ଅଚାନକ ସଡକ ମଝିରେ ହେଲା ୨୫ଫିଟ ର ଗାଢ଼। ମହିଳା ଯାତ୍ରୀଙ୍କ ସହ ଅଟୋ ବି ପଡିଗଲା,ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ରାଜସ୍ତାନର ଗୋଲାପୀ ନଗରୀ ଜୟପୁରରେ ବିକାଶ ଆଉ ବ୍ୟବସ୍ଥା ମାନଙ୍କର ରହସ୍ୟ ଖୋଲିବା ଵାଲା ଘଟଣା ହେଇଗଲା। ସଚିବାଳୟରୁ ଗୋଟେ କିମି ଦୂର ଚୋମୁ ସର୍କଲ ପାଖରେ ଶନିବାର ସକାଳୁ ଅଚାନକ ସଡକ ମଝିରେ ଗାତ ହେଇଗଲା। ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଜଲଦି ଜଲଦି ଭାଇରାଲ ହେଉଛି।

Google

ସଡକ ଉପରେ ଅଚାନକ ହେଇଥିବା ଏହି ୨୫ଫୁଟ ଗଭୀର ତଥା ୩୦ ଫୁଟ ଚୌଡା ଗାତରେ ଜଣେ ମହିଳା ସମେତ ଆଉ ଗୋଟେ ଅଟୋ ପଡିଗଲା। ଏପରି ଗତିରେ ଦୁର୍ଘଟଣା ହେଲା କି ଅଟୋ ଚାଳକ ତଥା ମହିଳାଙ୍କୁ ସମ୍ଭାଳିବାର ସୁଯୋଗ ହି ମିଳିଲାନି ଆଉ ଦୁଇ ଜଣ ଯାକ ଯାଇ ଗାତରେ ପଡିଗଲେ।

ଘଟଣାର ସୂଚନା ପୋଲସକୁ ତୁରନ୍ତ ଦେଇ ଦିଆଗଲା। ଘଟଣା ସ୍ଥଳରେ କିଛି ପୋଲିସ ଗାର୍ଡ ତଥା ଅଟୋ ଵାଲା ପହଁଚିଲେ ଆଉ ଅଟୋ ଷ୍ଟାର୍ଟ କରିବା ପାଇଁ ବ୍ୟବହାର ହେଉଥିବା ରଶି ସାହାଯ୍ୟରେ ସେମାନେ ସେହି ମହିଳା ତଥା ଡ୍ରାଇଭରଙ୍କୁ ଉଦ୍ଧାର କଲେ। ସେହି ରସି ବାନ୍ଧିକି ମହିଳା ତଥା ଡ୍ରାଇଭରଙ୍କୁ ବାହାର କରାଗଲା। ଏହା ପରେ ଦୁଇ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା।

ପରେ ସେହି ଅଟୋକୁ ଜେସିବି ସାହାଯ୍ୟରେ ବାହାର କରାଗଲା। ତା ପରେ ଅଟୋକୁ ଠିକ କରିବା ପାଇଁ ନେଇ ଯିବା ହେଲା। ଚୋମୁ ସର୍କଲ ନାମକ ସେହି ସଡକ ରାଜସ୍ତାନର କିଛି ସବୁଠୁ ବ୍ୟସ୍ତ ବହୁଳ ସଡକ ମାନଙ୍କ ଭିତରୁ ଗୋଟେ ଅଟେ। ଯଦି ଏହି ଭଳି ଦୁର୍ଘଟଣା ଦିନ ସମୟରେ ହେଇ ଥାନ୍ତା ତାହେଲେ ବହୁତ ବଡ଼ କ୍ଷତି ସହନ କରିବାକୁ ପଡି ଥାନ୍ତା।

Google

ଏହି ଘଟଣା ପରେ ଲୋକ ବହୁତ ଆତଙ୍କିତ ତଥା ନିରାଶ ହେଇକି ଅଛନ୍ତି ଆଉ ସିଷ୍ଟମର ଢିଲା ବ୍ୟବସ୍ଥା ଉପରେ ତାର ମଜାକ ଉଡାଉଛନ୍ତି। ଲୋକ ମାନଙ୍କର କହିବା କଥା କି ଅଧିକାରୀ ଭାଙ୍ଗି ଯାଇଥିବା ସଡକର ଉପରୁ ଖାଲି ପେଚ କରିକି ନିଜର ଔପଚାରିକତା ପୁରା କରୁଛନ୍ତି। ଆଗକୁ ଯେପରି ଏପ୍ରକାର ଦୁର୍ଘଟଣା ନ ହେଉ ସେଠି ପାଇଁ ପୁରା ପୁରି ସଡକର ଯାଞ୍ଚ କରାଯିବା ଉଚିତ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *