କେନ୍ଦ୍ର ମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି, ଜଲ୍ଦି ଆସିବାକୁ ଯାଉଛି ଜନସଂଖ୍ୟା ନିୟନ୍ତ୍ରଣ ଆଇନ!

ବ୍ୟୁରୋ ରିପୋର୍ଟ: ଆପଣଙ୍କୁ କହିରଖିବୁ ବର୍ତ୍ତମାନ ହୁ ହୁ ହୋଇ ବଢୁଥିବା ଜନସଂଖ୍ୟା ମଧ୍ୟ ଭାରତ ପାଇଁ ଏକ ଅସୁବିଧା ଅଟେ। ଯଦି ଏହାକୁ ନିୟନ୍ତ୍ରଣରେ ରଖା ନଯିବ ତେବେ ଆଗକୁ ଆମକୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିବ। ଆପଣଙ୍କୁ କହିରଖିବୁ ଏବେ କେନ୍ଦ୍ର ମନ୍ତ୍ରୀ ଏହାକୁ ନେଇ ଏକ ବଡ଼ ବୟାନ ଦେଇଥିଲେ।ପୁରା ଘଟଣାଟି ହେଉଛି ଛତିଶଗଡ଼ର ରାଜଧାନୀ ରାୟପୁର ଠାରେ ଗରିବ କଲ୍ୟାଣ ସମ୍ମିଳନୀରେ ଯୋଗଦେଇଥିଲେ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ।

Google

ଏହି ସମୟରେ ତାଙ୍କୁ ମିଡ଼ିଆ ଵାଲା ଅନେକ ପ୍ରଶ୍ନ ପଚାରିଥିଲେ ଓ ସେ ତାର ଉତ୍ତର ଦେଇଥିଲେ।ଏହି ସମୟରେ ଜଲ୍ଦି କେନ୍ଦ୍ର ସରକାରଙ୍କ ଦ୍ଵାରା ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆସିବ ଵୋଲି ସେ କହିଥିଲେ। ସେ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ ଯଦି ଆମ କେନ୍ଦ୍ର ସରକାର ଅନେକ ବଡ ବଡ଼ ଆଇନ ଆଣିଛନ୍ତି ତେବେ ଜଲ୍ଦି ଜନସଂଖ୍ୟା ନିୟନ୍ତ୍ରଣ ଆଇନ ମଧ୍ୟ ଆଣିପାରନ୍ତି। କେବଳ ସେ ନୁହଁନ୍ତି ପୂର୍ଵ ସପ୍ତାହରେ ଅନ୍ୟ ଜଣେ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱଲେ ମଧ୍ୟ ଏହି ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ବୟାନ ଦେଇଥିଲେ।

ସେ ନିଜ ବୟାନରେ କହିଥିଲେକି ଭାରତରେ ଆମେ ଦୁଇ ଆମର ଦୁଇ ପ୍ରଥା ଆଇନ ଜଲ୍ଦି ଲାଗୁ କରିବାର ଆବଶ୍ୟକତା ରହିଛି ଯାହା ଦ୍ୱାରା ଜନସଂଖ୍ୟା ନିୟନ୍ତ୍ରଣ ହେବ। ଏହାକୁ ମୁସଲମାନ ମାନେ ବିରୋଧ କରିବା ଠିକ ନୁହେଁ କାରଣ ଏହା ଧର୍ମ ପାଇଁ ନୁହେଁ ବରଂ ଦେଶର ହିତ ପାଇଁ ଅଟେ।ତାଙ୍କ ପୂର୍ବରୁ ଏମଏନଏସ ନେତା ରାଜ ଠାକରେ ମଧ୍ୟ କେନ୍ଦ୍ର ସରକାର ଜଲ୍ଦି ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣିବା ଆବଶ୍ୟକ ବୋଲି ସେ କହିଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *