ରାଜନାଥଙ୍କ ଭାଷଣରେ ଚୀନ କ୍ଷୁବ୍ଧ । କଲା ଯୁଦ୍ଧର ଆହ୍ୱାନ, ସମ୍ପୂର୍ଣ୍ଣ ବିଷୟ ଜଣିଲେ ଚକିତ ହୋଇଯିବେ ।

China agitated by Rajnath's statement and threaten for war, ରାଜନାଥଙ୍କ ଭାଷଣରେ ଚୀନ କ୍ଷୁବ୍ଧ । କଲା ଯୁଦ୍ଧର ଆହ୍ୱାନ, ସମ୍ପୂର୍ଣ୍ଣ ବିଷୟ ଜଣିଲେ ଚକିତ ହୋଇଯିବେ ।, India, China. India-China Border, Nitidina, Rajnath Singh

ଭାରତର ରକ୍ଷାମନ୍ତ୍ରୀ ରାଜନାଥ ସିଂ ଲୋକସଭାରେ ଚୀନ ସେନାର ଚିଠା ଖୋଲିବା ପରେ ଚୀନର ସରକାରୀ ମୁଖପାତ୍ର ଗ୍ଲୋବାଲ ଟାଇମସ କ୍ଷୁବ୍ଧ । ଗ୍ଲୋବାଲ ଟାଇମସର ସମ୍ପାଦକ ହୁ ସିଜିନ କହିଛନ୍ତି- ଚୀନ ଉଭୟ ଶାନ୍ତି ଓ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛି । ସେ କହିଛନ୍ତି ଯେ ଚୀନ ସେନାର ଚାପରେ ଭାରତୀୟ ସେନା ନରମି ରହୁଛନ୍ତି ।

ସେ କହିଛନ୍ତି ଯେ ଭାରତର ରକ୍ଷାମନ୍ତ୍ରୀ କହିଥିବା କଥା ରଗାଇବା ଭଳି ଓ ଏଥିପାଇଁ ସୀମା ଅଞ୍ଚଳରେ ଶୀତ ଦିନରେ ବିବାଦ ବଢ଼ିପାରେ । ସେ ଆଉ ମଧ୍ୟ ଲେଖିଛନ୍ତି କି ବେଜିଂକୁ ଚୀନ-ଭାରତ ସୀମା ବିବାଦକୁ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆବଶ୍ୟକ ଅଟେ । ହେଲେ ନିଜର ସେନାକୁ ସବୁବେଳ ପାଇଁ ପ୍ରସ୍ତୁତ ରଖିବାର ଅଛି ।

India-China Border Tensions Live Updates: China Took Premeditated Action,  Responsible For Violence, Says Jaishankar
Google
ସୀମାରେ ବିବାଦ ପାଇଁ ଭାରତକୁ ଦାୟୀ କରାଗଲା:

ଗ୍ଲୋବାଲ ଟାଇମସର ବିଶେଷଜ୍ଞ କହିଛନ୍ତି ଯେ ଲଦାଖ ସୀମାରେ ବିବାଦ ବହୁତ ଜଲ୍ଦି ଶେଷ ହେବ ନାହିଁ । ଭାରତର ରକ୍ଷା ମନ୍ତ୍ରୀ ନିଜ କଥାରୁ ଏହି କଥାର ଭରସା ଦେବା ଉଚିତ ଯେ ତାଙ୍କ ସେନା ଓ ସରକାର ପୁରା ପ୍ରସ୍ତୁତ ହୋଇ ରହିଛନ୍ତି । ହେଲେ ସ୍ଥିତି ସମ୍ପୂର୍ଣ୍ଣ ଅଲଗା ସୀମାରେ ବିବାଦ କେବଳ ଭାରତ ପାଇଁ ହୋଇଛି ।

ସେ ମଧ୍ୟ ଧମକ ଦେଇ କହିଛନ୍ତି କି ଯଦି ମସ୍କୋରେ ବିଦେଶ ମନ୍ତ୍ରୀଙ୍କ ଦ୍ଵାରା ହୋଇଥିବା ପଞ୍ଚସୂତ୍ରକୁ ଲାଗୁ ନ କରିଛି ତେବେ ଚୀନ ସେନା ଭାରତକୁ କଡା ଜବାବ ଦେବ ।

India reeling as 5000 more Chinese troops deployed on Ladakh, Sikkim  borders - The Frontier Post
Google
କଣ କହିଥିଲେ ରାଜନାଥ ସିଂ:

ରାଜନାଥ ସିଂ ଚୀନ ସହ ଲାଗି ରହିଥିବା ସୀମା ବିବାଦ ଉପରେ ଲୋକସଭାରେ ଭାଷଣ ଦେଇଥିଲେ । ସେ କହିଥିଲେ କି ଭାରତ ନିଜର ଅଖଣ୍ତତା ଉପରେ ଆଞ୍ଚ କେବେହେଲେ ବି ସହ୍ୟ କରା ଯିବନାହିଁ, ଭାରତୀୟ ସେନା ପ୍ରସ୍ତୁତ ଅଛନ୍ତି । ସେ ଏହା ମଧ୍ୟ କହିଥିଲେ କି-“ସୀମାରେ ଯବାନମାନେ ପୁରା ପ୍ରସ୍ତୁତ ଅଛନ୍ତି । ଆମର ସଶସ୍ତ୍ର ସେନାଙ୍କ ମନୋବଳ ମଧ୍ୟ ଦୃଢ଼ । ସେ ଦୁର୍ଲଭ ପାହାଡରେ ଥଣ୍ଡା ସମୟରେ ବି ଯୁଦ୍ଧ କରିପାରିବେ । ଭାରତ ଚାହେଁ ଶାନ୍ତି, ହେଲେ ଭାରତ ସବୁ ସମସ୍ୟା ପାଇଁ ପ୍ରସ୍ତୁତ ଅଛି ।”

ରାଜନାଥ ସିଂ ଏହା ବି କହିଥିଲେ କି ୧୫ ଜୁନରେ ଗଲୱାନରେ ଯେଉଁ ହିଂସା ଆଚରଣ ହୋଇଥିଲା ସେଥିରେ ଚୀନ ସେନାକୁ ବହୁତ କ୍ଷତି ହୋଇଥିଲା ।

ଆମେ ଏମିତି ଆପଣଙ୍କ ପାଇଁ ନୂଆ ନୂଆ ବିଶେଷ ଗୁରୁତ୍ୱପୂର୍ଣ୍ଣ ଖବର ନେଇକି ଆସୁ । ଏହି ଖବର କେମିତି ଲାଗିଲା ଆମକୁ ଜଣାନ୍ତୁ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *