ପିଏଫ ସିଷ୍ଟମରେ ବଡ ପରିବର୍ତ୍ତନ ପାଇଁ ପ୍ରସ୍ତୁତି, ନିଶ୍ଚିତ ଜାଣିରଖନ୍ତୁ କଣ କଣ ବଦଳିବ ।

ବ୍ୟକ୍ତିଗତ କ୍ଷେତ୍ରରେ କାମ କରୁଥିବା ଲୋକ ମାନଙ୍କ ପାଇଁ ଏକ ବହୁତ ବଡ଼ ଖବର ଅଛି ଯାହାର ପ୍ରଭାବ ସିଧା ତାଙ୍କ ପକେଟରେ ପଡ଼ିବାକୁ ଯାଉଛି। ଲେବର କମିଟିର ଶୀର୍ଷ ଅଧିକାରୀ ମାନେ ଲେବର ମାନଙ୍କର ସଂସଦୀୟ ସମିତିକୁ ପ୍ରସ୍ତାବ ଦେଇଛନ୍ତି କି ଭାରତରେ ଇପିଏଫଓ ଭଳି ପେନସନ ଫଣ୍ଡ ମାନଙ୍କୁ ବ୍ୟାବହାରିକ କରି ବଜାୟ ରଖିବା ପାଇଁ ଚାଲିଥିବା ବ୍ୟବସ୍ଥାକୁ ସମାପ୍ତ କରାଯାଉ। ତାଙ୍କୁ ଡିଫାଇଣ୍ଡ ବେନିଫିଟ ବଦଳରେ ଡିଫାଇଣ୍ଡ କଣ୍ଟ୍ରିବ୍ୟୁସନ ଦିଆଯାଉ । ଅର୍ଥାତ ପିଏଫ ମେମ୍ବର ମାନଙ୍କୁ ତାଙ୍କ ଅଂଶଦାନ ମାନଙ୍କ ଦ୍ୱାରା ଫାଇଦା ମିଳୁ ।

Google

ସୂତ୍ର ମୁତାବିକ ଅଧିକାରୀ ମାନେ ଗୁରୁବାରକୁ ସଂସଦୀୟ ସମିତିରେ କହିଲେ କି ଇପିଏଫଓ ପାଖରେ ପ୍ରାୟ ୨୩ ଲକ୍ଷ ପେନ୍ସନର ଅଛନ୍ତି ଯାହାଙ୍କୁ ପ୍ରତି ମାସ ଏକ ହଜାର ରୁ ଅଧିକ ଫଣ୍ଡ ମିଳୁଛି। ମାତ୍ର ତାଙ୍କର ଅଂସଦାନ ଏହି ତୁଳନା ରେ ବହୁତ କମ ଅଟେ। ତାଙ୍କର ଦାବି ଏଇଟା କି ଯଦି ପିଏଫ ଏହି ଅଂସଦାନ ନୀତି ଆପଣେଇ ନଥାଏ ତେବେ ସରକାରଙ୍କ ପାଇଁ ଏହି ଫଣ୍ଡକୁ ବେସି ଦିନ ଯାଏ ବଜାୟ ରଖିବା ବହୁତ କଷ୍ଟ ହେଇଯିବ।

ପେନସନ ବଢ଼ାନ୍ତୁ ନାହିଁ:

ଇପିଏଫଓ ର ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟିଜ ଅଗଷ୍ଟ ୨୦୧୯ ରେ ଏହି ଇପିଏଫଓ ର ପେନସନକୁ ବଢ଼େଇକି ୨,୦୦୦ କି ୩,୦୦୦ ଟଙ୍କା କରିବ ବୋଲି ନିଷ୍ପତ୍ତି ନେଇଥିଲା। ମାତ୍ର ଲେବର ମିନିଷ୍ଟ୍ରୀ ଏହାକୁ ଲାଗୁ କରି ନଥିଲା। ସୂତ୍ର ଟାଇମସ ଅଫ ଇଣ୍ଡିଆ ସହ ସମ୍ପର୍କ କରିଥିଲା ଆଉ ଏହା କହିଥିଲେ କି ଯଦି ପେନସନ ୨,୦୦୦ ତାଙ୍କ ହେଇଯିବ ତାହେଲେ ସରକାର ଙ୍କୁ ପ୍ରାୟ ୪,୫୦୦ କୋଟି ଟଙ୍କାର ବୋଝ ପଡିବ ଆଉ ଯଦି ପେନସନ ୩,୦୦୦ ତାଙ୍କ ହେଇଯିବ ତାହେଲେ ସରକାରଙ୍କୁ ପ୍ରାୟ ୧୪,୫୯୫ କୋଟି ଟଙ୍କାର ବୋଝ ଅଧିକ ପଡିବ।

Google

ଗୁରୁବାର ଦିନ ବୈଠକରେ ଅଧିକାରୀ ମାନେ ସ୍ୱୀକାର କଲେ କି ସ୍ଟକ ମାର୍କେଟରେ ଲଗା ଯାଇଥିବା ଇପିଏଫଓ ର ଏହି ନିବେଶ ଏକ ଖରାପ ନିବେଶ ରହିଲା। କୋଭିଡ ୧୯ ମହାମାରୀ କାରଣରୁ ଆମ ଇକୋନୋମିରେ ଆସିଥିବା ସୁସ୍ଥି ହି ଏହି ନିବେଶରୁ ନେଗେଟିଭ ରିଟର୍ଣ୍ଣ ଆଣିଲା। ଅଧିକାରୀ ମାନେ କହିଲେ କି ଇପିଏଫଓ ର ୧୩.୭ ଲକ୍ଷ କୋଟି ଟଙ୍କାର ଫଣ୍ଡ ମାନଙ୍କ ଭିତରୁ ମାତ୍ର ୫% ଅର୍ଥାତ ୪,୬୦୦ କୋଟି ଟଙ୍କା ହିଁ ନିବେଶ ହେଇଥିଲା। ଅଧିକାରୀ ମାନଙ୍କ ମୁତାବିକ ସରକାର ଏହା ସୁନିଶ୍ଚିତ କରିବାକୁ ଚାହେଁ କି ଇପିଏଫଓ ର ଗରିବ ମାନଙ୍କର ପଇସାକୁ କେଉଁ ବିପଦ ଜଣକ ନିବେଶରେ ରଖିବା କାର୍ଯ୍ୟକୁ ଅଟକା ଯାଇପାରିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *