ସିବିଆଇ ସୁବ୍ରମଣ୍ୟମ ସ୍ୱାମୀଙ୍କୁ ଜବାବ ଦେଇ ଲେଖିଛନ୍ତି,”ଯାଞ୍ଚ ସମୟରେ କୌଣସିବି ଜିନିଷକୁ ଖାରଜ କରାଯିବନାହିଁ”।

ସୁଶାନ୍ତ ସିଂ ରାଜପୁତ କେସ:
ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୬ ମାସ ହୋଇଗଲାଣି କିନ୍ତୁ ଏବେ ପର୍ଯ୍ୟନ୍ତ ମୃତ୍ୟୁ କାରଣ ଜଣାପଡିନାହିଁ। ସୁଶାନ୍ତ ସିଂ ରାଜପୁତଙ୍କ କେସର ଯାଞ୍ଚ ଉପରେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଅପଡେଟ ମାଗିଥିଲେ।
ଏବେ ସିବିଆଇ ସୁବ୍ରମଣ୍ୟମ ସ୍ୱାମୀଙ୍କୁ ଜବାବ ଦେଇ ଲେଖିଛନ୍ତି,” ସିବିଆଇ ପ୍ରୋଫେସନାଲ ତରିକା ଓ ବୈଜ୍ଞାନିକ ଟେକ୍ନିକ ସହିତ ମାମଲାର ଯାଞ୍ଚ କରୁଛି ଯାଞ୍ଚ ସମୟରେ କୌଣସିବି ଜିନିଷକୁ ଖାରଜ କରାଯିବନାହିଁ। ସିବିଆଇ ଟିମର ଅଧିନକାରୀ ଘଟଣା ସ୍ଥଳକୁ ଯାଇଥିଲେ ତେଣୁ କୌଣସି କଥାକୁ ଅଣଦେଖା କରାଯିବନାହିଁ”। ସିବିଆଇ ଜବାବରେ କହିଛି ,”ଯାଞ୍ଚ ସନ୍ଦର୍ଭରେ ଯାଞ୍ଚ ଟିମ ଯାଞ୍ଚଟିମ ସିନିୟର ଅଧିକାରୀଙ୍କ ସହିତ ସବୁ ସମ୍ବନ୍ଧିତ ଠିକଣା ଯେପରି ଅଲିଗଡ଼, ଫରିଦାବାଦ, ହାଇଦ୍ରାବାଦ, ମୁମ୍ବାଇ, ମାନେସ୍ୱର, ଓ ଘଟଣା ସ୍ଥାନକୁ ଗ୍ରସ୍ତ ମଧ୍ୟ କରିସାରିଲେଣି”।

ମହାରାଷ୍ଟ୍ରର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖ ମଧ୍ୟ ପଚାରିଥିଲେ ସିବିଆଇକୁ ପ୍ରଶ୍ନ:
କିଛି ଦିନ ତଳେ ମହାରାଷ୍ଟ୍ରର ଗୃହ ମନ୍ତ୍ରୀ ଓ ଏନସିବି ନେତା ଅନୀଲ ଦେଶମୁଖ ମଧ୍ୟ ସିବିଆଇକୁ ସୁଶାନ୍ତଙ୍କ କେସର ଯାଞ୍ଚ କଣ ହେଲା ତାହା ପଚାରିଥିଲେ। ରବିବାର ଦିନ ନାଗପୁରରେ ଏକ ପ୍ରେସ ମିଟରେ ଅନୀଲ ଦେଶମୁଖ କହିଥିଲେ,”ସୁସାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ସିବିଆଇ ଯାଞ୍ଚକୁ ୫ ମାସ ହୋଇଗଲାଣି କିନ୍ତୁ ଏବେ ପର୍ଯ୍ୟନ୍ତ ସିବିଆଇ ଏହା ପ୍ରକାସ କରିନାହିଁ କି ସୁଶାନ୍ତଙ୍କ ମୃତ୍ୟୁ ହତ୍ୟା ଥିଲା ନା ଆତ୍ମହତ୍ୟା। ମୁଁ ସିବିଆଇକୁ ଯାଞ୍ଚର ଫଳ କହିବା ପାଇଁ ଅନୁରୋଧ କରୁଛି”।
ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ୧୪ ଜୁନ ୨୦୨୦କୁ ମୁମ୍ବାଇରେ ତାଙ୍କରି ଫ୍ଲାଟରେ ମୃତ୍ୟୁ ଅବସ୍ଥାରେ ଦେଖାଯାଇଥିଲା। ମାମଲାର ପ୍ରଥମିକାତା ଯାଞ୍ଚରେ ଏହାକୁ ଆତ୍ମହତ୍ୟା କୁହାଯାଇଥିଲା କିନ୍ତୁ ଅଗଷ୍ଟରେ ସୁପ୍ରିମକୋର୍ଟ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଯାଞ୍ଚ ପାଇଁ ସିବିଆଇକୁ ଆଦେଶ ଦେଇଥିଲେ। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ଠୁ ନେଇ ବିହାର ପର୍ଯ୍ୟନ୍ତ ରାଜନୀତି ଗରମା ଗରମ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ବଲିଉଡ଼ ମଧ୍ୟ ପଏଣ୍ଟ ଭାଗକୁ ଆସିଯାଇଥିଲା। ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱାତ ଓ ସୁଶାନ୍ତ ସିଂଙ୍କୁ ପସନ୍ଦ କରୁଥିବା ଲୋକ ସୋସିଆଲ ମିଡିଆରେ କ୍ୟାପସନ ଦେଉଛନ୍ତି”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।