST ରେ ଅଧିକ ଫୋକସ ଦେଇପାରିବେ।
ସେ ଆହୁରି କହିଛନ୍ତି କି ଏହି ବର୍ଷ T-20 ବିଶ୍ୱକପ ଖେଳାଯିବାର ଅଛି। ଟପ ୩ ସ୍ଥାନରେ ଖେଳିବା ନିମନ୍ତେ ରୋହିତ ଶର୍ମା, ଇଶାନ କିଷାନ ଓ କେ ଏଲ ରାହୁଲ ପରଫେକ୍ଟ ବ୍ୟାଟର ବୋଲି ତାଙ୍କ ମତରେ ସେ କହିଛନ୍ତି। ଇଶାନ ଏବଂ ରୋହିତଙ୍କ ତାଳମେଳ ଭଲ ଅଟେ। ସେମାନେ ରାଇଟ-ଲେଫ୍ଟ କମ୍ବୀନେସନରେ ଖେଳନ୍ତି ବୋଲି ସେ କହିଛନ୍ତି।ଭାରତୀୟ ଦଳ ପାଖରେ ଅନେକ ଦମଦାର ବ୍ୟାଟ୍ସମାନ ଅଟନ୍ତି।
ଏହା ସହ ସେହ୍ୱାଗ ଉମରାନ ମଲ୍ଲିକଙ୍କ ପ୍ରଶଂସା ବି କରିଥିଲେ। ଯଶପ୍ରୀତ ବୁମରା, ମହମ୍ମଦ ସାମୀଙ୍କ ସହ ସେ ଟିମ ଇଣ୍ଡିଆର ପେସ ବୋଲିଂର ଅଂଶ ଅଟନ୍ତି। ତାଙ୍କ ଭବିଷ୍ୟତ ଖୁବ ଉଜ୍ଜ୍ୱଳ ବୋଲି ସେ କହିଛନ୍ତି।
Rohit Sharma can be relieved as captain from T20Is: Sehwag@ImRo45 @virendersehwag @BCCI https://t.co/lfywWuLFWT pic.twitter.com/KX9CreOrJm
— Sports Tak (@sports_tak) June 27, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।