ମାଆର ଅବହେଳା ପାଇଁ ଚାଲିଗଲା ତା ଛୁଆର ଜୀବନ, କାରଣ ଜାଣିଲେ ଆସିଯିବ ରାଗ

ଏହି ସଂସାରରେ ନିଜ ପିଲାକୁ ସବୁଠୁ ଅଧିକ ମା ଭଲ ପାଇଥାଏ। ଗୋଟେ ଛୁଆ ପାଇ ମା ସବୁ କିଛି କରିପାରେ। ମା ଭଲ ହେଉ ମା ଖରାପ କିନ୍ତୁ ସେ ନିଜ ଛୁଆର କେବେବି ଅନିଷ୍ଟ କରିପାରିନାହେଁ କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଗୋଟେ ମାର ଅବହେଳା ପାଇଁ ତାର ପିଲାର ଜୀବନ ଚାଲିଯାଇଛି। ଏହିପରି ମାକୁ ରାକ୍ଷସୀ ହିଁ କୁହାଯାଇପାରେ।ଏହିପରି ଘଟଣା ଘଟିଯାଇଛି ରୁଷରେ। ପ୍ରକୃତ କଥା ହେଉଛି ସେଠାକର ଜଣେ ୨୫ ବର୍ଷୀୟ ମହିଳା ଘରେ ନିଜ ଛୁଆକୁ ଶୁଆଇ ପାର୍ଟି ଆୟୋଜନ କରି ଥିଲେ।

ଧୀରେ ଧୀରେ ସେ ପାର୍ଟିରେ ନିଜ ସାଙ୍ଗମାନଙ୍କ ସହ ମଉଜ ମସ୍ତି କରିବାକୁ ଲାଗିଲେ ଓ ସେ ତାଙ୍କ ପିଲା କଥା ଭୁଲିଯାଇଇଥିଲେ। ବିଚରା ପିଲା ବହୁତ ସମୟ ଭୋକରେ ରହିଲା ଓ ଶେଷରେ ଜୀବନ ତ୍ୟାଗ କରିଥିଲା। ଆପଣଙ୍କୁ କହିରଖିବୁ ସେହି ମହିଳା ଜଣଙ୍କ ହେଉଛନ୍ତି ଋଷର ଜଲାଟାଉଷ୍ଟରେ ରହୁଥିବା ମହିଳା ଓଲଗା ବାଜରୋୱା।ସେ ନିଜ ସ୍ୱାମୀଙ୍କ ସହ ରହିନଥାନ୍ତି। ତାଙ୍କର ଦୁଇଟି ପିଲା ୧୧ ମାସର ପୁଅ ଓ ତିନି ବର୍ଷର ଝିଅ। କିଛି ଦିନ ତଳେ ସେ ଏକ ପାର୍ଟିର ଆୟୋଜନ କରିଥିଲେ ଯାହା ଫଳରେ ପାର୍ଟିରେ ଦିଷ୍ଟରବ ହେବେ ବୋଲି ଦୁଇ ପିଲାଙ୍କୁ ଏକ ରୁମରେ ସୁଆଇ କବାଟ ଦେଇ ପାର୍ଟିକୁ ଚାଲିଯାଇଥିଲେ।

ସେଠାକୁ ଯାଇ ସେ ଘର କଥା ଭୁଲିଯାଇଥିଲେ ଓ ପାର୍ଟିରେ ମଜି ରହିଥିଲେ ଏହା ସହ ସେ ସେଠାରେ ମ-ଦ୍ୟ-ପା-ନ କରିବା ପରେ ଚେତା ହରାଇ ବସିଥିଲେ ଓ ୪ ଦିନ ପରେ ଯାଇ ଘରକୁ ଫେରିଥିଲେ। ଘରକୁ ଫେରିବାପରେ ଯାହା ଦେଖିଥିଲେ ସେ ଚକିତ ହୋଇଯାଇଥିଲେ ତାଙ୍କର ୧୧ ମାସର ପୁଅ ମରିଯାଇଥିବା ବେଳେ ତିନି ବର୍ଷର ଝିଅ ମଧ୍ୟ ଗୁରୁତର ହୋଇଯାଇଥିଲା। ନା ତି ସେବଳୀର ମୃ-ତ୍ୟୁ କଥା ଜାଣିବା ପରେ ତାଙ୍କ ଆଇ ମା ବହୁତ ମନ ଦୁଃଖ କରିଥିଲେ ଓ ବୋହୁ ନାମରେ ପୋ-ଲି-ସରେ ଅ-ଭି-ଯୋ-ଗ କରିଥିଲେ ଯାହା ପରେ ପୋ-ଲି-ସ ଓଲଗାଙ୍କୁ ଗିରଫ କରିଥିଲା ଓ ତିନି ବର୍ଷର ଝିଅକୁ ମେ-ଡି-କା-ଲରେ ଭର୍ତି କରିଥିଲା ଯାହାର ଅବସ୍ଥା ଗୁରୁତର ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *